Latest Odisha News

BREAKING NEWS

କଟକରେ ପ୍ରବଳ ବର୍ଷା ପବନ; କଲେଜ ଛକ ଲାଇଟ୍‌ ଗେଟ୍‌,ପୂଜା ମଣ୍ଡପର ଭାଙ୍ଗିଲା ତାଜା…

କଟକ: କଟକରେ ପ୍ରବଳ ବର୍ଷା ସାଙ୍ଗକୁ ପବନ। ଭାଙ୍ଗିଲା କଲେଜ ଛକ ଲାଇଟ୍‌ ଗେଟ୍‌ । କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଲେଜ ଛକ ଦୁର୍ଗା ମଣ୍ଡପରେ ପହଞ୍ଚିଥାନ୍ତେ। ହେଲେ ତାପୂର୍ବରୁ ସେଠାରେ ବର୍ଷାପବନ ଯୋଗୁ ସେଠାରେ ଲାଇଟ୍ ଗେଟ୍ ପଡ଼ି ରାସ୍ତା ଅବରୋଧ ହୋଇଛି। ରାଣୀହାଟରୁ…

CM Visit Puja Pandals: କଟକ ଦଶହରା ବୁଲିଲେ ମୁଖ୍ୟମନ୍ତ୍ରୀ; ବିଭିନ୍ନ ମଣ୍ଡପ ଗସ୍ତ କରି ଲଭୁଛନ୍ତି ମା’ଙ୍କ…

କଟକ: ଗତକାଲି କେନ୍ଦୁଝରର ଦୁର୍ଗାପୂଜାର ମଜା ନେବା ପରେ, ପୂର୍ବ ବର୍ଷ ପରି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଗସ୍ତରେ ଯାଇ ସେଠାରେ ପୂଜା ମଣ୍ଡପ ପରିଦର୍ଶନ କରୁଛନ୍ତି। ରୌପ୍ୟ ନଗରୀର ବିଭିନ୍ନ ପୂଜା ମଣ୍‌ଡପ ବୁଲି ଦେଖୁଛନ୍ତି ମୁଖ୍ୟମନ୍ତ୍ରୀ । ଜି କଟକରେ ଦଶହରା ବୁଲୁଛନ୍ତି…

ଆଜିଠାରୁ ଆହୁରି ସହଜ ହେବ ବିଦେଶୀଙ୍କ ପାଇଁ ଭାରତ ଯାତ୍ରା, ଲାଗୁ ହେଲା e-Arrival Card

ନୂଆଦିଲ୍ଲୀ: ଆଜିଠାରୁ ଆହୁରି ସହଜ ହେବ ବିଦେଶୀଙ୍କ ପାଇଁ ଭାରତ ଯାତ୍ରା। ଆଜିଠୁ ଆଉ ଇମିଗ୍ରେସନ କାଉଣ୍ଟରରେ ଲମ୍ବା ଧାଡ଼ିରେ ଅପେକ୍ଷା କରିବାକୁ ପଡିବ ନାହିଁ। ପ୍ରତିବର୍ଷ ଲକ୍ଷ ଲକ୍ଷ ବିଦେଶୀ ପର୍ଯ୍ୟଟକ ଭାରତ ଆସନ୍ତି। ଭାରତରେ ଏମିତି ଅନେକ ପର୍ଯ୍ୟଟନ ସ୍ଥଳ ରହିଛି, ଯାହାକୁ ଦେଖିବାକୁ ଅନେକ…

US Government Shutdown: ୭ ବର୍ଷ ପରେ ପୁଣି ଆମେରିକାରେ ସଟଡାଉନ୍,  କ’ଣ ରହିଛି ଏ ପଛର କାହାଣୀ?

ନୂଆଦିଲ୍ଲୀ: ୭ ବର୍ଷ ପରେ, ଆମେରିକାର ସଂଘୀୟ ସରକାର ଆଉ ଏକ ବନ୍ଦର ସମ୍ମୁଖୀନ ହେଉଛି। ଏହା ୨୦୧୯ ପରେ ପ୍ରଥମ ସରକାରୀ ବନ୍ଦ। ଆର୍ଥିକ ବିଲ୍ ଉପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ କଂଗ୍ରେସ ମଧ୍ୟରେ ସହମତି ଅଭାବରୁ, ସରକାରୀ କାର୍ଯ୍ୟ ସ୍ଥଗିତ ହୋଇଯାଇଛି। ୯ ଲକ୍ଷ କର୍ମଚାରୀଙ୍କୁ…

RSS Centenary: “ସ୍ୱାଧୀନ ଭାରତର ଇତିହାସରେ ପ୍ରଥମ, ମୁଦ୍ରାରେ ଭାରତ ମାତା…’,RSSର ଶତବାର୍ଷିକୀରେ ଡାକଟିକଟ…

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର(RSS) ୧୦୦ ତମ ବାର୍ଷିକୀ ପାଳନ ପାଇଁ ଦିଲ୍ଲୀର ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ରରେ ଏକ ପ୍ରମୁଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିବା ବେଳେ, ଏକ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଥିବା…

