ଏଥର ରଜ ବଜାରକୁ ସରଗରମ କରିବାକୁ ମୁକ୍ତିଲାଭ କଲା ୩ଟି ଓଡ଼ିଆ ଚଳଚ୍ଚିତ୍ର
ଭୁବନେଶ୍ବର: ରଜ ବଜାରକୁ ଏଥର ସରଗରମ କରିବାକୁ ରିଲିଜ ହୋଇଛି ୩ଟି ଓଡିଆ ଚଳଚ୍ଚିତ୍ର । ସୁପରଷ୍ଟାର୍ ଅନୁଭବ ମହାନ୍ତିଙ୍କ ‘ଛକିଶୂନ’, ଅମ୍ଲାନ୍ ଓ ଏଲିନାଙ୍କ ‘ଶିକାର’ ଏବଂ ଅର୍ଦ୍ଧେନ୍ଦୁ ଓ ଜସ୍ମିନ୍ଙ୍କ ନୂତନ ଚଳଚ୍ଚିତ୍ର ‘ଡାଏରି’ ରିଲିଜ ହୋଇଛି । ଏହି ୩ଟି ଚଳଚ୍ଚିତ୍ର ମଧ୍ୟରେ କଡା ଟକ୍କର…