ରତ୍ନଭଣ୍ଡାରରୁ ମିଳିଲା ଚମକାଇଲା ଭଳି ଜିନିଷ !
ପୁରୀ: ୪୬ ବର୍ଷ ପରେ ଖୋଲିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର। ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ କଣ କଣ ରହିଥିଲା। ଏହାକୁ ନେଇ ଦୀର୍ଘ ବର୍ଷ ହେଲା କୌତୁହଳ ଲାଗିରହିଛି। ସଂପୂର୍ଣ୍ଣ ଅଳଙ୍କାର ସ୍ଥାନାନ୍ତରଣ କରିବା ପାଇଁ ସାଢେ ୭ ଘଣ୍ଟା ସମୟ ଲାଗିଥିଲା। ସକାଳ ୯ଟା ୫୧ରେ ରତ୍ନଭଣ୍ଡାରକୁ ପ୍ରବେଶ…