Latest Odisha News

BREAKING NEWS

ଜି-୨୦ ଦୁର୍ନୀତି ନିରୋଧୀ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା- ଦୁର୍ନୀତିର ସର୍ବୋଚ୍ଚ ପ୍ରଭାବ ଗରିବ ଓ ଅବହେଳିତ…

ନୂଆଦିଲ୍ଲୀ: ଦୁର୍ନୀତିର ସର୍ବୋଚ୍ଚ ପ୍ରଭାବ ଗରିବ ଓ ଅବହେଳିତ ଲୋକମାନେ ବହନ କରୁଛନ୍ତି  । ଦୁର୍ନୀତି ସମ୍ବଳର ଉପଯୋଗକୁ ପ୍ରଭାବିତ କରେ । ବଜାରକୁ ଅବ୍ୟବସ୍ଥିତ କରେ  ।  ସେବା ପ୍ରଦାନକୁ ପ୍ରଭାବିତ କରେ ଏବଂ ଶେଷରେ ଲୋକଙ୍କ ଜୀବନର ଗୁଣବତ୍ତାକୁ ହ୍ରାସ କରିଥାଏ । ଜି-୨୦ ଦୁର୍ନୀତି ନିରୋଧୀ…

୫ ମାସର ଗର୍ଭବତୀ ଥିବା ବେଳେ ନଷ୍ଟ ହୋଇଗଲା ମୋର ପିଲା: ଏମିତି କିଛି କହିଲେ ରାଣୀ ମୁଖାର୍ଜୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚମକାଇ ଦେଲା ଭଳି କଥା କହିଛନ୍ତି । ନିକଟରେ ମେଲବର୍ନରେ ଆୟୋଜିତ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବା ଅବସରରେ ରାଣୀ ଏମିତି କିଛି କହିଛନ୍ତି,ଯାହାକୁ ଶୁଣି ସେଠାରେ ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ…

ପାକିସ୍ତାନର ନୂଆ କାର୍ଯ୍ୟବାହୀ ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା

ଇସଲାମାବାଦ: ପାକିସ୍ତାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଅନୱର-ଉଲ-ହକ କାକର ଶନିବାର ଦେଶର ଅଷ୍ଚମ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ଶେହାବାଜ ସରିଫ ଏବଂ ବିରୋଧୀ ଦଳର ନେତା ରାଜା ରିଆଜଙ୍କ ମଧ୍ୟରେ ଘଣ୍ଟା ଘଣ୍ଟା ଧରି ଆଲୋଚନା ହେବା ପରେ…

ଆୟର୍ଲାଣ୍ଡ ଗସ୍ତରେ ଦ୍ରାବିଡ, ଲକ୍ଷ୍ମଣ ଯିବେନି

ନୂଆଦିଲ୍ଲୀ: ପ୍ରାୟ ବର୍ଷେ ହେବ ଆନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଥିବା ଯଶପ୍ରୀତ ବୁମରାହ ଆୟର୍ଲାଣ୍ଡ ଗସ୍ତରେ ପ୍ରତ୍ୟାବର୍ତନ କରିବାକୁ ଯାଉଛନ୍ତି । ୩ ମ୍ୟାଚ ବିଶିଷ୍ଟ ଏହି ସିରିଜ ଅଗଷ୍ଟ ୧୮ରୁ ଆରମ୍ଭ ହେବ । ବୁମରାହଙ୍କୁ ଏହି ଗସ୍ତ ପାଇଁ ଅଧିନାୟକ ନିଯୁକ୍ତ କରାଯାଇଛି । ତେବେ ଏହି…

ଘରର ଆସବାବପତ୍ର ହୋଇ ଘଣ୍ଟା ଘଣ୍ଟା ଧରି ଠିଆ ହୁଅନ୍ତି ମହିଳା

ସାଧାରଣତଃ ଲୋକଙ୍କର ଭିନ୍ନ ଭିନ୍ନ ସଉକ ରହିଥାଏ । କିଏ ପାଠ ପଢି ଭଲ ଚାକିରି କରିବାକୁ ସଉକ ରଖିଥିବା ବେଳେ ଆଉ କିଏ ବିଭିନ୍ନ ସ୍ଥାନ ବୁଲିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି, ଯିଏକି ଘରର ବିଭିନ୍ନ ପ୍ରକାରର ଆସବାବପତ୍ର ହେବାକୁ ଭଲ ପାଇଥାଆନ୍ତି । ଅଲିମ୍ପିଆ…

