ରାଉରକେଲା ଆରପିଏଫ୍ ଦ୍ବାରା ପିଏଲଏଫଆଇ’ର ୨ ସଦସ୍ୟ ଗିରଫ
ସୁନ୍ଦରଗଡ଼: ରାଉରକେଲା ରେଳ ଷ୍ଟେସନରୁ ପିପୁଲ୍ସ ଲିବେରେସନ୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଲଏଫଆଇ) ର ଦୁଇଜଣ ସଦସ୍ୟଙ୍କୁ ଗିରଫ କରିଛି ଆରପିଏଫ୍ । ଆଜି ପ୍ରାୟ ସକାଳ ୯ଟା ବେଳେ ଆରପିଏଫ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା । ଗିରଫ ପିଏଲଏଫଆଇ ସଦସ୍ୟମାନେ ଝାଡ଼ଖଣ୍ଡ ଲାତେହାର ଅଞ୍ଚଳର ବାସିନ୍ଦା…