Latest Odisha News

BREAKING NEWS

IRGC spokesperson:ଇରାନକୁ ଆଉ ଏକ ବଡ଼ ଝଟକା, ଇସ୍ରାଏଲୀ ଆକ୍ରମଣରେ IRGC ମୁଖପାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଆମେରିକା ସହିତ ଇରାନର ଯୁଦ୍ଧ ଜାରି ରହିଛି। ଏହି ସଂଘର୍ଷ ମଧ୍ୟରେ ଇରାନକୁ ଆଉ ଏକ ବଡ଼ ଝଟକା ଲାଗିଛି। ଆକ୍ରମଣ ମଧ୍ୟରେ IRGC ମୁଖପାତ୍ର ଅଲି ମହମ୍ମଦଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି। ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ଆକ୍ରମଣରେ ଅଲି ମହମ୍ମଦଙ୍କ ମୃତ୍ୟୁ ଘଟିଛି।…

ଆସନ୍ତୁ ଜାଣିବା ଆଇପିଏଲରେ ସର୍ବାଧିକ ଥର କେଉଁ ଖେଳାଳୀ ୪୦୦ରୁ ଊର୍ଦ୍ଧ୍ୱ ରନ କରିଛନ୍ତି

ନୂଆଦିଲ୍ଲୀ: ଆଇପିଏଲ ଯେତେ ନିକଟତର ହେଉଛି ପ୍ରଶଂସକଙ୍କ ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି । ମାର୍ଚ୍ଚ ୨୮ରୁ ଆରସିବି ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଆଇପିଏଲର ୧୯ତମ ସିଜନ ପୂର୍ବରୁ ଆସନ୍ତୁ ଜାଣିବା କେଉଁ ଖେଳାଳି ସର୍ବାଧିକ ଥର ୪୦୦ରୁ ଊର୍ଦ୍ଧ୍ୱ ରନ…

କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ପାଇଁ ବିଜ୍ଞପ୍ତି; ଏପ୍ରିଲ୍ ୨ ଯାଏଁ ଅନଲାଇନ୍ ପଞ୍ଜୀକରଣ, ଜୁନ୍ ୩୦ ତାରିଖ…

ଭୁବନେଶ୍ୱର: କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଆଜି ଠାରୁ ଏପ୍ରିଲ୍ ୨ ତାରିଖ ଯାଏ ଅନଲାଇନ୍ ପଞ୍ଜୀକରଣ ସୁଯୋଗ ମିଳିବ । ଏହି ସମୟସୀମା ମଧ୍ୟରେ ବାଲବାଟିକା-୧ ଓ ୩ ଏବଂ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ପଞ୍ଜୀକରଣ କରାଯିବ । ଏନେଇ କେନ୍ଦ୍ରୀୟ ବିଦ୍ୟାଳୟ…

ବିସିସିଆଇ ଉପରେ ଅସନ୍ତୁଷ୍ଟ ହୋଇ କମେଂଟ୍ରିରୁ ଅବସର ନେଲେ ଏହି ପୂର୍ବତନ ସ୍ପିନର

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଲେଗ ସ୍ପିନର ଲକ୍ଷ୍ମଣ ଶିବରାମକ୍ରିଷ୍ଣନ ଶୁକ୍ରବାର ଚକିତ କରିବା ଭଳି ପଦକ୍ଷେପ ନେଇଛନ୍ତି । ସେ ବିସିସିଆଇ ଉପରେ ଅସନ୍ତୁଷ୍ଟ ହୋଇ କଂମେଟ୍ରିରୁ ଅବସର ଘୋଷଣା କରିଛନ୍ତି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସେ ସୋସିଆଲ ମିଡିଆରେ…

FD interest rate: ଏହି ଜମା ଉପରେ SBI FD ସୁଧ ହାର 25 bps ବୃଦ୍ଧି

ନୂଆଦିଲ୍ଲୀ: ଅଧିକାଂଶ ବ୍ୟାଙ୍କ ସ୍ଥାୟୀ ଜମା (FD) ଉପରେ ସୁଧ ହାର ହ୍ରାସ କରୁଥିବା ସମୟରେ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ନିବେଶକମାନଙ୍କୁ କିଛି ଆଶ୍ୱସ୍ତି ପ୍ରଦାନ କରିଛି। ବ୍ୟାଙ୍କ କିଛି ନିର୍ଦ୍ଦିଷ୍ଟ ସ୍ଥାୟୀ ଜମା ଯୋଜନାରେ ସୁଧ ହାର ବୃଦ୍ଧି କରିଛି, ଯାହା ବଡ଼ ନିବେଶ କରୁଥିବା…

