Latest Odisha News

BREAKING NEWS

ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଆଦିବାସୀ ସଂସ୍କୃତିର ପ୍ରୋତ୍ସାହନ ପାଇଁ ‘ସଂବାଦ’ କାର୍ଯ୍ୟକ୍ରମ

କଳିଙ୍ଗନଗର: ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ୧୨ରୁ ୧୪ ଅକ୍ଟୋବର ପର୍ଯ୍ୟନ୍ତ “ସଂବାଦ– କଳିଙ୍ଗନଗର ସଂସ୍କରଣ” ଆୟୋଜିତ ହୋଇଯାଇଛି। ଏଥିରେ କଳିଙ୍ଗ ନଗର, ସୁକିନ୍ଦା ଏବଂ ବ୍ରାହ୍ମଣୀପାଳର ଆଦିବାସୀ ଲୋକମାନେ ଏକତ୍ରିତ ହୋଇ ନିଜର ସଂସ୍କୃତି, ପରମ୍ପରା, ଚାଲିଚଳଣି ଏବଂ ମତର ଆଦାନପ୍ରଦାନ…

୧୦ ଟେଷ୍ଟ ଜିତିବା ପରେ ହାରିଲା ବିଶ୍ୱ ଚାମ୍ପିୟନ

ନୂଆଦିଲ୍ଲୀ: ଲାହୋର ଟେଷ୍ଟରେ ପାକିସ୍ତାନ ୯୩ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ଏଥିସହ ବିଶ୍ୱ ଚାମ୍ପିୟନ ଦକ୍ଷିଣ ଆଫ୍ରିକା କ୍ରମାଗତ ୧୦ଟି ମ୍ୟାଚର ବିଜୟ ପରେ ପରାଜୟବରଣ କରିଛି । ଦୁଇ ମ୍ୟାଚ ବିଶିଷ୍ଟ ସିରିଜରେ ପାକିସ୍ତାନ ୧-୦ର ଅଗ୍ରଣୀ ହାସଲ କରିଛି । ଗଦ୍ଦାଫି ଷ୍ଟାଡିୟମରେ…

ଏ କେମିତିଆ ପୁଅ ? ମାଓବାଦୀ ନାଁରେ ବାପାକୁ ପୁଅର ଧମକପୂର୍ଣ୍ଣ ଚିଠି…

କଳାହାଣ୍ଡି:ମାଓବାଦୀ ନାଁରେ ବାପାକୁ ପୁଅର ଧମକପୂର୍ଣ୍ଣ ଚିଠି । ଟଙ୍କା ଅସୁଲ ପାଇଁ ଠିକାଦାର ବାପାଙ୍କୁ ପୁଅର ଧମକପୂର୍ଣ୍ଣ ଚିଠି । ରୁପ୍ରାରୋଡ୍‌ର ଜଣେ ଠିକାଦାରଙ୍କ ଏକମାତ୍ର ପୁଅର ଏହେଉଛି କାରନାମା । ଗତ ୬ ତାରିଖରେ ମାଓବାଦୀ ନାଁରେ ଏକ ଚିଠି ଲେଖି ନିଜ କାର ଭିତରେ ରଖି ଦେଇଥିଲା…

ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ, ୫ ହାର୍ଡକୋର୍ ଅପରାଧୀ ଗିରଫ

କୋରାପୁଟ: କୋରାପୁଟ ପୋଲିସକୁ ବଡ଼ ସଫଳତା। ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପାଡୁଆ ପୋଲିସ। ହାର୍ଡକୋର୍ ଅପରାଧୀ ଲାଲ ବାହାଦୂର ଦର୍ଜି ସମେତ ୫ ଅଭିଯୁକ୍ତ ଗିରଫ। ୩୫୦ କିଲୋ ଗଞ୍ଜେଇ ଜବତ। ଅଭିଯୁକ୍ତଙ୍କ ଠାରୁ ୨ଟି ମାଉଜର, ଗୁଳି, ମୋବାଇଲ୍ ଫୋନ ଓ ବିଭିନ୍ନ ପରିଚୟ ପତ୍ର…

