Latest Odisha News

BREAKING NEWS

ମୟୂରଭଞ୍ଜ ହସ୍ପିଟାଲର ଶୌଚାଳୟରେ ଶିଶୁ ଜନ୍ମ ଦେଲେ ନାବାଳିକା

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବେତନଟିରେ ଥିବା ଏକ ସରକାରୀ ଡାକ୍ତରଖାନାର ଶୌଚାଳୟରେ ଜଣେ ୧୭ ବର୍ଷୀୟା ଝିଅ ଏକ ଶିଶୁକୁ ଜନ୍ମ ଦେଇଛି। ସୂଚନା ଅନୁଯାୟୀ, ୭ ମାସର ପ୍ରସବ ଜନିତ ଜଟିଳତା ଯୋଗୁଁ ମା' ଏବଂ ନବଜାତ ଶିଶୁ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ଚିକିତ୍ସା ପାଇଁ…

Bali Yatra 2025: ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା, ହାଇକୋର୍ଟ ଦେଲେ ଅନୁମତି

କଟକ: ଆସନ୍ତା ନଭେମ୍ବର ୫ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା। ଏଣିକି ଉପର ପଡିଆରେ ଆୟୋଜିତ ହେବ ଐତିହାସିକ ବାଲିଯାତ୍ରା। ତଳ ପଡ଼ିଆ ସହ ଉପରପଡ଼ିଆରେ ମଧ୍ୟ ବାଲିଯାତ୍ରା ହେବ। ଉଭୟ ପଡ଼ିଆରେ ଗାଇଡ଼ଲାଇନ ଭିତ୍ତିରେ ହେବ ବାଲିଯାତ୍ରା। ଓଡିଶା ହାଇକୋର୍ଟ…

ମମତା ବାନାର୍ଜୀଙ୍କ କଟକ ସମ୍ପର୍କିତ ମନ୍ତବ୍ୟକୁ ବିଜେପିର କାଉଣ୍ଟର

ଭୁବନେଶ୍ୱର: କଟକରେ ଦୁର୍ଗା ଭସାଣି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷକୁ ନେଇ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କଟକରେ ବିଜେପି ସାମ୍ପ୍ରଦାୟିକ ହିଂସା କରାଇଥିବା ଦିଦି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଏହି ମନ୍ତବ୍ୟକୁ ନେଇ ବିଜେପି କାଉଣ୍ଟର…

କଫ ସିରପ୍‌ର ପରୀକ୍ଷଣ ସୁନିଶ୍ଚିତ କରିବାକୁ CDSCOର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଶିଶୁ ମୃତ୍ୟୁ ମାମଲାକୁ ନେଇ ଚିନ୍ତା ବଢ଼ିଛି । ଏହାର ମୁଖ୍ୟ କାରଣ ହେଉଛି କଫ ସିରପ । କଫ ସିରପ୍‌ ଜନିତ ଶିଶୁ ମୃତ୍ୟୁ ପରେ କେନ୍ଦ୍ରର ସତର୍କତା ନିର୍ଦ୍ଦେଶ। କଫ ସିରପ୍‌ ଜନିତ ଶିଶୁ ମୃତ୍ୟୁ ପରେ ସିରପ୍‌ର ପରୀକ୍ଷଣ ସୁନିଶ୍ଚିତ କରିବାକୁ କେନ୍ଦ୍ରୀୟ…

କଂଗ୍ରେସରେ ସାମିଲ ହେଲେ ବିଜେଡି ନେତା ମହେଶ ନିଆଲ

ଭୁବନେଶ୍ୱର: ନୂଆପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୀତି ସରଗରମ ହୋଇପଡ଼ିଥିଲା ବେଳେ ଓଡ଼ିଶାରେ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଯେଉଁଠାରେ ନଭେମ୍ବର ୧୧ ତାରିଖରେ ଉପ-ନିର୍ବାଚନ ହେବାକୁ ଯାଉଛି। ଅପରପକ୍ଷରେ ଗୁରୁବାର ଦିନ ପୂର୍ବତନ ନୂଆପଡା ଏନଏସି…

