Unique Village: ୫୦ ମିଟର ଉଚ୍ଚ ଗଛ ଉପରେ ଗାଁ! ମାଟିରେ ନୁହେଁ, ଗଛ ଉପରେ ରୁହନ୍ତି ଏହି ଜନଜାତି…
ନୂଆଦିଲ୍ଲୀ: ଆମେ ସାଧାରଣତଃ ଘର କହିଲେ ମାଟି ଉପରେ ତିଆରି ହୋଇଥିବା ଘରକୁ ବୁଝୁ। କିନ୍ତୁ ଦୁନିଆରେ ଏମିତି ଏକ ଜନଜାତି ଅଛନ୍ତି, ଯେଉଁମାନଙ୍କ ଜୀବନଶୈଳୀ ସାଧାରଣ ଲୋକଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ କିଛି ପାରମ୍ପରିକ ଘର ମାଟି ଉପରେ ନୁହେଁ, ବରଂ ଗଛର ବହୁ ଉଚ୍ଚତାରେ ତିଆରି ହୋଇଥାଏ।…