ଚଳିତ ବର୍ଷ କମ୍ ବର୍ଷା, ଆସୁଛି ସୁପର ଏଲନିନୋ
ଭୁବନେଶ୍ୱର: ଚଳିତ ବର୍ଷ ମୌସୁମୀରେ ଏଲ୍ ନିନୋର ପ୍ରଭାବ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଭାରତରେ ମୌସୁମୀଜନିତ ବର୍ଷା କମ୍ ରହିବ। ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ସାଧାରଣ ଯେତିକି ବର୍ଷା ହୁଏ ତାଠାରୁ କମ୍ ରହିବ। ଉତ୍ତର ଓଡ଼ିଶାରେ ସାଧାରଣଠୁ କମ୍ ବର୍ଷା ନେଇ ପୂର୍ବାନୁମାନ ହୋଇଛି।…