ମାଜୁଲି ଦ୍ୱୀପରୁ ମିଳିଲା ୪୦୦୦ ବର୍ଷର ଜଳବାୟୁ ଇତିହାସ: ବନ୍ୟା ମୁକାବିଲା ପାଇଁ ମିଳିବ ଗୁରୁତ୍ୱପୂର୍ଣ୍ଣ ସୂଚନା
ଗୌହାଟି: ଆସାମର ବ୍ରହ୍ମପୁତ୍ର ନଦୀରେ ଥିବା ବିଶ୍ୱର ସର୍ବବୃହତ୍ ନଦୀ ଦ୍ୱୀପ ମାଜୁଲିକୁ ନେଇ ଏକ ବଡ଼ ଗବେଷଣା ରିପୋର୍ଟ ସାମ୍ନାକୁ ଆସିଛି। ବୈଜ୍ଞାନିକମାନେ ଏହି ଦ୍ୱୀପର ଅଧ୍ୟୟନ କରି ପ୍ରାୟ ଚାରି ହଜାର ବର୍ଷର ପୁରୁଣା ଜଳବାୟୁ ଇତିହାସର ଗବେଷଣା କରିଛନ୍ତି। ଆଗାମୀ ଦିନରେ ବନ୍ୟା ପରିଚାଳନା…