ଚଳିତ ବର୍ଷ ଭାରତର ରପ୍ତାନିରେ ୧୬ ପ୍ରତିଶତ ହ୍ରାସ
ନୂଆଦିଲ୍ଲୀ: ଚଳିତ ବର୍ଷ ଜୁଲାଇରେ ଭାରତର ରପ୍ତାନିରେ ୧୫.୮୮ ପ୍ରତିଶତ ହ୍ରାସ ଘଟିଛି। ବର୍ତ୍ତମାନ ଏହା ୩୨.୨୫ ବିଲିୟନ ଡ଼ଲାରରେ ପହଞ୍ଚିଛି। ଆଲୋଚ୍ୟ ସମୟରେ ଦେଶରୁ ମୋଟ ୩୨.୨୫ କୋଟି ଡ଼ଲାର ମୂଲ୍ୟର ସାମଗ୍ରୀ ରପ୍ତାନି ହୋଇଛି, ଯାହାକି ଗତ ବର୍ଷ ସମାନ ମାସରେ ରପ୍ତାନି ୩୮.୩୪ କୋଟି ଡ଼ଲାର…