Latest Odisha News

BREAKING NEWS

ପ୍ରସନ୍ନଙ୍କ ବାସଭବନରେ ଭୂପିନ୍ଦର: ଦୁଇ ବରିଷ୍ଠ ନେତାଙ୍କ ‘ଗୁପ୍ତ ଭେଟଘାଟ’କୁ ନେଇ ଶଙ୍ଖ ଶିବିରରେ କମ୍ପନ

ଭୁବନେଶ୍ୱର: ଓଡ଼ିଶା ରାଜନୀତି ବିଶେଷ କରି ବିଜୁ ଜନତା ଦଳ (ବିଜେଡି) ଭିତରେ ଏବେ ଏକ ବଡ଼ଧରଣର ଅସନ୍ତୋଷର ନିଆଁ କୁହୁଳୁଥିବା ସ୍ପଷ୍ଟ ହୋଇଛି। ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା କାର୍ତିକେୟନ (ସୁଜାତା ରାଉତ) ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେବା ଦିନ ଯେଉଁ ବରିଷ୍ଠ ନେତାମାନେ…

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା, କାଳୁଆ ଯାତ୍ରାରେ ହୋଇଥିଲା ହତ୍ୟା ପ୍ଲାନ୍‌

ବ୍ରହ୍ମପୁର: ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ । ପୀତବାସଙ୍କୁ ହତ୍ୟା କରିବା ପାଇଁ ବିଜିପୁର କାଳୁଆ ଯାତ୍ରାରେ ପ୍ଲାନ ହୋଇଥିବା ଖୁଲାସା ହୋଇଛି । ଚାର୍ଜସିଟରେ ଉଲ୍ଲେଖ ଥିବା ଦୁଇ ସାକ୍ଷୀଙ୍କ ବୟାନ ଆଧାରରେ ଏହି ତଥ୍ୟ ବାହାରକୁ…

ତାମିଲନାଡୁ ଗ୍ୟାସ ଲିକ୍‌ ଦୁର୍ଘଟଣା: ଓଡ଼ିଶା ଫେରିଲେ ୬୨ ଆତଙ୍କିତ ଶ୍ରମିକ, ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷର ସହାୟତା

ଭୁବନେଶ୍ୱର: ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାରେ ଘଟିଥିବା ଭୟାବହ ଆମୋନିଆ ଗ୍ୟାସ ଲିକ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିବା ଓଡ଼ିଆ ଶ୍ରମିକମାନେ ଶେଷରେ ସୁରକ୍ଷିତ ଭାବେ ନିଜ ମାଟିକୁ ଫେରିଛନ୍ତି। ରାଜ୍ୟ ସରକାରଙ୍କ ତ୍ୱରିତ ପଦକ୍ଷେପ ଏବଂ ଶ୍ରମ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶନିବାର…

BJP MP Hospitalised: ପ୍ରତିବାଦ ସମୟରେ ହଠାତ୍ ଟଳିପଡିଲେ ବିଜେପି ସାଂସଦ, ହସ୍ପିଟାଲରେ ଭର୍ତ୍ତି, ସାମ୍ନାକୁ ଆସିଲା…

ସିମଲା: ହିମାଚଳ ପ୍ରଦେଶର ରାଜ୍ୟ ସଭା ସାଂସଦ ହର୍ଷ ମହାଜନ ଶନିବାର ଦିନ ସିମଲାରେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ। ସେ ସିମଲା ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ବାହାରେ ଭାରତୀୟ ଜନତା ପାର୍ଟିର ପ୍ରତିବାଦରେ ଯୋଗ ଦେବାକୁ ଆସିଥିଲେ। ବିଡିସି ଅଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଠନରେ…

ତାମିଲନାଡୁରେ ଆମୋନିଆ ଗ୍ୟାସ୍ ଲିକରେ ୧୧ ଓଡିଆ ଶ୍ରମିକ ମୃତ୍ୟୁ ଘଟଣା; ଜାତୀୟ ମାନବାଧିକାର କମିଶନରେ ପହଞ୍ଚିଲା ମାମଲା

ଭୁବନେଶ୍ବର: ତାମିଲନାଡୁର ତିରୁଭାଲ୍ଲୁର ଜିଲ୍ଲା ଅନ୍ତର୍ଗତ ପେରୀୟାପାଲ୍ୟମ ଅଞ୍ଚଳରେ ଥିବା ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ୧୧ ଜଣ ଶ୍ରମିକ ମୃତ୍ୟୁବରଣ କରିବା ଘଟଣା । ଜାତୀୟ ମାନବାଧିକାର କମିଶନରେ ପହଞ୍ଚିଲା ମାମଲା । କୋରାପୁଟର ବରିଷ୍ଠ…

