Latest Odisha News

ଓଡିଶାରୁ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ କରିବ କେନ୍ଦ୍ର, ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ ପଦକ୍ଷେପ

ଭୁବନେଶ୍ୱର: ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ କରିବ କେନ୍ଦ୍ର । ଏନେଇ ମଞ୍ଜୁରୀ ଦେଇଛି କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରାଳୟ । ରାଜ୍ୟରୁ ଉଷୁନା ଚାଉଳ ଉଠାଇବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଥିଲେ । ଚିଠି ର ଉତ୍ତରରେ…

ବିରୋଧିଙ୍କ ପାଟି ଚୁପ୍ କଲେ ରାଜ୍ୟ ସରକାର, ବ୍ୟର୍ଥ ଯିବନି ଭକ୍ତଙ୍କ ଅର୍ପଣ, ପ୍ରସ୍ତୁତ ହେବ ଖେଚୁଡି ଓ ପିଠା

ପୁରୀ: ଅର୍ପଣ ରଥରୁ ସଂଗୃହୀତ ଗୁଆ, ଚାଉଳ କୁଆଡ଼େ ଯିବ ଓ କ’ଣ ହେବ ସେନେଇ ରାଜନୀତି ଜୋର୍ ଧରିଥିବା ବେଳେ ବରୋଧୀଙ୍କ ପାଟି ଚୁପ୍ କରିଛନ୍ତି ରାଜ୍ୟ ସରକାର । ଲୋକମାନେ ଭକ୍ତିର ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥିବା ଅରୁଆ ଚାଉଳ ଓ ଗୁଆ ମହାପ୍ରଭୁଙ୍କ ସେବାରେ ଲାଗିବ । ଅର୍ପଣ ରଥରେ…

କଟକକୁ ନେଇ ବିଜେପିର ମୁଣ୍ଡବିନ୍ଧା, ଧାଡ଼ିରେ ମାଳମାଳ ନେତା

କଟକ: ସାଧାରଣ ନିର୍ବାଚନକୁ ଏବେ ୩ ମାସ ରହିଥିବା ବେଳେ ଏବେଠାରୁ ରାଜ୍ୟରେ ରାଜନୈତିକ ପାଣିପାଗ ଧିରେ ଧିରେ ଦାନା ଧରିବା ଆରମ୍ଭ କଲାଣି। ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ବିଜେଡ଼ି, ବିଜେପି ଓ କଂଗ୍ରେସ ଅଙ୍କ କଷିବା ଆରମ୍ଭ କରିଦେଲେଣି। ସେପଟେ ଗୋଟିଏ ଗୋଟିଏ ଆସନରେ ଏକାଧିକ ଆଶାୟୀ ତଥା…

ଫେବୃଆରୀ ୫ରୁ ବିଧାନସଭା, ଆଗତ ହେବ କାମଚଳା ବଜେଟ୍

ଭୁବନେଶ୍ଵର: ଫେବୃଆରୀ ୫ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । ଏହି ଅଧିବେଶନ ସମୟରେ ଆଗତ ହେବ କାମଚଳା ବଜେଟ୍ । ଅଧିବେଶନ ଫେବୃଆରୀ ୫ ରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏ ନେଇ ବିଧାନସଭା ପକ୍ଷରୁ ସୂଚନା ଦିଆଯାଇଛି । ଷୋଡଶ ବିଧାନସଭାର ଏହା ଶେଷ ଅଧିବେଶନ । ସୂଚନା ଅନୁସାରେ,…

ଭାରୋତ୍ତୋଳନକାରୀ ବିଜୟ କୁମାର ଶତପଥୀଙ୍କୁ ଲାଇଫ ଟାଇମ ଆଚିଭମେଂଟ

ବ୍ରହ୍ମପୁର: କିମ୍ବଦନ୍ତି ଭାରୋତ୍ତୋଳନ ବ୍ୟକ୍ତିତ୍ବ ବିଜୟ କୁମାର ଶତପଥୀଙ୍କୁ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା)ର ଜୀବନବ୍ୟାପୀ ସାଧନା ପୁରସ୍କାର । ଗୁରୁବାର ବ୍ରହ୍ମପୁର ସ୍ଥିତ ବାସଭବନରେ ବିଜୟ କୁମାରଙ୍କୁ ଏହି ପୁରସ୍କାର ପ୍ରଦାନ କରୁଛନ୍ତି ଅନ୍ୟତମ ଅର୍ଜୁନ ପୁରସ୍କାର ବିଜେତା…