କଟକ ଦଶହରା ଭସାଣୀରେ ଗଣ୍ଡଗୋଳ ଘଟଣା, ଆଉ ୩ ଗିରଫ

କଟକ: କଟକ ଦଶହରା ଭସାଣୀରେ ୨ ଗୋଷ୍ଠୀ ଗଣ୍ଡଗୋଳ ଘଟଣା । ଆଉ ୩ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ପୂର୍ବରୁ ୬ ଜଣ ଗିରଫ ହୋଇଥିବାବେଳେ ଆଜିର ଗିରଫ ସଂଖ୍ୟାକୁ ମିଶାଇ ଏହି ସଂଖ୍ୟା ୯ରେ ପହଞ୍ଚିଥିବା କହିଛନ୍ତି ଏସିପି ଗିରିଜା ଚକ୍ରବର୍ତ୍ତୀ । ଆଗକୁ ଗିରଫଦାରୀ ସଂଖ୍ୟା ବଢିପାରେ ବୋଲି…

 ବାଂଲାଦେଶ-ପାକିସ୍ତାନ ଦୋସ୍ତି, କାହିଁକି ଭାରତକୁ ଟେନସନ୍?

ନୂଆଦିଲ୍ଲୀ: ବାଂଲାଦେଶ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଘନିଷ୍ଠତା ଏବେ ଭାରତକୁ ଚିନ୍ତିତ କରିଛି। ସମ୍ପ୍ରତି, ପାକିସ୍ତାନୀ ସେନାର ଯୁଗ୍ମ ମୁଖ୍ୟ କର୍ମଚାରୀ (DGJS) ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ତବାସୁମ ହବିବଙ୍କ ନେତୃତ୍ୱରେ ଏକ ଚାରି ସଦସ୍ୟ ବିଶିଷ୍ଟ ପ୍ରତିନିଧିମଣ୍ଡଳୀ…

ଏଣିକି ପ୍ରିମାଟ୍ରିକ୍ ସ୍କଲାରସିପ୍‌ରେ ମିଳିବ ୧୬ ହଜାର ଟଙ୍କା

ଭୁବନେଶ୍ୱର: ଏଣିକି ପ୍ରିମାଟ୍ରିକ୍ ସ୍କଲାରସିପ୍‌ରେ ମିଳିବ ୧୬ ହଜାର ଟଙ୍କା। ୧୦ ହଜାର ୫୦୦ରୁ ୧୬ ହଜାର ଟଙ୍କାକୁ ବୃଦ୍ଧି କଲେ ସରକାର। ଅନ୍ୱେଷା ଯୋଜନାରେ ଛାତ୍ରଛାତ୍ରୀମାନଙ୍କୁ ମିଳିବ ୧୭ ହଜାର ଟଙ୍କା। ପୋଷ୍ଟ ମାଟ୍ରିକ ସ୍କଲାରସିପ୍‌ରେ ଛାତ୍ରମାନଙ୍କୁ ୧୬ ହଜାର ଟଙ୍କା ମିଳିବ। ସେହିପରି…

୧୯ ଓପିଏସ ଅଧିକାରୀଙ୍କୁ ବଦଳି

ଭୁବନେଶ୍ୱର: କଟକ ସଂଘର୍ଷ ଏବଂ ବ୍ରହ୍ମପୁରରେ ଜଣେ ବରିଷ୍ଠ ଆଇନଜୀବୀଙ୍କ ନିର୍ମମ ହତ୍ୟା ପରେ ଓଡ଼ିଶା ସରକାର ୧୯ ଜଣ ଅତିରିକ୍ତ ଏସ୍ପିଙ୍କୁ ବଦଳି କରିଛନ୍ତି। ଗୃହ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ବଲାଙ୍ଗୀରରେ ଅତିରିକ୍ତ ଏସ୍ପି ଭାବରେ କାର୍ଯ୍ୟରତ ଆଲୋକ କୁମାର ଜେନାଙ୍କୁ…

Nuapada Bypoll:ପ୍ରକାଶ ପାଇଲା ନୂଆପଡ଼ା ବିଧାନସଭାର ଚୂଡ଼ାନ୍ତ ଭୋଟର ତାଲିକା

ନୂଆପଡ଼ା: ନୂଆପଡ଼ା ବିଧାନସଭାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କଲେ ଜିଲ୍ଲାପାଳ । ଆସନ୍ତା ନଭେମ୍ବର ୧୧ ତାରିଖରେ ହେବ ନୂଆପଡ଼ା ଉପ ନିର୍ବାଚନ । ସବୁ ରାଜନୈତିକ ଦଳ ଉପସ୍ଥିତିରେ ନୂଆପଡ଼ା ବିଧାନସଭାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ସାମ୍ବାଦିକ ସମ୍ମିଳନୀରେ ସୂଚନା…