Latest Odisha News

BREAKING NEWS

ପ୍ରତାପ ଜେନାଙ୍କୁ ‘ମୁଖ୍ୟ ଖଳନାୟକ’ କହି ବର୍ଷିଲେ ରମାକାନ୍ତ, ସାରଦାଙ୍କ ଚାଲେଞ୍ଜକୁ ନେଇ ବଢ଼ିଲା ରାଜନୈତିକ ଉଷ୍ମତା!

ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜୁ ଜନତା ଦଳ ମଧ୍ୟରେ ଥିବା ଆଭ୍ୟନ୍ତରୀଣ କନ୍ଦଳ ଏବେ ସୀମା ପାର୍ କରିଛି। ଦଳରୁ ନିଲମ୍ବିତ ହୋଇଥିବା ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଏବେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ସିଧାସଳଖ ଯୁଦ୍ଧ ଦେହୀ ଡାକରା…

ଇଂଲଣ୍ଡ-ଆୟର୍ଲାଣ୍ଡ ସିରିଜରୁ ଓହରିଲେ ନୀତିଶ, ସାମିଲ ହେଲେ ଏହି ଖେଳାଳି

ନୂଆଦିଲ୍ଲୀ: ଆଘାତ ସମସ୍ୟା ଯୋଗୁ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ ଆଗାମୀ ଇଂଲଣ୍ଡ ଓ ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜରୁ ଓହରି ଯାଇଛନ୍ତି । ଭାରତୀୟ ଟିମ ୨୬ ଓ ୨୮ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ୨ଟି ମ୍ୟାଚ ଖେଳିବ । ଏହା ପରେ ଇଂଲଣ୍ଡ ବିପକ୍ଷରେ ୧ ଜୁଲାଇରୁ ୧୯ ପର୍ଯ୍ୟନ୍ତ ୫ଟି ଟି୨୦ ମ୍ୟାଚ…

RBIର ବଡ଼ ପଦକ୍ଷେପ, ବ୍ୟାଙ୍କିଂ ସିଷ୍ଟମରେ ୧.୪୧ ଲକ୍ଷ କୋଟି ଟଙ୍କା! ଜାଣନ୍ତୁ ସାଧାରଣ ଲୋକଙ୍କୁ କିପରି ମିଳିବ ଫାଇଦା?

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦେଶର ବ୍ୟାଙ୍କିଂ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ବଡ଼ ପଦକ୍ଷେପ ନେଇଛି। ମଙ୍ଗଳବାର RBI ବ୍ୟାଙ୍କିଂ ସିଷ୍ଟମରେ ୧ ଲକ୍ଷ ୪୧ ହଜାର ୧୭୧ କୋଟି ଟଙ୍କା ଯୋଗ କରିଛି। ବ୍ୟାଙ୍କିଂ ବ୍ୟବସ୍ଥାରେ ଦେଖାଦେଇଥିବା ନଗଦ ଅଭାବ (Liquidity…

ଶୋଇବା ଘରେ ବିଷଧର ସାପ, ଉଦ୍ଧାର ହେଲା ୨୩ ନାଗ ଛୁଆ

ଯାଜପୁର: କିଛି ଦିନ ପୂର୍ବେ ଭଦ୍ରକ ଜିଲ୍ଲା ହରିପୁର ପଞ୍ଚାୟତ ଭଟପୁର ଗାଁରେ ଜଣେ ବ୍ୟକ୍ତିଙ୍କ ଘରୁ ୨୭ଟି ସାପ ଛୁଆ ସହ ଘରୁ ନାଗ, ନାଗୁଣୀ ଉଦ୍ଧାର ହୋଇଥିଲା। ଏବେ ସମାନ ଘଟଣା ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ବେଡ୍ ରୁମ୍ ଭିତରେ ୨୩ ନାଗ ଛୁଆ ଉଦ୍ଧାର ହୋଇଛି। ଯାଜପୁର ଦଶରଥପୁର ବ୍ଲକ…

ହୋଟେଲର ଅଇଁଠା ପତ୍ର ତଳେ ଲୁଚିଥିଲା ଆଇପିଏସ୍ ହେବାର ସ୍ୱପ୍ନ: ଜୁଆଙ୍ଗ ପୁଅର ଭାଗ୍ୟ ବଦଳାଇଲା ପ୍ରଶାସନର ଗୋଟିଏ…