ମୁଖ୍ୟମନ୍ତ୍ରୀଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ; OTAS ଅଧିକାରୀ ଭୀମସେନ ଟୁଡୁ ଚାକିରୀରୁ ବହିଷ୍କୃତ

ଭୁବନେଶ୍ୱର: ନବନିଯୁକ୍ତ OT&AS(Odisha Taxation & Accounts Service) ଅଧିକାରୀ ଭୀମସେନ ଟୁଡୁଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସରକାରୀ ସେବାରୁ ବହିଷ୍କାର କରିଛନ୍ତି। ଭବିଷ୍ୟତରେ ମଧ୍ୟ ସେ ଆଉ କୌଣସି ସରକାରୀ ଚାକିରି ପାଇବା…

Temple Looted:ଲୁଟେରାଙ୍କ ପାଇଁ ସହଜ ଟାର୍ଗେଟ ମନ୍ଦିର;ଦାନ ଟଙ୍କା ଓ ଠାକୁରଙ୍କ ମୁକୁଟ,ସୁନା ଅଳଙ୍କାର ଲୁଟ୍

ମୟୂରଭଞ୍ଜ:ପୁଣି ମନ୍ଦିରକୁ ଲୁଟେରାଙ୍କ ଟାର୍ଗେଟ । ଦାନ ଟଙ୍କା ଓ ଠାକୁରଙ୍କ ସୁନା ରୁପା ଅଳଙ୍କାର ଲୁଟିନେଲେ ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଉଦଳା ଥାନା ଶ୍ମଶାନ କାଳୀ ମନ୍ଦିରରୁ ଏହି ଲୁଟ୍ ହୋଇଛି । ସୂଚନାମୁତାବକ, ସକାଳେ ପୂଜାରୀ ମନ୍ଦିରକୁ ଆସିବା ପରେ ଲୁଟ ଘଟଣା ଜଣାପଡିଥିଲା ।…

ତାମିଲନାଡୁ ଗ୍ୟାସ ଲିକ୍ ଘଟଣା; ଆଉ ଜଣେ ଓଡ଼ିଶା ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର: ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାର ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ ଲିକ୍ ଦୁର୍ଘଟଣାରେ ଆଉ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଓଡ଼ିଶାର ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ଶୁକ୍ରବାର ଦିନ ଅନୁଗୋଳ ଜିଲ୍ଲାର ଜଣେ…

ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ପୋଲିସ, ପୃଥକ ସ୍ଥାନରୁ ୩ ଗିରଫ

ଝାରସୁଗୁଡ଼ା: ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍‌ ୱେ ଖେରୁଆଲ୍ ନିକଟରୁ ଗଞ୍ଜେଇ ଜବତ। ବୌଦ୍ଧରୁ ଛତିଶଗଡକୁ ଚାଲାଣ ହେଉଥିଲା ଗଞ୍ଜେଇ। ଗଞ୍ଜେଇ ଚାଲାଣ ବେଳେ ଜବତ କଲା ବଡ଼ମାଲ ପୋଲିସ। ଆନୁମାନିକ ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କାର ଅଢେଇ କ୍ୱିଣ୍ଟାଲ୍‌ ଗଞ୍ଜେଇ ଜବତ କରିଛି ପୋଲିସ। ଏହି…

ଓଲିଉଡରେ ଶୋକର ଛାୟା: ଖ୍ୟାତନାମା ସିନେମାଟୋଗ୍ରାଫର୍ ଦିଲୀପ ରାୟଙ୍କ ପରଲୋକ

ଭୁବନେଶ୍ୱର: ୭୮ ବର୍ଷ ବୟସରେ ବିଶିଷ୍ଟ କ୍ୟାମେରାମ୍ୟାନ ଦୀଲ୍ଲିପ ରାୟଙ୍କ ଦେହାନ୍ତ। ଓଲିଉଡ ଜଗତର ପରିଚିତ ଚେହେରା ସିନେମାଟୋଗ୍ରାଫର୍ ଦିଲୀପ ରାୟ। ସେ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲ୍ ରେ ଗତକାଲି ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। କିଛିଦିନ ତଳେ ତାଙ୍କୁ ହୃଦଘାତ ଯୋଗୁଁ ବ୍ରେନ୍…