Latest Odisha News

BREAKING NEWS

ଓରାଙ୍ଗୁଟାନ ଚୋରାଚାଲାଣ ମାମଲା: ମାସେ ବିତିଲାଣି ଧରାପଡ଼ିନାହାନ୍ତି ଅପରାଧୀ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ବିଚିତ୍ରପୁର ଅଞ୍ଚଳରୁ ୫ଟି ବିରଳ ଓରାଙ୍ଗୁଟାନ ଉଦ୍ଧାର ଘଟଣାକୁ ପ୍ରାୟ ମାସେ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପ୍ରକୃତ ଅପରାଧୀଙ୍କୁ ଧରିବାରେ ବିଫଳ ହୋଇଛି ପୋଲିସ । ଏହି ଆନ୍ତର୍ଜାତିକ ବନ୍ୟଜନ୍ତୁ ଚୋରାଚାଲାଣ ରାକେଟ୍ ପଛରେ ଏକ ବଡ଼ ମାଫିଆ ଗୋଷ୍ଠୀର…

ବର୍ଷା କ୍ଷୟକ୍ଷତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ: ବୁଡ଼ିଲା ୪ ହଜାର ହେକ୍ଟର ଫସଲ

ଭୁବନେଶ୍ୱର: ଲଗାଣ ବର୍ଷା ଏବଂ ଲଘୁଚାପ ପ୍ରଭାବରେ ସମଗ୍ର ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ରାଜ୍ୟର ମୋଟ ୧୦ଟି ଜିଲ୍ଲାର ୭୩ ହଜାରରୁ ଅଧିକ ଲୋକ ଏହି ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ସିଧାସଳଖ ପ୍ରଭାବିତ ହୋଇଛନ୍ତି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ…

ଫର୍ମ-୬ ବିବାଦ ଉପରେ ପଡ଼ିଲା ପୂର୍ଣ୍ଣଚ୍ଛେଦ; ସାମ୍ନାକୁ ଆସିଲା ନିର୍ବାଚନ ଆୟୋଗର ଉଚ୍ଚସ୍ତରୀୟ ବୈଠକର ନିଷ୍କର୍ସ

ନୂଆଦିଲ୍ଲୀ: ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କୁ ନେଇ ଦେଶରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିବା ବେଳେ ଶନିବାର ଦିନ ନିର୍ବାଚନ ଆୟୋଗଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦିଲ୍ଲୀଠାରେ ଆୟୋଜିତ ଏହି ଉଚ୍ଚସ୍ତରୀୟ ବୈଠକରେ ସିଇସି ଜ୍ଞାନେଶ କୁମାରଙ୍କ ସମେତ…

ବିଜେଡି ମହିଳା ନେତ୍ରୀଙ୍କୁ ବଦନାମ ପାଇଁ ଏଆଇ ‘ଡିପ୍‌ଫେକ୍’ ଭିଡିଓର ବ୍ୟବହାର: ପ୍ରତିବାଦରେ କ୍ୟାପିଟାଲ୍ ଥାନା ଘେରାଉ

ଭୁବନେଶ୍ୱର: ବିଜୁ ଜନତା ଦଳର ମହିଳା ନେତ୍ରୀମାନଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ବଦନାମ କରିବା ପାଇଁ ସୋସିଆଲ୍ ମିଡିଆରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ‘ଡିପ୍‌ଫେକ୍’ ଭିଡିଓ ଭାଇରାଲ୍ କରାଯିବା ଘଟଣା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହି ଘଟଣାରେ…

ଓଡ଼ିଶାରେ ଥମୁନି ବର୍ଷାର ପ୍ରକୋପ: ଖୋର୍ଦ୍ଧା, କଟକ, ପୁରୀ ସମେତ ୧୫ ଜିଲ୍ଲାକୁ ଆଇଏମଡିର ୱାର୍ଣ୍ଣିଂ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ତାଜା ସୂଚନା ଅନୁଯାୟୀ, ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଏବଂ ତା'ର ସଂଲଗ୍ନ ଉତ୍ତର ଛତିଶଗଡ଼ ଉପରେ କେନ୍ଦ୍ରୀଭୂତ ଥିବା ଅବପାତ ଏବେ ଧୀରେ ଧୀରେ ଦୁର୍ବଳ ହେବାକୁ ଯାଉଛି । ଶନିବାର ଦିନ ଏହା ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୩ କିଲୋମିଟର…