କେନ୍ଦୁଝର: ଆଖିରେ ଖାକି ପୋଷାକ ପିନ୍ଧିବାର ଏକ ବିରାଟ ସ୍ୱପ୍ନ, ହେଲେ ହାତରେ ଅଇଁଠା ବାସନ ମାଜିବାର କଠୋର ବାଧ୍ୟବାଧକତା। ଏମିତି ଏକ ହୃଦୟବିଦାରକ ସଂଘର୍ଷର କାହାଣୀ ସାମ୍ନାକୁ ଆସିବା ପରେ ଶେଷରେ ଜଣେ ପ୍ରତିଭାବାନ ଆଦିବାସୀ ଯୁବକଙ୍କ ଅନ୍ଧକାରମୟ ଭବିଷ୍ୟତରେ ଆଶାର ଆଲୋକ ଦେଖାଦେଇଛି। ଯେଉଁ…

ପନ୍ତଙ୍କ ବଡ ନିଷ୍ପତି କମ ଦାମରେ ଗଲେ ଦିଲ୍ଲୀ

ନୂଆଦିଲ୍ଲୀ: ଆଇପିଏଲ ଇତିହାସର ଦାମୀ ଖେଳାଳି ରିଷଭ ପନ୍ତ ଏକ ବଡ ନିଷ୍ପତି ନେଇଛନ୍ତି । ଲକ୍ଷ୍ନୌ ସୁପର ଜ୍ୟାଂଟସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସ ଯିବା ପାଇଁ ଉଦ୍ୟମ କରିଥିଲେ । ଆଇପିଏଲ ୨୦୨୬ ପରେ ସେ ଲକ୍ଷ୍ନୌ ଟିମର ଅଧିନାୟକ ପଦ ଛାଡି ଦେଇଥିଲେ । ପନ୍ତଙ୍କୁ ମେଗା…

ତାମିଲନାଡ଼ୁ ଗ୍ୟାସ୍ ଲିକ୍ ଘଟଣା; ୧୦ ଲକ୍ଷ ଟଙ୍କାକୁ ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣା । ଏଥିରେ ୭ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି । ଏହି…

ପୁଣି ଘୁଞ୍ଚିଲା OTET ପରୀକ୍ଷା ତାରିଖ

ଭୁବନେଶ୍ୱର: ଜୁନ୍ ୨୮ରେ ହେବାକୁ ଥିବା OTET ପରୀକ୍ଷା ତାରିଖ ଘୁଞ୍ଚିଲା। ଜୁଲାଇ ୫ ତାରିଖରେ OTET ପରୀକ୍ଷା କରିବାକୁ ସ୍ଥିର କରିଛି ମାଧ୍ୟମିକ ଶିକ୍ଷା ପରିଷଦ। ଆରଆଇ ଅମିନ ପରୀକ୍ଷା ପାଇଁ ଏହି ପରୀକ୍ଷାକୁ ଘୁଞ୍ଚାଇଲା ବୋର୍ଡ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଓଟିଇଟି…

Indian Casualties in Iran Conflict: ଖାଡିରେ ସଙ୍କଟରେ ଭାରତୀୟଙ୍କ ଜୀବନ! ଇସ୍ରାଏଲ-ଆମେରିକାଠାରୁ ଅଧିକ ମଲେ…

ନୂଆଦିଲ୍ଲୀ: ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା ନା ଇସ୍ରାଏଲ, ନା ଆମେରିକା, ଗଲା ଅଧିକ ଭାରତୀୟଙ୍କ ଜୀବନ! ଇରାନକୁ କେନ୍ଦ୍ର କରି ଚାଲିଥିବା ଯୁଦ୍ଧରେ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି। ଯୁଦ୍ଧରେ ସିଧାସଳଖ ଭାବେ ଜଡିତ ନଥିବା ସତ୍ତ୍ୱେ ଭାରତୀୟ ନାଗରିକଙ୍କ ମୃତ୍ୟୁ ସଂଖ୍ୟା…

ଗୋଟିଏ ଦିନ, ଦୁଇଟି ବଡ଼ ପରୀକ୍ଷା; ଧର୍ମସଙ୍କଟରେ ଓଡ଼ିଶାର ହଜାର ହଜାର ଆଶାୟୀ!

ଭୁବନେଶ୍ୱର: ହଜାର ହଜାର ଶିକ୍ଷିତ ଯୁବକଯୁବତୀଙ୍କ ସାମ୍ନାରେ ଏବେ ଠିଆ ହୋଇଛି ଏକ ଅଦ୍ଭୁତ ପରିସ୍ଥିତି। ବର୍ଷ ବର୍ଷ ଧରି ସରକାରୀ ଚାକିରି ପାଇଁ ଦିନରାତି ଏକ କରି ପ୍ରସ୍ତୁତି ଚଳାଇଥିବା ଆଶାୟୀମାନେ ଏବେ କାର୍ଯ୍ୟସୂଚୀର ଏକ ବଡ଼ ଗଣ୍ଡଗୋଳ ଯୋଗୁଁ ଚିନ୍ତାରେ ବୁଡ଼ି ରହିଛନ୍ତି। ଦୁଇଟି ଭିନ୍ନ…