Latest Odisha News

BREAKING NEWS

Weather Update: ରାଜ୍ୟରେ ୧୧ ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା, ଅଧିକାଂଶ ଜିଲ୍ଲା ପାଇଁ ୟେଲୋ…

ଭୁବନେଶ୍ୱର: ଟ୍ରପ୍‌ ଲାଇନ୍‌ ପ୍ରଭାବରେ ଗତ ୨୪ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ବିଭିନ୍ନ ସ୍ଥାନରେ ୧୧ ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି। ଅଧିକାଂଶ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ…

ନେପାଳରେ ସାଧାରଣ ନିର୍ବାଚନ ତାରିଖ ହେଲା ଘୋଷଣା…ଏହି ଦିନ ହେବ ମତଦାନ

କାଠମାଣ୍ଡୁ: ନେପାଳରେ Gen-Z ଆନ୍ଦୋଳନ ପରେ, ଏକ ଅନ୍ତରୀଣ ସରକାର ଗଠନ କରାଯାଇଛି। ସୁଶୀଳା କାର୍କି ଏହି ଅନ୍ତରୀଣ ସରକାରର ନେତୃତ୍ୱ ନେଉଛନ୍ତି। ଏଥି ମଧ୍ୟରେ ନେପାଳର ନିର୍ବାଚନ କମିଶନ ସୋମବାର ଦିନ ପ୍ରତିନିଧି ସଭା ପାଇଁ ନିର୍ବାଚନ କାର୍ଯ୍ୟସୂଚୀକୁ ଅନୁମୋଦନ କରିଛନ୍ତି। ନେପାଳର ସାଧାରଣ…

କଟକ ଘଟଣାରୁ ସମ୍ବଲପୁରରେ ହାଇଆଲର୍ଟ: ସମ୍ବେଦନଶୀଳ ଅଞ୍ଚଳରେ ୨୪ ଘଣ୍ଟିଆ ପହରା

ସମ୍ବଲପୁର: କଟକ ଅଶାନ୍ତି ପରେ ସମ୍ବଲପୁରରେ ହାଇଆଲର୍ଟ। ସହରର ପ୍ରବେଶ ପଥକୁ ନାକାବନ୍ଦୀ କରାଯାଇଛି। ଯାଞ୍ଚକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଜଣା ତଥା ସନ୍ଦେହଜନକ ବ୍ୟକ୍ତିଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ବସଷ୍ଟାଣ୍ଡ, ରେଳ ଷ୍ଟେସନ ଏବଂ ଟୋଲ୍‌ଗେଟ୍‌ରେ ପାଟ୍ରୋଲିଂ ଟିମ୍‌କୁ…

Israel Hamas War: ବିତିଲାଣି ଦୁଇ ବର୍ଷ…କେବେ ପଡିବ ପୂର୍ଣ୍ଣଚ୍ଛେଦ…ଉଭୟ ଦେଶ କ’ଣ ଟ୍ରମ୍ପଙ୍କ ପ୍ରସ୍ତାବ ଗ୍ରହଣ…

ନୂଆଦିଲ୍ଲୀ: ଆଜି ଇସ୍ରାଏଲ ଏବଂ ହମାସ ଯୁଦ୍ଧକୁ ଦୁଇ ବର୍ଷ ପୂରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଶେଷ କରିବା ପାଇଁ ପଦକ୍ଷେପ ନେଇଛନ୍ତି ଏବଂ ଗାଜା ଶାନ୍ତି ଯୋଜନା ଅନୁଯାୟୀ ଯୁଦ୍ଧ ବନ୍ଦ କରିବା ବିଷୟରେ ଆଲୋଚନା କରିବାକୁ ଉଭୟ ଦେଶକୁ…

ରାଜ୍ୟରେ ଅଧିକ କ୍ରିୟାଶୀଳ ହେବ ସମବାୟ ଅନୁଷ୍ଠାନ, ଚୂଡାନ୍ତ ନୀତି ପ୍ରସ୍ତୁତ ପୂର୍ବରୁ ମତାମତ ଲୋଡିଲା ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଅଧିକ କ୍ରିୟାଶୀଳ ହେବ ସମବାୟ ଅନୁଷ୍ଠାନ। ଆସିବ ନୂଆ ସମବାୟ ନୀତି। ଏଥିପାଇଁ ଜନସାଧାରଣଙ୍କଠାରୁ ମତାମତ ଲୋଡିଲା ବିଭାଗ। ରାଜ୍ୟରେ ସମବାୟ ଅନୁଷ୍ଠାନଗୁଡ଼ିକୁ ଅଧିକ ଶକ୍ତିଶାଳୀ କରାଯିବ। କେନ୍ଦ୍ର ଭଳି ରାଜ୍ୟ ମଧ୍ୟ ସମବାୟ ପରିଚାଳନାରେ ନୂଆ ନୀତି ଆଣିବ। ତେବେ ବିଭିନ୍ନ…