ପାଣି ଭିତରେ ନ୍ୟୁକ୍ଲିୟର ଡ୍ରୋନର ପରୀକ୍ଷଣ କଲା ଉତ୍ତର କୋରିଆ

ନୂଆଦିଲ୍ଲୀ: ଉତ୍ତର କୋରିଆ ପୁନର୍ବାର ପାଣି ଭିତରେ ନ୍ୟୁକ୍ଲିୟର ଡ୍ରୋନ ଟେଷ୍ଟର ପରୀକ୍ଷଣ କରିଛି । ସେଠାକାର ସରକାରୀ ମିଡିଆ କେସିଏନଏ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ଡ୍ରୋନର ନାମ ହାଇଲ ୫-୨୩ ଦିଆଯାଇଛି । କୋରିଆ ଭାଷାରେ ଏହାର ଅର୍ଥ ସୁନାମୀ । ଏହି ଡ୍ରୋନକୁ ସମୂଦ୍ର ମଧ୍ୟରେ…

ଅତ୍ୟଧିକ ମସଲା ଜନିତ ଖାଦ୍ୟ ଶରୀରକୁ ମଧ୍ୟ ଦେଇଥାଏ ଫାଇଦା, କିନ୍ତୁ ଧ୍ୟାନରେ ରଖନ୍ତୁ ଏହି କଥା

ଭୁବନେଶ୍ଵର: ସାଧାରଣତଃ ଆମକୁ ମସଲା ଯୁକ୍ତ ଖାଦ୍ୟ ଖାଇବାକୁ ଡାକ୍ତର ମନା କରିଥାଆନ୍ତି । କାରଣ ଅତ୍ୟଧିକ ମସଲା ଯୁକ୍ତ ଖାଦ୍ୟ ଆମ ଶରୀରକୁ ହାନୀ ପହଞ୍ଚାଇଥାଏ । ସେଥିପାଇଁ ଆମେ ପ୍ରାୟତଃ ଆମର ସ୍ଵାସ୍ଥ୍ୟ କଥା ଭାବି ମସଲା ଯୁକ୍ତ ଖାଦ୍ୟ ଖାଇନଥାଉ । ତେବେ କଣ ଆପଣ ଜାଣିଛନ୍ତି କି ମସଲା ଯୁକ୍ତ…

ମହିଳା ହକି: ଜାପାନକୁ ହରାଇ ଅଲିମ୍ପିକ ପ୍ରବେଶ ଲକ୍ଷ୍ୟରେ ରହିବ ଭାରତ

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ ଏଫଆଇଏଚ ଅଲିମ୍ପିକ କ୍ୱାଲିଫାୟର ସେମିଫାଇନାଲରେ ଜର୍ମାନୀ ନିକଟରୁ ପରାଜିତ ହୋଇଛି । ରୋମାଂଚକ ମୁକାବିଲାରେ ଭାରତ ପେନାଲ୍ଟି ଶୁଟଆଉଟରେ ୩-୪ ଗୋଲରେ ପରାଜିତ ହୋଇଥିଲା । ଏଥିସହ ଜର୍ମାନୀ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛି । ଫାଇନାଲରେ…

ହାଜର ହେଉ ନାହାନ୍ତି କେଜରିୱାଲ, ପଞ୍ଚମ ଥର ସମନ ଜାରି କରିପାରେ ED

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଜର ହେବା ପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ବା ଇଡ଼ି ଚତୁର୍ଥ ସମନ ଜାରି କରିଥିଲା। ଏହା ସତ୍ତ୍ୱେ ସେ ହାଜର ହୋଇନାହାଁନ୍ତି। ଇଡି ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ଅନୁସନ୍ଧାନକାରୀ…

ବିଜୁ ଏକ୍ସପ୍ରେସ ପାଲଟିଛି ଦାଦନ ଏକ୍ସପ୍ରେସ, ବସରେ ଚାଲିଛି ଶହ ଶହ ବେଆଇନ ଦାଦନ ଚାଲାଣ

ନୂଆପଡା: ମରୁଡି ପ୍ରପିଡ଼ିତ, ଶିଳ୍ପ ବିହୀନ ନୂଆପଡା ଜିଲ୍ଳା ପାଇଁ ସରକାର ଙ୍କ ଯୋଜନା ଉପରେ ଯୋଜନା, ହେଲେ ଏହାର ସଫଳ ରୂପାୟନ ର ଅଭାଵ ଯୋଗୁଁ ପେଟପାଟଣା ପାଇଁ ଦାଦନ ଏକ ବିକଳ୍ପ ହୋଇ ଯାଇଛି । ଏହାର ଫାଇଦା ନେଇ ଦାଦନ ସର୍ଦ୍ଧାର ଓ ଦାଦନ ଦଲାଲ ଏଠି ରାଜୁତି କରି ବେଆଇନ ଭାବେ ଦିନ ଦ୍ବୀପହରେ…