Latest Odisha News

BREAKING NEWS

ସୂର୍ଯ୍ୟଙ୍କ ପରେ ଦିଗପହଣ୍ଡି ଲଢେଇ

ଭୁବନେଶ୍ବର : ୨୦୦୯ରୁ ସ୍ୱର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଗଡ ରହିଛି ଦିଗପହଣ୍ଡି । ଲଗାତର ତିନି ତିନି ଥର ସେ ବିଜେଡି ଟିକେଟରେ ବିଜୟୀ ହୋଇଛନ୍ତି । ରାଜ୍ୟ ରାଜନୀତିର ବଡ ଚେହେରା ସୂର୍ଯ୍ୟ ପାତ୍ରଙ୍କ ପରଲୋକ ପରେ ଦିଗପହଣ୍ଡିରୁ ତାଙ୍କ ପୁଅ ବିପ୍ଳବ ପାତ୍ରଙ୍କୁ ଟିକେଟ୍ ଦେଇଛି ବିଜେଡି ।…

ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି: ବାରିପଦାରେ ସର୍ବାଧିକ ତାପମାତ୍ରା ୪୪.୮ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର: ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ରାଜ୍ୟର ଅତି କମରେ ଆଜି ୩୨ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ କିମ୍ବା ତା'ଠାରୁ ଅଧିକକୁ ବୃଦ୍ଧି ପାଇଛି। ପରିସ୍ଥିତି ସଂକଟାପନ୍ନ ରହିଥିବା ବେଳେ ଅନେକ ଅଞ୍ଚଳରେ ପ୍ରବଳ ଗରମ ଅନୁଭୂତ ହେଉଛି।…

ମନରେଗାରେ ଦୁର୍ନୀତି ଅଭିଯୋଗ, ନିଲମ୍ବିତ ହେଲେ ୩ ଯନ୍ତ୍ରୀ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତିରେ ୩ କୋଟି ୨୧ ଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗରେ ୩ ଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଛି। ୨୦୨୦ରେ ଯେଉଁ ଯନ୍ତ୍ରୀଙ୍କ ଦ୍ବାରା ଏହି ଦୁର୍ନୀତି ହୋଇଥିଲା ସେମାନେ ହେଲେ ଯଶିପୁର…

ଦେଶର ଏକାଧିକ ବିମାନବନ୍ଦରକୁ ବିସ୍ଫୋରଣରେ ଉଡାଇ ଦେବାକୁ ଧମକ, ବଢିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଦେଶର ଏକାଧିକ ବିମାନବନ୍ଦରକୁ ବିସ୍ଫୋରଣରେ ଣଉଡାଇ ଦେବାକୁ ଧମକ । ଜୟପୁର, ନାଗପୁର, ଗୋଆ ସମେତ ଦେଶର ଅନେକ ବିମାନବନ୍ଦରକୁ ବିସ୍ଫୋରଣରେ ଉଡ଼ାଇଦେବାକୁ ଆଜି ଏକ ଇ-ମେଲ୍ ଯୋଗେ ଏହି ଧମକ ମିଳିଛି । ଏନେଇ ନାଗପୁର ବିମାନବନ୍ଦର କର୍ତ୍ତୃପକ୍ଷ ଏହି ସୂଚନା…

ନିର୍ବାଚନ ବେଳେ ଚେକିଂ ବାହାନାରେ ପୋଲିସର ପରିଚୟ ଦେଇ ଲୁଟ୍ ଅଭିଯୋଗ, ୩ ଗିରଫ

କଟକ: ନିର୍ବାଚନ ପାଇଁ ଚାରିଆଡେ ଚେକିଂ ଚାଲିଥିବା ବେଳେ ଏହି ମୈାକାରେ ନିଜକୁ ପୁଲିସର ପରିଚୟ ଦେଇ ଠକେଇ କରିବା ଅଭିଯୋଗରେ କଟକ ଥାନା ପୁଲିସ ୩ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, କଟକ ବାଦାମବାଡ଼ି ଅଞ୍ଚଳର ଦୁଇଟି ସ୍ଥାନରୁ ୩ ଜଣ ସୁନା ଅଳଙ୍କାର ଓ ନଗଦ ୩ ଲକ୍ଷରୁ ଅଧିକ…

