Thar Accident: ବୁଲେଟ୍କୁ ଧକ୍କା ଦେଲା ଥର୍: ଜଣେ ମୃତ, ୨ ଗୁରୁତର
ଭୁବନେଶ୍ୱର: ରାଜଧାନୀରେ ପୁଣି ଥର୍ ଆତଙ୍କ। କ୍ୟାପିଟାଲ୍ ହସ୍ପିଟାଲ୍ ସାମ୍ନାରେ ଭୟଙ୍କର ଦୁର୍ଘଟଣା। ବୁଲେଟ୍କୁ ଧକ୍କା ଦେଲା ଥର୍। ଘଟଣାସ୍ଥଳରେ ଜଣେ ମୃତ ଓ ୨ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ଘଟାଇଥିବା ଥର୍ ଗାଡ଼ି ଜବତ ହୋଇଥିବା ବେଳେ ଡ୍ରାଇଭର୍ ଫେରାର୍ ଅଛି।…