Latest Odisha News

BREAKING NEWS

ଗେଟମ୍ୟାନ୍‌ଙ୍କ ଗୋଟିଏ ଭୁଲ୍ ନେଲା ନିରୀହଙ୍କ ଜୀବନ! ମୁର୍ସିଦାବାଦରେ ଟ୍ରେନ୍-ପୁଲ୍ କାର୍ ଧକ୍କା, ୨ ଛାତ୍ରଙ୍କ ସମେତ ୩…

ମୁର୍ସିଦାବାଦ: ସକାଳୁ ସକାଳୁ ଖୁସିରେ ସ୍କୁଲ୍ ବାହାରିଥିଲେ କୁନି କୁନି ପିଲା। ହେଲେ କିଏ ଜାଣିଥିଲା ବାଟରେ ଜଗି ବସିଛି ମୃତ୍ୟୁ! ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାରେ ଶୁକ୍ରବାର ସକାଳେ ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଯାଇଛି। ରେଳ ଫାଟକ ପାର୍ ହେଉଥିବା ବେଳେ ଛାତ୍ରଛାତ୍ରୀଙ୍କୁ ନେଇ…

NEET UG 2026 ଫଳ ପ୍ରକାଶ: ଦେଶରେ ୧୧.୨୧ ଲକ୍ଷ ପରୀକ୍ଷାର୍ଥୀ ସଫଳ, ପୁଅଙ୍କୁ ପଛରେ ଛାଡିଲେ ଝିଅ…

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଗୁରୁବାର NEET UG 2026 ପୁନଃପରୀକ୍ଷାର ଫଳାଫଳ ପ୍ରକାଶ କରିଛି। ଚଳିତ ବର୍ଷ ୧୧.୨୧ ଲକ୍ଷ ପରୀକ୍ଷାର୍ଥୀ ଯୋଗ୍ୟତା ହାସଲ କରିଛନ୍ତି। ଏହି ଯୋଗ୍ୟ ପ୍ରାର୍ଥୀମାନେ MBBS, BDS, AYUSH ଏବଂ ଅନ୍ୟାନ୍ୟ ସ୍ନାତକସ୍ତରୀୟ ମେଡିକାଲ କୋର୍ସରେ…

ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ; ଆହୁରି ୨ ଦିନ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜି ବି ରାଜ୍ୟରେ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ଜନଜୀବନ ଅସ୍ତ ବ୍ୟସ୍ତ। ଆସନ୍ତା ଦୁଇ ଦିନ ଯାଏ ରାଜ୍ୟରେ ବର୍ଷା ଜାରି ରହିବ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ…

ପୁରୀ ରଥଯାତ୍ରାରେ ଅଘଟଣ ପରେ ତେଜିଲା ରାଜନୀତି: ବିନା ଟାହିଆରେ ମହାପ୍ରଭୁଙ୍କ ପହଣ୍ଡିକୁ ନେଇ କ୍ଷୁବ୍ଧ କଂଗ୍ରେସ,…

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ଘଟିଥିବା ଅଘଟଣରେ ଭକ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ରାଜ୍ୟରେ କ୍ଷମତାସୀନ ବିଜେପି ସରକାରଙ୍କ ପରିଚାଳନାଗତ ବିଫଳତା ଯୋଗୁଁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ଆଣି ଓଡ଼ିଶା ପ୍ରଦେଶ…

ବାହାଘର ପାଇଁ ତାରିଖ ଖୋଜୁଛନ୍ତି କି? ସାବଧାନ! ଏହି ଦିନଠାରୁ ବନ୍ଦ ହୋଇଯିବ ସବୁ ଶୁଭ କାର୍ଯ୍ୟ, ଜାଣନ୍ତୁ ପୁଣି କେବେ…

ଭୁବନେଶ୍ୱର: ଯଦି ଆପଣ ଚଳିତ ବର୍ଷ ନିଜର ବା ପରିବାରର କାହାର ବିବାହ କରିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଆଗକୁ ଏମିତି ଏକ ସମୟ ଆସୁଛି, ଯେତେବେଳେ ସମସ୍ତ ପ୍ରକାର ମାଙ୍ଗଳିକ କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ ରୂପେ ବ୍ରେକ୍ ଲାଗିଯିବ। ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ର…