ରାକ୍ଷସ ଫିଲ୍ମରେ ଅଭିନୟ କରିବେ ରଣବୀର

ମୁମ୍ବାଇ: ବଲିଉଡର ଲୋକପ୍ରିୟ ହୀରୋ ରଣବୀର ସିଂ ରାକ୍ଷସ(ଅସ୍ଥାୟୀ ନାମ) ନାମକ ଫିଲ୍ମ ସାଇନ କରିଛନ୍ତି । ପୌରାଣିକ କଥାବସ୍ତୁ ଉପରେ ଏହି ଫିଲ୍ମ ଆଧାରିତ । ସେ ଖଳନାୟକ ଭୂମିକାରେ ଅବତୀର୍ଣ୍ଣ ହେବେ ବୋଲି ପିଙ୍କଭିଲାରେ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ ରହିଛି । ହନୁମାନ ଫେମ ନିର୍ଦ୍ଦେଶକ…

ପରିବର୍ତ୍ତନ ହେଲା ୟୁଜିସି-ନେଟ୍ ପରୀକ୍ଷା ତାରିଖ

ନୂଆଦିଲ୍ଲୀ: ୟୁଜିସିର ଚେୟାରମ୍ୟାନ୍ ୟୁଜିସି-ନେଟ୍ ପରୀକ୍ଷା ତାରିଖ ପରିବର୍ତ୍ତନ କରିଛନ୍ତି । ୟୁଜିସି-ନେଟ୍ ପରୀକ୍ଷା ଜୁନ୍ ୧୬ ପରିବର୍ତ୍ତେ ଜୁନ ୧୮ ରେ ଅନୁଷ୍ଠିତ ହେବ। ୟୁଜିସି ଚେୟାରମ୍ୟାନ୍ ଜଗଦୀଶ କୁମାର ମାଇକ୍ରୋବ୍ଲଗିଂ ସାଇଟ୍ 'ଏକ୍ସ'ରେ ଏ ନେଇ ସୂଚନା ଦେଇଛନ୍ତି  । ଏ ନେଇ ଖୁବଶୀଘ୍ର…

ବ୍ୟାଙ୍କ ଅଫ୍ ଇଣ୍ଡିଆରୁ କୋଟି କୋଟି ଟଙ୍କା ଚେକ୍ କ୍ଲୋନିଂ ଠକେଇ, କିଏ ଏବଂ କେମିତି କରିଥିଲା?

ଭୁବନେଶ୍ୱର: ବ୍ୟାଙ୍କ ଅଫ୍ ଇଣ୍ଡିଆ ଚେକ୍ କ୍ଲୋନିଂ ମାମଲାରେ ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)କୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। ଅଭିଯୁକ୍ତ ପମେଶ ତେମ୍ଭରେଙ୍କୁ ଏପ୍ରିଲ ୨୬ ତାରିଖରେ ମଧ୍ୟପ୍ରଦେଶର ଏକ ଗାଁରୁ ଠାବ କରି ଗିରଫ କରାଯାଇଛି। ଏବେ ଓପିଆଇଡି ଆକ୍ଟ ଅନୁଯାୟୀ…

ନୂଆପଡାରେ ଶୃଙ୍ଖଳିତ ନିର୍ବାଚନ ପ୍ରସ୍ତୁତି ନେଇ ପୋଲିସ ମହାନିର୍ଦ୍ଦେଶକ ସମୀକ୍ଷା ବୈଠକ

ନୂଆପଡା: ଦେଶରେ ଆରମ୍ଭ ହୋଇଯାଇଛି ନିର୍ବାଚନୀ ପର୍ବ । ଏହାରି ଭିତରେ ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠୁ ମେ' ୬ ତାରିଖ ଯାଏଁ ନାମାଙ୍କନ ଦାଖଲ ପାଇଁ ସମୟ ସୀମା ରହିଛି । ମେ' ୨୫ରେ ୬ ସଂସଦୀୟ କ୍ଷେତ୍ର ସହ ୪୨ ବିଧାନସଭା ଆସନରେ ପଡ଼ିବ ଭୋଟ…

ପୁଣି ନିରାଶ ହେଲେ ହେମନ୍ତ ସୋରେନ, ପ୍ରଚାର ପାଇଁ ଜେଲରୁ ଆସିପାରିବେ ନାହିଁ

ନୂଆଦିଲ୍ଲୀ: ଜମି ଦୁର୍ନୀତି ମାମଲାରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଗିରଫ ହୋଇ ଜେଲରେ ଅଛନ୍ତି । ହାଇକୋର୍ଟଙ୍କ ଆବେଦନ ଉପରେ ରାୟ ପ୍ରଦାନରେ ବିଳମ୍ବକୁ ସର୍ବୋଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଥିଲେ ହେମନ୍ତ ସୋରେନ । ଯାହାକୁ…