୨୦୨୭ ବିଶ୍ୱକପ: ଖେଳାଳିଙ୍କ ଆଇପିଏଲ ପ୍ରଦର୍ଶନ ଉପରେ ବିସିସିଆଇର ନଜର

ନୂଆଦିଲ୍ଲୀ: ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ ହୋଇଯିବ । ଏଥର ଆଇପିଏଲ ପ୍ରଦର୍ଶନ ଖେଳାଳିମାନଙ୍କ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ରିପୋର୍ଟ ଅନୁସାରେ ବିସିସିଆଇ ୨୦୨୭ ଦିନିକିଆ ବିଶ୍ୱକପକୁ ଆଖି ଆଗରେ ରଖି ୨୦ଜଣିଆ ଖେଳାଳିଙ୍କ ଶର୍ଟଲିଷ୍ଟ କରାଯାଇଛି । ଆଇପିଏଲରେ ଏହି ଖେଳାଳିଙ୍କ ପ୍ରଦର୍ଶନ…

ପଖାଳ କେବଳ ଆହାର ନୁହେଁ, ବରଂ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ପଖାଳ ଦିବସ । ଓଡ଼ିଶାର ପ୍ରମୁଖ ଗ୍ରୀଷ୍ମକାଳୀନ ଖାଦ୍ୟ 'ପଖାଳ'ର ଲୋକପ୍ରିୟତାକୁ ଆହୁରି ବଢାଇବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭୁବନେଶ୍ୱର ସ୍ଥିତ ପାନ୍ଥନିବାସ ଠାରେ ରାଜ୍ୟସ୍ତରୀୟ 'ପଖାଳ ପରବ' କାର୍ଯ୍ୟକ୍ରମ ପାଳନ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ…

Pakistan Afghanistan conflict: ପାକିସ୍ତାନ ଉପରେ ଆକ୍ରମଣରେ ଭାରତୀୟ ଡ୍ରୋନ୍? ପାକ୍ ସେନା ଡିଜିଙ୍କ ଅଭିଯୋଗ ଉପରେ…

ନୂଆଦିଲ୍ଲୀ: ପାକ୍-ଆଫଗାନ ସୀମାରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ପାକିସ୍ତାନ ସିଧାସଳଖ ଆଫଗାନ ତାଲିବାନକୁ ଡ୍ରୋନ ଯୋଗାଇବା ପାଇଁ ଭାରତ ଉପରେ ଅଭିଯୋଗ କରିଛି। ପାକିସ୍ତାନ ସେନାର ଡିଜି-ଆଇଏସ୍ପିଆର, ଲେଫ୍ଟନାଣ୍ଟ ଜେନେରାଲ ଅହମଦ ସରିଫ ଚୌଧୁରୀ ଦାବି କରିଛନ୍ତି ଯେ ସମ୍ପ୍ରତି ଆକ୍ରମଣରେ…

ମୃତ୍ୟୁ ସହ ସଂଘର୍ଷ କରି ଜିତିଥିଲେ, ଏସସିବି ନିଆଁ ଆଗରେ ହାରିଗଲେ

କୋରାପୁଟ: କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ। ଭେଣ୍ଡିଆ ପୁଅକୁ ହରାଇ ବାହୁନି ବାହୁନି କାନ୍ଦୁଛି ମାଆ। ଯେତେ ଡାକିଲେ ବି ଆଉ ଡାକ ଶୁଣୁନି ପୁଅ। ଦିନେ ମୃତ୍ୟୁ ସହ ସଂଘର୍ଷ କରି ସୁସ୍ଥ ହୋଇ ଜୀବନ ଜିତିଥିଲେ। ଶେଷରେ କଟକ ଏସସିବି ନିଆଁ ଆଗରେ ହାରିଗଲେ। ଭୟଙ୍କର ନିଆଁରୁ ବଞ୍ଚି ମଧ୍ୟ…

ଏଥର ମାଟ୍ରିକ ପରୀକ୍ଷା ଦେଲେନି ୯୯୩୦ ଛାତ୍ରଛାତ୍ରୀ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଅନେକ ଛାତ୍ରୀଛାତ୍ର ଅନୁପସ୍ଥିତ ରହିଛନ୍ତି । ଚଳିତ ବର୍ଷ ୫ ଲକ୍ଷ ୪୬ ହଜାର ୮୭୬ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେବାପାଇଁ ଫର୍ମ ଭରିଥିଲେ ହେଲେ ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୩୬ ହଜାର ୯୪୬ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି । ହେଲେ…