Latest Odisha News

BREAKING NEWS

SI Scam: ପୋଲିସ ଏସଆଇ ନିଯୁକ୍ତି ଘୋଟଲା: ‘ଟଙ୍କା ଦିଅ, ଚାକିରୀ ନିଅ ଘଟଣାରେ ବଡ଼ ମୁଣ୍ଡଙ୍କ…

ଭୁବନେଶ୍ୱର: ପୋଲିସ ସବ ଇନ୍ସପେକ୍ଟର ନିଯୁକ୍ତି ପାଇଁ ହେବାକୁ ଥିବା ଲିଖିତ ପରୀକ୍ଷାରେ ଜାଲିଆତି ମାମଲାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି। ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଦାବି କରିଛି ଯେ ଏହି ଘଟଣାରେ ବଡ଼ ବଡ଼ ବ୍ୟକ୍ତିଙ୍କ ହାତ ଅଛି। ଏନେଇ ବିଜେଡି ବରିଷ୍ଠ…

ପାହାଡ଼ରୁ ଖସିଲା ବଡ଼ ପଥର ଖଣ୍ଡ; କୋରାପୁଟ-ରାୟଗଡ଼ା ଟ୍ରେନ୍‌ ଟ୍ରାକ୍‌ ଅବରୋଧ

କୋରାପୁଟ: ଲଘୁଚାପ ଜନିତ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାରେ ପରିସ୍ଥିତି ବେହାଲ ହୋଇଛି। କୋରାପୁଟ-ରାୟଗଡ଼ା ରେଳଲାଇନ୍‌ ଉପରେ ପାହାଡ଼ରୁ ବିଶାଳ ପଥର ଖସିପଡ଼ିଛି। ଏଥି ସହିତ ପାହାଡ଼ିଆ ମାଟି ମଧ୍ୟ ରେଳଲାଇନ୍‌ ଉପରେ ପଡ଼ିଛି। ସୂଚନାନୁସାରେ,ପୂର୍ବତଟ ରେଳପଥର ଡୁମୁରିପୁଟ-ଦାମନଯୋଡ଼ି…

ନେପାଳ, ଲଦାଖ ପରେ ସୋସିଆଲ ମିଡିଆ ଉପରେ ନଜର ରଖିବାକୁ ଆନ୍ଧ୍ରସରକାରଙ୍କ ବଡ ନିଷ୍ପତ୍ତି..

ଅମରାବତୀ: ଆନ୍ଧ୍ର ପ୍ରଦେଶ ସରକାର ରାଜ୍ୟରେ ସୋସିଆଲ ମିଡିଆ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଏକ ନୂଆ କମିଟି, ଏକ GoM ଗଠନ କରିଛନ୍ତି । ଏହି ପ୍ରୟାସର ଲକ୍ଷ୍ୟ ହେଉଛି ନକଲି ଖବର ଏବଂ ଭୁଲ ସୂଚନା ପ୍ରସାରଣକୁ ରୋକିବା, ଯାହା ଶହ ଶହ ଜୀବନକୁ ପ୍ରଭାବିତ କରିପାରେ । ଏହି ଠୋସ୍ ପଦକ୍ଷେପ…

ବର୍ଷା ପରେ ଭୂସ୍ଖଳନ; ବାପ-ପୁଅ ନିଖୋଜ

ପାରଳାଖେମୁଣ୍ଡି: ପ୍ରବଳ ବର୍ଷାରେ ବେହାଲ ଗଜପତି। କିଛି ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏଠାରେ ବର୍ଷା ପରେ ଭୂସ୍ଖଳନ ହୋଇଛି। ଫଳରେ ବାପ-ପୁଅ ନିଖୋଜ ହୋଇଯାଇଛନ୍ତି। ରାୟଗଡ଼ ବ୍ଲକ ପେକେଟ ଗାଁ ନିକଟ ବାମରା ପାହାଡ଼ରୁ ଭୂସ୍ଖଳନ ହୋଇଛି।…

ରାହୁଲ ଗାନ୍ଧୀ ଦେଶକୁ ଅପମାନିତ କରିବାର ସୁଯୋଗ କେବେ ହାତଛଡ଼ା କରନ୍ତି ନାହିଁ: ବିଜେପି

ନୂଆଦିଲ୍ଲୀ: କଲମ୍ବିଆରେ ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ବିଜେପି ପାଲଟା ଆକ୍ରମଣ କରିଛି। ବିଜେପି କହିଛି ଯେ ରାହୁଲ ଗାନ୍ଧୀ ଦେଶକୁ ଅପମାନିତ କରିବାର ସୁଯୋଗ କେବେ ହାତଛଡ଼ା କରନ୍ତି ନାହିଁ। ତାଙ୍କ କଥା ଚୀନ୍ ପ୍ରତି ତାଙ୍କର ପ୍ରେମକୁ ପ୍ରତିଫଳିତ କରେ। ସେ ସବୁବେଳେ ଦେଶ ବିରୋଧରେ କୁହନ୍ତି।…