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର

​​​​​​​ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଜଣେ ସରକାରୀ ମ୍ୟାଡାମ। ବେଗୁନିଆ ତହସିଲ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର ସ୍ମୁତି ଜୟସିଂହ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜମି କିସମ ସଂଶୋଧନ କରାଇଦେବା ନା’ରେ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା…

Ration Card Holder: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର, ମିଳିପାରେ ଅଧିକ ଚାଉଳ

ଭୁବନେଶ୍ବର: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର। ମୁଣ୍ଡ ପିଛା ବଢ଼ିପାରେ ଚାଉଳ। ଗରିବ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାର ରାସନ କାର୍ଡଧାରୀଙ୍କ ପାଇଁ ମାସିକ ଚାଉଳ ଆବଣ୍ଟନକୁ ଦ୍ୱିଗୁଣିତ କରିବା ପାଇଁ ଏକ ପ୍ରସ୍ତାବ ଉପରେ ବିଚାର…

କଂଗ୍ରେସ ଭବନ ଆଗରେ ନାଣ୍ଡୁ ବାବୁଙ୍କ ହାଇଡ୍ରାମା, ଗେଟ୍‌ରେ ପଡ଼ିଲା ତାଲା

ଭୁବନେଶ୍ୱର: କଂଗ୍ରେସ ଭବନରେ ହାଇଡ୍ରାମା, ନାଣ୍ଡୁବାବୁ ଜିନ୍ଦାବାଦ ନାରାରେ କମ୍ପିଥିଲା କଂଗ୍ରେସ ଭବନ । ବଡଚଣାରୁ ଆସିଥିଲେ ହଜାର ହଜାର ସମର୍ଥକ । ସାଙ୍ଗରେ ଥିଲେ ଯାତ୍ରା ମାଲିକତଥା କଂଗ୍ରେସ ନେତା ନାଣ୍ଡୁ ବାବୁ । ଫୁଲ ହାର ଦେଇ ସମର୍ଥକ ମାନେ ତାଙ୍କୁ ପାଛୋଟି ଆଣିଥିଲେ । ହେଲେ କଂଗ୍ରେସ…

ନୂଆପଡାରେ ସରଗରମ ରାଜନୀତି, କଂଗ୍ରେସ ଓ ବିଜେପିରେ ମିଶିଲେ ଅନେକ କର୍ମୀ

ନୂଆପଡା: ନୂଆପଡା ଉପନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଉଷ୍ଣତା ସେତେ ବଢିବାରେ ଲାଗିଛି । ବିଜେପି ଓ କଂଗ୍ରେସ ନେତା ମାନେ ନିଜ ଦଳରେ ଅନ୍ୟ ଦଳର କର୍ମୀଙ୍କୁ ମିଶ୍ରଣ କରୁଛନ୍ତି । ବିଜେପି ବିଦ୍ଧିବଦ୍ଧଭାବେ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ବିରାଟ ମିଶ୍ରଣ ପର୍ବର ଆୟୋଜନ…

ପୂର୍ବତନ ଓଡ଼ିଶା ବିଧାୟକ ହେମେନ୍ଦ୍ର ମହାପାତ୍ରଙ୍କ ଦେହାନ୍ତ

ସୁନ୍ଦରଗଡ଼: ବରିଷ୍ଠ ନେତା ତଥା ପୂର୍ବତନ ଓଡ଼ିଶା ବିଧାୟକ ହେମେନ୍ଦ୍ର ପ୍ରସାଦ ମହାପାତ୍ର ଦୀର୍ଘଦିନରୁ ଅସୁସ୍ଥ ଥିଲେ। ୯୨ ବର୍ଷ ବୟସରେ ବୁଧବାର ଦିନ ତାଙ୍କର ଦେହାନ୍ତ ହୋଇଛି। ପରିବାର ସୂତ୍ରରୁ ଜଣାପଡ଼ିଛି ଯେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହେମେନ୍ଦ୍ର ମହାପାତ୍ର ସୁନ୍ଦରଗଡ଼ର…