ରାଜ୍ୟରେ ଆରମ୍ଭ ହେଲା ‘ଅଙ୍ଗନ କା ଉତ୍ସବ’: ଅଙ୍ଗନବାଡ଼ି କର୍ମୀଙ୍କ ପୋଷାକ ଭତ୍ତା ବଢ଼ାଇଲେ…

ଭୁବନେଶ୍ୱର : ରାଜ୍ୟରେ ମହିଳା, କିଶୋରୀ ଏବଂ ଶିଶୁମାନଙ୍କ ମଧ୍ୟରେ ପୁଷ୍ଟିହୀନତା ଦୂର କରିବା ତଥା ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଶନିବାର ଦିନ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର…

ଗର୍ଲଫ୍ରେଣ୍ଡ ଗୁଜବ ଉପରେ ମୁହଁ ଖୋଲିଲେ ଗୋବିନ୍ଦା-କୋମଳ: କହିଲେ, ଆମେ ଫେମସ ହେଲେ ଆପଣଙ୍କର ଅସୁବିଧା କ’ଣ?

ମୁମ୍ବାଇ: ବଲିଉଡର 'ହିରୋ ନମ୍ବର ୱାନ୍' ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି । ଗଣେଶ ଚତୁର୍ଥୀ ଅବସରରେ ମୁମ୍ବାଇର ପ୍ରସିଦ୍ଧ 'ଲାଲବାଗଚା ରାଜା'ଙ୍କ ଦର୍ଶନ କରିବାକୁ ପହଞ୍ଚିଥିବା ଗୋବିନ୍ଦାଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା…

୩୦ ଦିନ ପର୍ଯ୍ୟନ୍ତ ରୁଟି ଖାଇବା ଛାଡିଦେଲେ ଶରୀରରେ କ’ଣ ହୁଏ? ଜାଣନ୍ତୁ ଏହାର ଫାଇଦା ଓ କ୍ଷତି

ଭାରତୀୟ ଖାଦ୍ୟଶୈଳୀରେ ରୁଟି ଏକ ପ୍ରମୁଖ ଅଂଶ ଗ୍ରହଣ କରିଥାଏ । ତେବେ ଆଜିକାଲି ଓଜନ କମାଇବା ଏବଂ ଫିଟ୍ ରହିବା ପାଇଁ ଅନେକ ଲୋକ ନିଜ ଖାଦ୍ୟ ତାଲିକାରୁ ରୁଟିକୁ ସମ୍ପୂର୍ଣ୍ଣ ଭାବେ ବାଦ୍ ଦେଉଛନ୍ତି । କ୍ରମାଗତ ୩୦ ଦିନ ଧରି ଗହମ ରୁଟି ଛାଡିବା ଦ୍ୱାରା ଶୀଘ୍ର ଓଜନ ହ୍ରାସ ପାଇବ ବୋଲି ସାଧାରଣରେ…

ହିଜବୁଲ୍ଲାକୁ ମୋସାଦର ଚେକ୍-ମେଟ୍: ଜାତିସଂଘରେ ପେଜର ଧରି ଗର୍ଜିଲେ ବେଞ୍ଜାମିନ୍ ନେତାନ୍ୟାହୁ

ନୂଆଦିଲ୍ଲୀ: ବିଶ୍ୱ ମଞ୍ଚରେ ନିଜର ଶକ୍ତି ପ୍ରଦର୍ଶନ କରିବା ସହିତ ଶତ୍ରୁମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ମିଳିତ ଜାତିସଂଘ ସାଧାରଣ ସଭାକୁ ସମ୍ବୋଧିତ କରିବା ବେଳେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ନିଜର ଭାଷଣ ଦେଉଥିବା…