ବାଲେଶ୍ୱରରେ ଓଲଟିଲା କେମିକାଲ ବୋଝେଇ ଟ୍ୟାଙ୍କର, ଲାଗିଲା ନିଆଁ
ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଉପକଣ୍ଠସ୍ଥ ୬୦ ନଂ ଜାତୀୟ ରାଜପଥ ନିକଟରେ ବୁଧବାର ଦିନ ଏକ କେମିକାଲ ବୋଝେଇ ଟ୍ୟାଙ୍କର ଓଲଟିବା ଫଳରେ ସେଥିରେ ନିଆଁ ଲାଗିଯାଇଛି ।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ଉକ୍ତ ଦୁର୍ଘଟଣା ପରେ ଡ୍ରାଇଭର ଜଣକ ଫେରାର…