ପୋଲିସକୁ ସଫଳତା, ୩ ଜଣିଆ ଛିନତାଇ ଗ୍ୟାଙ୍ଗ ଗିରଫ

ଯାଜପୁର: ଯାଜପୁର ପୋଲିସକୁ ସଫଳତା । ୩ ଜଣିଆ ଛିନତାଇ ଗ୍ୟାଙ୍ଗକୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ବାଇକ ଜବତ କରାଯାଇଛି । ଯାଜପୁରରେ ଛିନତାଇ ଏବଂ ଲୁଟ ଅଭିଯୋଗ ଆସିବା ପରେ ଥାନାଧିକାରୀ ଶରତଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଏକ ଟିମ ଗଠନ…

Bihar Election: ମହାଗଠବନ୍ଧନରେ ଛିଡିଲା ସିଟ୍ ବାଣ୍ଟ!, କମ୍ ସିଟରେ ଲଢିବାକୁ ରାଜି କଂଗ୍ରେସ…ଉପମୁଖ୍ୟମନ୍ତ୍ରୀ…

ପାଟନା: ବାଜି ସାରିଛି ବିହାର ନିର୍ବାଚନ ବିଗୁଲ୍ । ଆସନ୍ତା ନଭେମ୍ବର ୬ ଏବଂ ୧୧ରେ ଭାଗ୍ୟ ପରୀକ୍ଷା କରିବେ ବିଭିନ୍ନ ଦଳ ।  ରାଜନୀତି ମଇଦାନରେ ଏବେ ଉତ୍ତେଜନା ରହିଥିବା ବେଳେ ଇଣ୍ଡି ମେଣ୍ଟ ହେଉକି ଏନଡିଏ, ସିଟ୍ ନେଇ ଭାଗ ବଣ୍ଟା ସରିନି । ହେଲେ ଏହାରି ଭିତରେ ଶୁଣିବାକୁ ମିଳୁଛି ଯେ ବିହାରରେ…

ଏୟାର ଇଣ୍ଡିଆର ବିମାନରେ ପକ୍ଷୀ ମାଡ଼; ଉଡାଣ ବାତିଲ

ନୂଆଦିଲ୍ଲୀ: କଲମ୍ବୋରୁ ଚେନ୍ନାଇ ଯାଉଥିବା ଏକ ଏୟାର ଇଣ୍ଡିଆର ବିମାନରେ ବାର୍ଡ ହିଟର ଏକ ଘଟଣା ମଙ୍ଗଳବାର ଦିନ ଘଟିଛି। ଯାହା ଫଳରେ ବିମାନ କମ୍ପାନୀକୁ ଏହାର ପ୍ରତ୍ୟାବର୍ତ୍ତନ ବାତିଲ କରିବାକୁ ପଡ଼ିଥିବା ନେଇ ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି। ଘଟଣା ସମୟରେ ବିମାନରେ ୧୫୮ ଜଣ ଯାତ୍ରୀ…

Crocodile Dragging Woman: କୁମ୍ଭୀର ପାଟିରେ ମହିଳା, କ୍ୟାମେରାରେ କଏଦ ହେଲା ଦୃଶ୍ୟ

ଯାଜପୁର: ନଦୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ଚାହୁଁ ଚାହୁଁ ଟାଣିନେଲା କୁମ୍ଭୀର। ନଦୀକୂଳରେ ରଖାଯାଇଛି ମହିଳାଙ୍କ ଜିନିଷ। ଆଉ ନଦୀ ଗର୍ଭରେ କୁମ୍ଭୀର ପାଟିରେ ମହିଳା। କୁମ୍ଭୀର ଅତି ନୃଂଶସଭାବେ ମହିଳାଙ୍କୁ ପାଟିରେ ଧରି ଖାଉଛି, ଯାହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। କୁମ୍ଭୀର…

ଆମ ବସରେ ପଶି ଯାତ୍ରୀଙ୍କୁ ଆକ୍ରମଣ; ୪ ଗୁରୁତର

ପୁରୀ: ହରଶପଡ଼ାରୁ ପୁରୀ ଜିଲ୍ଲାର ସୁକଳ ଯାଉଥିବା ଏକ ଆମ ବସରେ ମଙ୍ଗଳବାର ଦିନ ଯାତ୍ରୀମାନଙ୍କୁ ଜଣେ ଯୁବକ ଅତର୍କିତ ଆକ୍ରମଣ କରିବା ଫଳରେ ଚାରି ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଯୁବକ ଜଣକର ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସେ ପ୍ରାୟ ୧୧ଟା ସମୟରେ ବିଧାନ ଛକ ନିକଟରେ ଏକ…