Trump To Meet Xi: ସୋୟାବିନ୍ ବିବାଦ ନେଇ ସାକ୍ଷାତ କରିପାରନ୍ତି ଟ୍ରମ୍ପ ଏବଂ ଜିନପିଙ୍ଗ, ବଦଳିପାରେ ବାଣିଜ୍ୟ…

ନୂଆଦିଲ୍ଲୀ: ଟାରିଫ୍ ପରେ ଏବେ ଆମେରିକୀୟ ସୋୟାବିନ୍ ବିବାଦ ନୂଆ ପ୍ରସଙ୍ଗ ପାଲଟିଛି। ଆମେରିକା ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟ ଉତ୍ତେଜନା ଗଭୀର ହେଉଛି। ବର୍ଦ୍ଧିତ ଶୁଳ୍କ ଯୋଗୁଁ, ଚୀନ୍ ଆମେରିକାରୁ ସୋୟାବିନ୍ କିଣିବା ବନ୍ଦ କରିଦେଇଛି, ଏବଂ ଆମେରିକୀୟ ଚାଷୀମାନେ ଏହାର ପ୍ରଭାବ ବହନ କରୁଛନ୍ତି।…

ପ୍ରବଳ ବର୍ଷାରେ ଭାଙ୍ଗିଲା ଲାଇଟ ଗେଟ;୫ ଆହତ

ଜଗତସିଂହପୁର: ଜଗତସିଂହପୁର-ବାଲିକୁଦା ବଜାରରେ ଅଘଟଣ। ପ୍ରବଳ ବର୍ଷାରେ ଭାଙ୍ଗିଲା ଲାଇଟ ଗେଟ। ବଙ୍ଗୋପସାଗରରେ ବଳ ଗୋଟାଇ ସ୍ଥଳଭାଗକୁ ମାଡ଼ିଆସୁଛି ଗଭୀର ଅବପାତ। ଆଜି ଗଭୀର ଅବପାତ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ଯୋଗୁ ଜିଲ୍ଲାର ବାଲିକୁଦା ବସଷ୍ଟାଣ୍ଡ ଦୁର୍ଗା ପୂଜା କମିଟିର ତୋରଣ ଭାଙ୍ଗି…

ଏଣିକି ବ୍ୟାଙ୍କ୍‌ ଆକାଉଣ୍ଟରେ ରଖିପାରିବେ ସର୍ବନିମ୍ନ ବାଲାନ୍ସ, ଦବାକୁ ପଡିବନି ଜରିମାନା!

ନୂଆଦିଲ୍ଲୀ: ଏଣିକି ବ୍ୟାଙ୍କରେ କମ୍‌ ବାଲାନ୍ସ ରହିଲେ ବି କିଛି ଅସୁବିଧା ନାହିଁ। ଦେବାକୁ ପଡିବନି ଜରିମାନା। ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ତାର ଗ୍ରାହକଙ୍କ ପାଇଁ ସର୍ବନିମ୍ନ ହାରାହାରି ବାଲାନ୍ସ (MAB) ଜରିମାନା ଛାଡ଼ କରିଛି। ଏକ ପ୍ରେସ ବିଜ୍ଞପ୍ତିରେ, ଓଭରସିଜ ବ୍ୟାଙ୍କ କହିଛି ଯେ…

ହୁସିଆର! ମିଳିଛି ମହାବଳର ପଞ୍ଝା ଚିହ୍ନ…ରାତିରେ ଜଙ୍ଗଲ ଭିତରକୁ ଯାଆନ୍ତୁ ନାହିଁ

ଅନୁଗୁଳ: ଦେବଗଡ ପରେ ଅନୁଗୁଳ  ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ବାଘ। ଛେଣ୍ଡିପଦା ନିକଟସ୍ଥ କଙ୍କୁରପାଳ ଗାଁ ନିକଟରେ ଗତକାଲି ଦେଖିବାକୁ ମିଳିଛି ବାଘର ପଞ୍ଝା ଚିହ୍ନ। ଏହି ପାଦ ଚିହ୍ନ ଛେଣ୍ଡିପଦା ଓ ପାଟକୁଣ୍ତା ଜଙ୍ଗଲରେ ଦେଖିବାକୁ ମିଳିଛି। ପାଦ ଚିହ୍ନକୁ ନେଇ ବନବିଭାଗ ଛାନଭିନ୍‌ ଆରମ୍ଭ…