Latest Odisha News

BREAKING NEWS

‘ଭୂତ ବଙ୍ଗଲା’କୁ ପଛରେ ପକାଇଲା ‘ଧୁରନ୍ଧର ୨’: ୫ମ ସପ୍ତାହାନ୍ତରେ ବି ରୋଜଗାର କଲା କୋଟି…

ମୁମ୍ବାଇ: ରଣବୀର ସିଂହଙ୍କ ଫିଲ୍ମ "ଧୁରନ୍ଧର ୨" ପଞ୍ଚମ ସପ୍ତାହରେ ବକ୍ସ ଅଫିସରେ ତାର ଦୃଢ଼ ପ୍ରଦର୍ଶନ ଜାରି ରଖିଛି। ୫ମ ସପ୍ତାହାନ୍ତରେ ବି ରୋଜଗାର କଲା କୋଟି କୋଟି ଟଙ୍କା। 'ଭୂତ ବଙ୍ଗଲା'କୁ ପଛରେ ପକାଇଲା 'ଧୁରନ୍ଧର ୨ "। ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ, "ଧୁରନ୍ଧର ୨" ମାର୍ଚ୍ଚ ୧୯…

ସପ୍ତାହ ଆରମ୍ଭରୁ ଉଛୁଳିଲା ସେୟାର ବଜାର, ୧୬୦ ପଏଣ୍ଟ ଟପିଲା ସେନସେକ୍ସ

ମୁମ୍ବାଇ: ସପ୍ତାହ ଆରମ୍ଭରୁ ଉଛୁଳିଲା ସେୟାର ବଜାର। ଭାରତୀୟ ଷ୍ଟକ୍ ମାର୍କେଟ୍ ସପ୍ତାହ ଆରମ୍ଭରୁ ସକାରାତ୍ମକ ରହିଛି ବଜାର ଖୋଲିବାରୁ ପ୍ରମୁଖ ବେଞ୍ଚମାର୍କ ସୂଚକାଙ୍କ, BSE ସେନସେକ୍ସ ଏବଂ NSE ନିଫ୍ଟି ୫୦ ପଏଣ୍ଟକୁ ବୃଦ୍ଧି ପାଇଛି। ତଥାପି ପ୍ରାରମ୍ଭିକ କାରବାରରେ ବଜାରରେ ଗୁରୁତ୍ୱପୂର୍ଣ୍ଣ…

ପାକିସ୍ତାନୀ ଯୁଦ୍ଧ ବିମାନ ମୁତୟନ ମଧ୍ୟରେ କାହିଁକି ସାଉଦି ଆରବ ଗସ୍ତ କଲେ ଭାରତର ‘ଜେମ୍ସ ବଣ୍ଡ’?

ନୂଆଦିଲ୍ଲୀ: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସାଉଦି ଆରବକୁ ଅଚାନକ ଗସ୍ତ କରିଛନ୍ତି। ଯେଉଁଠାରେ ସେ ଶୀର୍ଷ ନେତାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ସହଯୋଗର ବିଭିନ୍ନ କ୍ଷେତ୍ର ସମୀକ୍ଷା କରାଯାଇଥିଲା ଏବଂ ଏହି ଅଞ୍ଚଳର…

୬ ଘଣ୍ଟାର ଚେତାବନୀ, ତା’ପରେ ଗୁଳିଚାଳନା…ଇରାନୀ ଜାହାଜ ଟୌସ୍କା କିପରି ଆମେରିକା ହେପାଜତକୁ ଆସିଲା?

ନୂଆଦିଲ୍ଲୀ: ହର୍ମୁଜ୍ ପ୍ରଣାଳୀରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇଛି । ଆମେରିକା ବଡ଼ ଇରାନୀ କଣ୍ଟେନର ଜାହାଜ ଟୁସ୍କାକୁ ନିଜ କବଜାକୁ ନେଇଛି । ଏହି କାର୍ଯ୍ୟ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧବିରତିକୁ ବିପଦରେ ପକାଇଛି । ଆମେରିକୀୟ ସେନା ଅନୁଯାୟୀ,…

ଆମେରିକାରେ ପୁଣି ଫୁଟିଲା ଗୁଳି, ୮ ଜଣ ଶିଶୁଙ୍କୁ ହତ୍ୟା…

ଓ୍ବାଶିଂଟନ୍: ଆମେରିକାର ଲୁଇସିୟାନାରେ ଗୁଳିକାଣ୍ଡ ଘଟିଛି । ଅତି କମରେ ଆଠ ଜଣ ପିଲାଙ୍କ ମୃତ୍ୟୁ ଘଟିଛି । ଅଧିକାରୀଙ୍କ ଅନୁଯାୟୀ, ଆକ୍ରମଣ ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ହୋଇଛି । ପୋଲିସ କହିଛି ଯେ ସନ୍ଦିଗ୍ଧ ଆକ୍ରମଣକାରୀ, ଯାହାର ପରିଚୟ ତୁରନ୍ତ ପ୍ରକାଶ କରାଯାଇ ନାହିଁ, ଘଟଣା ପରେ…

