Latest Odisha News

BREAKING NEWS

ବିଜେଡ଼ିର ୧୮ ବିଧାନସଭା ଆସନ ପ୍ରାର୍ଥୀ ଘୋଷଣା: ପାରାଦ୍ୱୀପରୁ ଦାମଙ୍କ ପୁଅ ସମ୍ବିତ, ପୁରୀରୁ ମହେଶ୍ୱର ଓ ଭଦ୍ରକରୁ…

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ୧୮ଟି ବିଧାନସଭା ଆସନର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଏହି ପ୍ରାର୍ଥୀ ତାଲିକା ଅନୁଯାୟୀ, ପାରଦ୍ୱୀପରୁ ବିଜେଡ଼ି ଛାଡ଼ି ବିଜେପିରେ ଯୋଗଦେଇଥିବା ପୂର୍ବତନ…

ରିଲିଜ ହେଲା ଅନୁଭବଙ୍କ ଅଭିନୀତ ‘ବିଜୁ ବାବୁ’ ଫିଲ୍ମ

ଭୁବନେଶ୍ୱର : ‘ଅକ୍ଷୟ ପରିଜା ପ୍ରଡ଼କ୍ସନ’ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ନିର୍ମିତ ଫିଲ୍ମ ‘ବିଜୁ ବାବୁ’ ପ୍ରେକ୍ଷାଳୟରେ ରିଲିଜ ହୋଇଯାଇଛି । ଏନେଇ ସୁପରିଷ୍ଟାର ଅନୁଭବ ଟ୍ୱିଟ୍ କରିଛନ୍ତି ।…

ପୁରୀ: ସମୁଦ୍ରରେ ବୁଡି ଛାତ୍ର ନିଖୋଜ

ପୁରୀ : ପୁରୀର ଦିଗବାରେଣୀ ଖୁଣ୍ଟି ନିକଟରେ ଶୁକ୍ରବାର ଦିନ ୪ ଜଣ ଛାତ୍ର ସମୁଦ୍ରରେ ଗାଧୋଉଥିବା ବେଳେ ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି । ନିଖୋଜ ଛାତ୍ରଙ୍କ ନାମ ଭବରଞ୍ଜନ ଦାଶ ଏବଂ ସେ କଟକର ବାଙ୍କି କଲେଜର ଛାତ୍ର ଥିଲେ ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ପ୍ରାୟ ୪ ଜଣ କଲେଜ…

ପୁରୀ ବାଣ କାରଖାନା ବିସ୍ଫୋରଣରେ ଜଣେ ମୃତ, ୨ ଆହତ

ପୁରୀ : ପୁରୀ ଜିଲ୍ଲା କମାଶାସନ ଗ୍ରାମରେ ଶୁକ୍ରବାର ଦିନ ଏକ ବାଣ ନିର୍ମାଣ କାରଖାନାରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହେବା ସହ ୪ଜଣ ଆହତ ହୋଇଛନ୍ତି । ଏହି ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନାମ ରଜଶ ପରିଡା ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ରଜଶଙ୍କ ଘରେ…

ନବୀନଙ୍କ ୨୦ ବର୍ଷର ଶାସନକୁ ମୋଦୀଙ୍କ ସମାଲୋଚନା, କହିଲେ ‘ଚୌକିଦାର ସଜାଗ ଅଛି’

କୋରାପୁଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ କୋରାପୁଟର ଜୟପୁରଠାରେ ବିଜେପିର ଏକ ଜନସଭାରେ ଉଦବୋଧନ ଦେଇ ଶାଣିତ ସ୍ୱରରେ ନବୀନ ପଟ୍ଟନାୟକ ସରକାରକୁ ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋରାପୁଟର ଜୟପୁରଠାରେ ଉଭୟ ବିଜେଡି ଏବଂ କଂଗ୍ରେସ ଉପରେ…

ଆନନ୍ଦପୁର ବିଜେପି ବିଧାନସଭା ପ୍ରାର୍ଥୀ ବିଜେଡିକୁ ଫେରିଲେ

ଭୁବନେଶ୍ୱର : ସମସ୍ତଙ୍କୁ ହତଚକିତ କରି ପୂର୍ବତନ ବିଜେଡି ବିଧାୟକ ଭାଗିରଥୀ ସେଠୀ ନିକଟରେ ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ ମଧ୍ୟ ଶୁକ୍ରବାର ଦିନ ପୁର୍ନବାର ଶାସକ ଦଳ ବିଜେଡିକୁ ଫେରିଛନ୍ତି । ଏହି ପୂର୍ବତନ ବିଧାୟକ ନିଜ ସମର୍ଥକଙ୍କ ଗହଣରେ ଆସି ନବୀନ ନିବାସରେ ପହଞ୍ଚିଥିଲେ ।…

ନିର୍ବାଚନରେ କର୍ମଚାରୀଙ୍କ ଲାଗି ୨ ଦିନ ସ୍ୱତନ୍ତ୍ର ଛୁଟି ଘୋଷଣା କଲେ ଓଡିଶା ସରକାର

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନରେ ମତଦାନ ଲାଗି ଓଡିଶା ସରକାର ସମସ୍ତ କର୍ମଚାରୀମାନଙ୍କୁ ୨ଦିନିଆ ସ୍ୱତନ୍ତ୍ର ଛୁଟି ଘୋଷଣା କରିଛନ୍ତି । ଏସମ୍ପର୍କରେ ସମସ୍ତ ବିଭାଗକୁ ସରକାରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ…

କଂଗ୍ରେସ ପକ୍ଷରୁ ଓଡ଼ିଶାର ୭ଟି ଲୋକସଭା ଆସନ ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ପକ୍ଷରୁ ସୋମବାର ଦିନ ଓଡ଼ିଶାର ଆଉ ୭ଟି ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି । ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ଓଡ଼ିଶାର ୭ଟି ଲୋକସଭା ପ୍ରାର୍ଥୀ ତାଲିକା ୧ –…

ନବୀନ ସରକାରକୁ ସମାଲୋଚନା କଲେ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଗସ୍ତରେ ଆସିବା ପୂର୍ବରୁ ଶୁକ୍ରବାର ଦିନ ଶାସକ ଦଳ ବିଜେଡି ରାଜ୍ୟର ସାଧାରଣ ଜନତାଙ୍କ ଆକାଂକ୍ଷା ପୂରଣ କରିବାରେ ବିଫଳ ହୋଇଥିବା ନେଇ ସମାଲୋଚନା କରି କହିଛନ୍ତି । https://twitter.com/narendramodi/status/1111456072718532608…

ଝାରସୁଗୁଡ଼ାରେ କାରରୁ ଜବତ ହେଲା ଲକ୍ଷାଧିକ ଟଙ୍କା

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବଡମାଲ ଥାନା ନିକଟରେ ଗୁରୁବାର ରାତିରେ ପୋଲିସ ଏକ ଗାଡିରୁ ପ୍ରାୟ ୨ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି। ଏହି ଏସୟୁଭି ଗାଡ଼ିଟି ସମ୍ବଲପୁରରୁ ଛତିଶଗଡ଼ର ଚମ୍ପାକୁ ଯାଉଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ । ପ୍ରାପ୍ତ ସୂଚନାନୁଯାୟୀ ଗାଡିକୁ ଯାଞ୍ଚ…