ଆସନ୍ତାକାଲି ଘୋଷଣା ହେବ +୨ ପରୀକ୍ଷା ତାରିଖ
ଭୁବନେଶ୍ୱର: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ବୁଧବାର ଅପରାହ୍ନ ୩.୩୦ରେ ବାର୍ଷିକ ଯୁକ୍ତ ୨ ପରୀକ୍ଷା ୨୦୨୬ ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିବାକୁ ଯାଉଛି।
ଫେବୃଆରୀ ୧୫ ରୁ ୨୫ ମଧ୍ୟରେ କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଧନ୍ଦାମୂଳକ ଚାରୋଟି ଷ୍ଟ୍ରିମର ଛାତ୍ରଛାତ୍ରୀଙ୍କ…