ବିଜେପିର ୯୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା
ଭୁବନେଶ୍ୱର: ଆଗାମୀ ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନ ଲାଗି ବିଜେପି ୯୯ଟି ଆସନରେ ପ୍ରାର୍ଥୀ ଚୟନ କରି ଘୋଷଣା କରିଛି । ଏହି ୯୯ଟି ପ୍ରାର୍ଥୀ ତାଲିକାରେ କିଛି ନୂଆ ମୁହଁ ଦେଖିବାକୁ ମିଳିଥିବା ବେଳେ ଅନେକ ପୁରୁଖା ନେତା ଏହି ତାଲିକାରେ ଅନ୍ତଭୃକ୍ତ ମଧ୍ୟ ହୋଇଛନ୍ତି ।
ବରିଷ୍ଠ ନେତା…