ଆଗକୁ ଏହି ସ୍କୁଲରେ ବ୍ୟାନ୍ ହେବ ବୁର୍ଖା ଓ ନିକାବ:ନୂଆ ବିଲ୍ ଆଣିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ
ଇଟାଲୀ: ଇଟାଲୀ ସ୍କୁଲରେ ବ୍ୟାନ ହେବ ବୁର୍କା ଓ ନିକାବ । ଇଟାଲୀର ସ୍କୁଲଗୁଡ଼ିକରେ ବୁର୍କା ଓ ନିକାବ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ। ଏହା ସହିତ ସ୍କୁଲର ପ୍ରତ୍ୟେକ ଶ୍ରେଣୀଗୃହରେ ବିଦେଶୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ସୀମିତ…