ଶ୍ରୀଲେଦର୍ସ ସୋ’ରୁମରେ ହୁତୁହୁତୁ ଜଳିଲା ନିଆଁ: ରାଜମହଲ ଛକରେ ଆତଙ୍କ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ସହରର ସବୁଠାରୁ ଜନଗହଳିପୂର୍ଣ୍ଣ ଅଞ୍ଚଳ ଭାବେ ଜଣାଶୁଣା ରାଜମହଲ ଛକ ନିକଟରେ ଥିବା ପ୍ରସିଦ୍ଧ ଜୋତା ସୋରୁମ 'ଶ୍ରୀଲେଦର୍ସ'ରେ ଆଜି ସକାଳୁ ସକାଳୁ ନିଆଁ ଲାଗିଯାଇଛି। ଭୋର ପ୍ରାୟ ୫ଟା ସମୟରେ ଏହି ଅଘଟଣ ଘଟିଥିବା…

ବରିଷ୍ଠ ନାଗରିକଙ୍କ ପାଇଁ ବମ୍ପର୍ ଅଫର୍: FD ଉପରେ ଏବେ ମିଳୁଛି ୯.୨% ଯାଏଁ ରିଟର୍ଣ୍ଣ

ନୂଆଦିଲ୍ଲୀ: ଯଦି ଆପଣ ନିଜର ଅବସରପ୍ରାପ୍ତ ଜୀବନ ପାଇଁ ପୁଞ୍ଜି ବିନିଯୋଗ କରିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବହୁତ ବଡ଼ ଖୁସି ଖବର ଅଛି। ଦେଶର ବରିଷ୍ଠ ନାଗରିକ ମାନଙ୍କ ପାଇଁ ଫିକ୍ସଡ୍ ଡିପୋଜିଟ୍ ରେ ନିବେଶ କରିବା ଏବେ ଆହୁରି ଲାଭଦାୟକ ହୋଇଛି। ଜୁଲାଇ ୨୦୨୬ ସୁଦ୍ଧା ଅନେକ…

PF ଖାତାରେ ଜମା ହେବା ଆରମ୍ଭ ହେଲାଣି ୮.୨୫% ସୁଧ, ତୁରନ୍ତ ଚେକ୍ କରନ୍ତୁ ବାଲାନ୍ସ

ଭୁବନେଶ୍ୱର: ଦେଶର କୋଟି କୋଟି ବେତନଭୋଗୀ ତଥା ଚାକିରିଆଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ଆକାଉଣ୍ଟକୁ ବହୁ ପ୍ରତୀକ୍ଷିତ ସୁଧ ଟଙ୍କା ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଯଦି ଆପଣ ଜଣେ ଇପିଏଫଓ ହିତାଧିକାରୀ, ତେବେ ଆପଣଙ୍କ ପିଏଫ୍ ଖାତାକୁ…

ଜୁଲାଇ ୧୯ରେ ଅବସର ନେଇପାରନ୍ତି ରୋହିତ !

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବା ସ୍ୱପ୍ନ ସାକାର ହୋଇ ନ ପାରେ । ଲର୍ଡସରେ ଜୁଲାଇ ୧୯ରେ ଖେଳାଯିବାକୁ ଥିବା ଦିିନିକିଆ ମ୍ୟାଚ ଅବସରରେ ସେ ଅବସର ନେଇପାରନ୍ତି ବୋଲି ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି । ଅବଶ୍ୟ ବିସିସିଆଇ କିମ୍ବା ରୋହିତଙ୍କ ପକ୍ଷରୁ ଏ ନେଇ…

ଜଗନ୍ନାଥ ମହାପ୍ରଭୁଙ୍କ ଟାହିଆ ଖୋଲିଯିବା ପ୍ରସଙ୍ଗ: ପ୍ରତିକ୍ରିୟା ରଖିଲେ ରାମକୃଷ୍ଣ ଦାସମହାପାତ୍ର

ପୁରୀ: ପହଣ୍ଡି ସମୟରେ ଅଧା ବାଟରୁ ମହାପ୍ରଭୁଙ୍କ ଟାହିଆ ଖୋଲିବା ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର । ସେ କହିଛନ୍ତି ଯେ, ବର୍ଷା ଯୋଗୁଁ ଟାହିଆର ଓଜନ ଆହୁରି ବଢ଼ି ଯାଇଥିଲା । ତେଣୁ ଏହାକୁ ଖୋଲି ଦିଆଯାଇଥିଲା ବୋଲି ସେ କହିଛନ୍ତି ।…