Ganja Dealer Arrested: ଭୁବନେଶ୍ୱର ରେଳ ଷ୍ଟେସନରୁ ଗଞ୍ଜେଇ ବେପାରୀ ଗିରଫ, ଟୁରିଷ୍ଟ ବେଶରେ କରୁଥିଲେ ବେପାର

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ବେଶରେ କରୁଛନ୍ତି ନିଶା ବେପାର। ନିଜକୁ ଟୁରିଷ୍ଟ ପରିଚୟ ଦେଇ ଚାଲିଛି ବେପାର। ଭୁବନେଶ୍ୱର ରେଳ ଷ୍ଟେସନରୁ ଧରାପଡ଼ିଲା ଏହି ଛଦ୍ମବେଶରେ ଥିବା ବିହାରର ଯୁବକ। ଟ୍ରଲି ବ୍ୟାଗ ଭିତରେ ଗଞ୍ଜେଇ ନେବା ବେଳେ ଧରିଲା RPF। ଏହାର ଓଜନ ପ୍ରାୟ ୩୦ କେଜି ହେବ। ଦୁଇଟି…

Gold Rate Today: ମହାନବମୀରେ ପୁଣି ମହଙ୍ଗା ହେଲା ସୁନା ଦର…ଧନତେରାସ ପୂର୍ବରୁ ଲକ୍ଷେ ୧୮ ଟପିଲା…

ଭୁବନେଶ୍ବର: ମହାନବମୀ ଅବସରରେ ଆଜି ସୁନା ଦର ପୁଣି ବୃଦ୍ଧି ପାଇଛି। ଆଜି ସୁନାର ମୂଲ୍ୟ ୧୦୦୦ ରୁ ଅଧିକ ବୃଦ୍ଧି ପାଇଛି, ଯାହା ଦ୍ୱାରା ୧୦ ଗ୍ରାମ ସୁନାର ମୂଲ୍ୟ ୧,୧୮,୬୦୦ ହୋଇଛି। ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ପାଇଁ ୧,୨୦୦ ମହଙ୍ଗା ହୋଇଛି, ତେଣୁ ଆଜି ମୂଲ୍ୟ ୧,୧୮,୬୪୦ ହୋଇଛି,…

Pension: ୱାର୍କଚାର୍ଜଡ୍‌ କର୍ମଚାରୀ ପାଇବେ ପେନସନ୍‌

ଭୁବନେଶ୍ୱର: ୯୮ଜଣ ୱାର୍କଚାର୍ଜଡ୍‌ କର୍ମଚାରୀ ପାଇବେ ପେନସନ୍‌। ସୁପ୍ରିମ୍‌କୋର୍ଟଙ୍କ ଆଦେଶ ବଳରେ ରାଜ୍ୟ ଜଳସମ୍ପଦ ବିଭାଗର ଏହି ୱାର୍କଚାର୍ଜଡ୍‌ କର୍ମଚାରୀ ପେନସନ ପାଇବେ। ଏଥି ନିମନ୍ତେ ଜଳସମ୍ପଦ ବିଭାଗ ଯନ୍ତ୍ରୀମୁଖ୍ୟଙ୍କୁ ଚିଠି କରିବାପରେ ଉକ୍ତ ପେନସନ ପ୍ରଦାନବାବଦରେ କେତେ ଟଙ୍କା…

ରଙ୍ଗରୁଟ୍‌ ନେଲା ଜୀବନ; କଣ୍ଟେନର ଧକ୍କାରେ ୩ମୃତ

ଖୋର୍ଦ୍ଧା: ରଙ୍ଗରୁଟ୍‌ରେ ଭୁବନେଶ୍ବର ପଟୁ ବାଇକ୍‌ରେ ଯିବାବେଳେ ଦୁର୍ଘଟଣା । ୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ବାଇପାସ ନିକଟରେ କଣ୍ଟେନର ଧକ୍କାରେ ଚାଲିଗଲା ୩ ଜୀବନ । ବାଇକ ଓ କଣ୍ଟେନର ମଧ୍ୟରେ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାମୁତାବକ,ବିଳମ୍ବିତ ରାତିରେ ପିଏନ…

Classrooms In 2050: ୨୦୫୦ ବେଳକୁ ଉଭାନ ହୋଇଯିବ ଶ୍ରେଣୀଗୃହ?

ନୂଆଦିଲ୍ଲୀ: ନା ରହିବା କ୍ଲାସରୁମ୍, ନା ରହିବ ସ୍କୁଲ, ନା ଆଉ ପିଲାମାନେ ଘଣ୍ଟା ଘଣ୍ଟା ଧରି ସମୟ ଶ୍ରେଣୀ କକ୍ଷରେ ବିତେଇବେ। ଏମିତି ସମୟ ଆସିବ, ପିଲା ସ୍କୁଲ କ'ଣ ବୋଲି ପ୍ରଶ୍ନ କରିବେ। ଏକଥା ଆମେ ନୁହେଁ କିଛି ଏମିତି ପ୍ରକାଶ କରିଛନ୍ତି ବୈଜ୍ଞାନିକ ହାୱାର୍ଡ ଗାର୍ଡନର। ଏଣିକି ପିଲା ସ୍କୁଲ…