ରାଜ୍ୟରେ ଆଗାମୀ ନିର୍ବାଚନ ବିଜେପି ଏକାକୀ ଲଢିବ ଏବଂ  ସରକାର ଗଢିବ-କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ନିର୍ବାଚନ ଏକା ଲଢିବ ବିଜେପି । କୌଣସି ଦଳ ସହ ମେଣ୍ଟ କରିବ ନାହିଁ । ଏକଥା ସ୍ପଷ୍ଟ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦର ଯାଦବ  । ଶନିବାର ଯାଦବ  ସ୍ପଷ୍ଟ କରିଛନ୍ତି ଯେ, ବିଜେପି ଆଗାମୀ…

ପ୍ରଥମ ଦିନରେ ୪୦ କୋଟି ବ୍ୟବସାୟ କଲା ‘ଗଦର-୨’ , ପ୍ରଶଂସା କଲେ ସଲମାନ

ମୁମ୍ବାଇ: ଅଭିନେତା ସନି ଦେଓଲଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଦର-୨’ ଶୁକ୍ରବାର ରିଲିଜ୍ ହୋଇଯାଇଛି । ଏଥିରେ ଅଭିନେତା ସନ୍ନି ଦେଓଲ, ଅମିଷା ପଟେଲ ଓ ଉତ୍କର୍ଷ ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମକୁ ଲୋକେ ବହୁତ ପସନ୍ଦ କରିଛନ୍ତି । ଏହି ଫିଲ୍ମ ରିଲିଜ୍‌ର ପ୍ରଥମ ଦିନରେ…

ଜୱାନର କ୍ଲିପ ଲିକ୍‌, ଏଫଆଇଆର ରୁଜୁ କଲେ ମେକର୍ସ

ମୁମ୍ବାଇ: ପଠାନ ଫିଲ୍ମ ସୁପରହିଟ ହେବା ପରେ ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଜୱାନକୁ ନେଇ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ତେବେ ଫିଲ୍ମ ରିଲିଜ ହେବାକୁ ଆଉ ଅଳ୍ପ ଦିନ ବାକିଥିବା ବେଳେ ଏହାର କ୍ଲିପ ଲିକ ହୋଇଯାଇଛି । ଯାହାକୁ ନେଇ ମେକର୍ସ ଅସନ୍ତୋଷ ବ୍ୟକ୍ତ କରିବା ସହ ଏ ନେଇ…

ଏମିତି ଶିକ୍ଷୟିତ୍ରୀ, ଯିଏ ପିଲାଙ୍କ ୟୁନିଫର୍ମରେ ଆସନ୍ତି ସ୍କୁଲ

ରାୟପୁର: ଆଜିକାଲି ସରକାରୀ ସ୍କୁଲଗୁଡ଼ିକରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ପାଇଁ ୟୁନିଫର୍ମ ପିନ୍ଧିବା ବାଧ୍ୟତାମୂଳକ । ହେଲେ ଏମିତି ଜଣେ ଶିକ୍ଷୟିତ୍ରୀ ଅଛନ୍ତି, ଯିଏ ଶିକ୍ଷକଙ୍କ ୟୁନିଫର୍ମ ନ ପିନ୍ଧି ପିଲାଙ୍କ ୟୁନିଫର୍ମରେ ଆସିଥାନ୍ତି । ଏହାକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚାରେ ।…

ଖୁବଶୀଘ୍ର ଆସିବ ବାୟୋ ଟେକ୍ନୋଲୋଜି ନୀତି

ଭୁବନେଶ୍ୱର: ଖୁବଶୀଘ୍ର ଆସିବ ବାୟୋ ଟେକ୍ନୋଲୋଜି ନୀତି। ଆସନ୍ତା ମାସକ ଭିତରେ ଏହାକୁ ଆଣିବେ ରାଜ୍ୟ ସରକାର। ଏ ଦିଗରେ ଚାଲିଛି କାମ। ଏଥିରେ ବାୟୋ-ଟେକ୍ନୋଲୋଜି ସମ୍ବନ୍ଧିତ ମେଡିକାଲ ଉପକରଣ, ଟିକା ନିର୍ମାଣ, ଫାର୍ମାସ୍ୟୁଟିକାଲ ପରି ଇଣ୍ଡଷ୍ଟ୍ରିକୁ ପ୍ରୋତ୍ସାହନ ଦେବାକୁ ବିଭିନ୍ନ ପ୍ରକାର…