Latest Odisha News

BREAKING NEWS

କର୍କଟ ମାମଲାରେ ବିଶ୍ୱର ତୃତୀୟ ସ୍ଥାନରେ ଅଛି ଭାରତ, କେଉଁ ରାଜ୍ୟରେ ଅଧିକ ରୋଗୀ ଅଛନ୍ତି ଜାଣନ୍ତୁ..

ନୂଆଦିଲ୍ଲୀ: ଭାରତରେ କର୍କଟ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କର୍କଟ ରୋଗ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ପହଞ୍ଚିଛି। ସରକାର ଲୋକସଭାରେ ଏକ ଚିନ୍ତାଜନକ ସଂଖ୍ୟା ଉପସ୍ଥାପନ କରିଥିଲେ। ଅନ୍ତର୍ଜାତୀୟ କର୍କଟ ରୋଗ ଗବେଷଣା ସଂସ୍ଥା ଗ୍ଲୋବାଲ୍ କର୍କଟ ଅବଜରଭେଟୋରୀ (IARC)…

ଚୋରା ବନ୍ଧୁକ କାରବାର କରୁଥିବା ୨ କୁଖ୍ୟାତ ଅପରାଧୀ କାବୁ, ଅସ୍ତ୍ରଶସ୍ତ୍ର ଉଦ୍ଧାର

ଭୁବନେଶ୍ବର: ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ ବନ୍ଧୁକ କାରବାର ଘଟଣାରେ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି କମିଶନରେଟ । ବନ୍ଧୁକ ମାଫିଆଙ୍କ ଠାରୁ ଗୋଟିଏ କାର୍ବାଇନ ସହ ଦୁଇଟି 9mm ପିସ୍ତଲ, 7.65 mm 8ଟି ପିସ୍ତଲ, ଜୀବନ୍ତ ଗୁଳି ଜବତ କରିବାରେ ସକ୍ଷମ ହୋଇଛି ସ୍ପେଶାଲ କ୍ରାଇମ ୟୁନିଟ ।…

ମଣିଷର ବ୍ଲଡ ଗ୍ରୁପ୍ କିପରି ନିର୍ଣ୍ଣୟ କରାଯାଏ?

ନୂଆଦିଲ୍ଲୀ: ପ୍ରତ୍ୟେକ ମଣିଷର ରକ୍ତରେ ଏକ ଅନନ୍ୟ ବାୟୋଲଜିକାଲ ସିଗନେଚର ବା ଜୈବିକ ସ୍ୱାକ୍ଷର ଥାଏ। ଏହି ପରିଚୟ ଜୀବନଶୈଳୀ କିମ୍ବା ଖାଦ୍ୟ ଦ୍ୱାରା ନିର୍ଣ୍ଣୟ କରାଯାଏ ନାହିଁ, ବରଂ ଜନ୍ମ ପୂର୍ବରୁ ଆମର DNA ରେ ସନ୍ନିହିତ ହୋଇଯାଏ। ପିଲାଟି ଗର୍ଭଧାରଣ କରିବା ମୁହୂର୍ତ୍ତରୁ, ଉଭୟ…

ମନମୋହୁଛି ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ; ଗତ ୫ ବର୍ଷରେ ଆସିଛନ୍ତି ସର୍ବାଧିକ ଏହି ଦେଶର ପର୍ଯ୍ୟଟକ…

ଭୁବନେଶ୍ଵର: ଓଡ଼ିଶାରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି । ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ ବିଦେଶୀଙ୍କୁ ଆକୃଷ୍ଟ କରୁଛି । ୨୦୨୪-୨୫ରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୧୩ ଲକ୍ଷ ୮୩ ହଜାର ୫୫୬ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି । ଏନେଇ ଆଜି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ…

