ଆଜିଠୁ ୫ ଦିନ କମିବ ଥଣ୍ଡା.. ଏପଟେ ଏହି ୫ଜିଲ୍ଲାକୁ ଘନ କୁହୁଡ଼ି ୱାର୍ଣ୍ଣିଂ
ଭୁବନେଶ୍ବର: ଆଜିଠାରୁ ୫ ଦିନ ଯାଏଁ ରାତିର ତାପମାତ୍ରା ଉପରମୁହାଁ ହେବ ।ଏହି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପାଣିପାଗ ବିଭାଗ କହିଛି ଯେ ବଙ୍ଗୋପସାଗର ଉପରେ ଦୁଇଟି ସକ୍ରିୟ ପ୍ରଣାଳୀରୁ ଆର୍ଦ୍ରତା ପ୍ରବେଶ ଯୋଗୁଁ ଅନେକ ଜିଲ୍ଲାରେ ପ୍ରାୟ ଦୁଇରୁ ତିନି ଡିଗ୍ରି…