ଅସହ୍ୟ ହେଲାଣି ଗ୍ରୀଷ୍ମ ତାତି, ବରଗଡ ସହ ୧୩ଟି ଜିଲ୍ଲାରେ ବନ୍ଦ ହେଲା ଶିକ୍ଷାନୁଷ୍ଠାନ

ବରଗଡ: ରାଜ୍ୟରେ କଲବଲ କରୁଛି ତାତି । ଅତ୍ୟଧିକ ଗରମକୁ ଦୃଷ୍ଟିରେ ରଖି ବରଗଡ଼ ଜିଲ୍ଲାରେ ସ୍କୁଲ, କଲେଜ ଏବଂ ଅଙ୍ଗନଓ୍ବାଡି ଛୁଟି ଘୋଷଣା କରିବାକୁ ନିଷ୍ପତ୍ତି ହୋଇଛି । ବରଗଡ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏହି ଛୁଟି ଘୋଷଣା କରିଛନ୍ତି । ଜିଲାପାଳଙ୍କ କାର୍ଯ୍ୟାଳୟରୁ ରବିବାର ପ୍ରକାଶିତ…

କିମସରେ ସୂକ୍ଷ୍ମ ପ୍ରକ୍ରିୟାରେ ଗଣ୍ଠି ପ୍ରତିରୋପଣ ଓ CORI ରୋବୋଟିକ୍ ବ୍ୟବସ୍ଥା ଆରମ୍ଭ

ଭୁବନେଶ୍ୱର: କିମସ ଭୁବନେଶ୍ୱରରେ ସୂକ୍ଷ୍ମ ଗଣ୍ଠି ପ୍ରତିରୋପଣ ଅସ୍ତ୍ରୋପଚାର ପାଇଁ ଅତ୍ୟାଧୁନିକ CORI ରୋବୋଟିକ୍ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହା ଦ୍ଵାରା ରୋଗୀ ଯନ୍ତ୍ରଣା ଶୂନ୍ୟ ସହ ଦ୍ରୁତ ଆରୋଗ୍ୟ ଲାଭ କରିଥାଏ। ବିଶେଷ କରି ଗମ୍ଭୀର ଆଣ୍ଠୁ ଗଣ୍ଠି ରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ ଏହା…

ପୁରୀରେ ଆୟୋଜିତ ହେବ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ

ଭୁବନେଶ୍ୱର: ଆଗାମୀ ୨୧ ତାରିଖ ଦିନ ପୁରୀଠାରେ ଭାରତୀୟ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ବାଚସ୍ପତିଙ୍କ ଭୂମିକା ସମ୍ପର୍କିତ କମିଟି ସମ୍ମିଳନୀ ଅନୁଷ୍ଠିତ ହେବ । ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ରାହୁଲ ସୁରେଶ ନରେୱକରଙ୍କ ଅଧ୍ୟକ୍ଷତା ଓ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କ…

୧୧୪ ହଜିଥିବା ମୋବାଇଲ୍ ଉଦ୍ଧାର;ପୋଲିସ ପ୍ରଶାସନ ପକ୍ଷରୁ ପରାମର୍ଶ- ମୋବାଇଲ୍ ହଜିଲେ ତୁରନ୍ତ ପୋର୍ଟାଲରେ…

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ । ବିଭିନ୍ନ ସ୍ଥାନରୁ ହଜିଯାଇଥିବା ମୋବାଇଲ୍ ଫୋନଗୁଡ଼ିକୁ ଉଦ୍ଧାର କରାଯାଇଛି । ମୋଟ୍ ୧୧୪ଟି ମୋବାଇଲ୍ ଫୋନ୍ ଜବତ କରାଯାଇ ‘ମୋବାଇଲ୍ ହ୍ୟାଣ୍ଡଓଭର ମେଳା’ ମାଧ୍ୟମରେ ସେଗୁଡ଼ିକୁ ସେମାନଙ୍କ ପ୍ରକୃତ ମାଲିକଙ୍କୁ ଫେରାଇ…

ଜଳଭଣ୍ଡାରରେ ବୁଡ଼ି ମହାବିଦ୍ୟାଳୟର ଦୁଇ ଛାତ୍ରଙ୍କ ମୃତ୍ୟୁ…

ଗଞ୍ଜାମ:ଭଞ୍ଜନଗର ଜଳଭଣ୍ଡାରରେ ବୁଡ଼ି ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଯୁକ୍ତ ଦୁଇର ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଭଞ୍ଜନଗର ଥାନା ଅଧିନ ଲାଲସିଂ ଗ୍ରାମର କାହ୍ନା ପ୍ରଧାନ ଓ ଆଶୁତୋଷ ଭୂୟାଁ। ଏହି ଘଟଣାରେ ଆଉ ୪ ଜଣ ଛାତ୍ର ଅଳ୍ପକେ ବର୍ତ୍ତି…