OSSTET- ୨୦୨୫ ପରୀକ୍ଷା ହେବ ଏହି ଦିନ… ଆଜି ଠାରୁ ଆବେଦନ ଆରମ୍ଭ

କଟକ: ଆସନ୍ତା ଜାନୁଆରୀ ୨୦ରେ ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି)OSSTET- ୨୦୨୫ । ଆଶାୟୀ ପ୍ରାର୍ଥୀମାନେ ଆଜିଠାରୁ ଅବେଦନ କରିପାରିବେ। ଆସନ୍ତା ୧୭ ତାରିଖ ଆବେଦନର ଶେଷ ତାରିଖ ରହିଛି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ-BSE)ପକ୍ଷରୁ ସମୟ ଧାର୍ଯ୍ୟ…

ପାକିସ୍ତାନ ସଂସଦରେ ଗଧ, ଭିଡିଓ ଭାଇରାଲ…

କରାଚି: ପାକିସ୍ତାନ ସଂସଦରେ ଲାଇଭ୍ ଅଧିବେଶନ ସମୟରେ ହଠାତ୍ ଏକ ଗଧ ସେନେଟରେ ପ୍ରବେଶ କରି ଯାଇଥିଲା।ଏହାପରେ ସୁରକ୍ଷା କର୍ମୀମାନେ ତୁରନ୍ତ ଗଧଟିକୁ ବାହାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଗଧଟି ବାହାରିବା ପରିବର୍ତ୍ତେ ଭିତରକୁ ଦୌଡ଼ିବାରୁ ଅନେକ ସାଂସଦଙ୍କ ସହିତ ଧକ୍କା ହୋଇଯାଇଥିଲା।…

ସାରଥିଙ୍କ ସମେତ ଅନ୍ୟ ୫ ଜଣଙ୍କ ବିରୋଧରେ ଚାଲିବ ମାମଲା

କଟକ: ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳଙ୍କ ବିରୋଧରେ ଚାଲିବ ମାମଲା । ତାଙ୍କ ବିରୋଧରେ କଟକ ସ୍ବତନ୍ତ୍ର ଏସ୍‌ସି/ଏସ୍‌ଟି ଅଦାଲତ ଚାର୍ଜଫ୍ରେମ କରିଛନ୍ତି। ଓଡ଼ିଶା କ୍ରାଇମବ୍ରାଞ୍ଚରେ ରୁଜୁ ମାମଲାରେ ଏହି ଚାର୍ଜଫ୍ରେମ ହୋଇଛି । ତେବେ ସାରଥୀଙ୍କ ସହ ତାଙ୍କ ପୁଅ ସତ୍ୟମ ଶେଖର ଓ…

ଏଣିକି ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିର ଆଉ ହେବନି ଅବହେଳା, ସରକାର ଆଣିବେ ନୂଆ ବ୍ୟବସ୍ଥା

ଲକ୍ଷ୍ନୌ: ବାବା ସାହେବଙ୍କ ପୁଣ୍ୟତିଥି ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଆଜି ଆମର ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛି। ଉତ୍ତର ପ୍ରଦେଶରେ ଯେଉଁଠାରେ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି…

ସୁପ୍ରିମକୋର୍ଟରେ ପହଞ୍ଚିଲା ଇଣ୍ଡିଗୋ ବିମାନ ସଙ୍କଟ…

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଅସନ୍ତୋଷ ପ୍ରକାଶ କରି ଯାତ୍ରୀମାନେ ନ୍ୟାୟିକ ହସ୍ତକ୍ଷେପ ଲୋଡ଼ିଛନ୍ତି। ଡିସେମ୍ବର ୬ ତାରିଖ ଅର୍ଥାତ୍ ଶନିବାର ଦିନ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ଯେଉଁଥିରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ…

୨୦ ମ୍ୟାଚ ପରେ ଟସ ଜିତିଲା ଟିମ ଇଣ୍ଡିଆ

ଭାଇଜାଗ: ଏଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚ ଖେଳାଯିବ । ଉଭୟ ଟିମ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟ ହାସଲ କରିଥିବାରୁ ଜିତିବା ଟିମ ସିରିଜ ହାତେଇବ । ଟିମ ଇଣ୍ଡିଆ ଅଧିନାୟକ କେଏଲ ରାହୁଲ ନିର୍ଣ୍ଣାୟକ ମୁକାବିଲାରେ ଟସ ଜିତି ପ୍ରଥମେ…