ଲାଲୁ ପରିବାରକୁ ଝଟକା, ବଙ୍ଗଳା ଖାଲି କରିବାକୁ ନୋଟିସ
ପାଟଣା: ଲାଲୁ ପରିବାରକୁ ଝଟକା। ବଙ୍ଗଳା ଖାଲି କରିବାକୁ କହିଲେ ବିହାର ସରକାର। ଲାଲୁଙ୍କ ପରିବାର ନାମରେ ଥିବା ଦୁଇଟି ସରକାରୀ ବାସଭବନକୁ ଖାଲି କରିବାକୁ ନୋଟିସ ଜାରି କରିଛି ବିଭାଗ। ଯେଉଁଥିରେ ରାବ୍ରୀ ଦେବୀଙ୍କ ସରକାରୀ ବାସଭବନଏବଂ ଲାଲୁ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କ ବାସଭବନ…