11th Technical Session: ସ୍ଥାୟୀ ସଡ଼କ ପରିଚାଳନା ବ୍ୟବସ୍ଥା ପାଇଁ ନୂତନ ସମାଧାନ ସୂତ୍ର…
ଭୁବନେଶ୍ବର: ଆଇଆରସି ବାର୍ଷିକ ଅଧିବେଶନର ଏକାଦଶତମ ବୈଷୟିକ ଅଧିବେଶନରେ ପ୍ରମୁଖ ଅବସ୍ଥାପନା ସଂସ୍ଥାଗୁଡ଼ିକର ଅଧିକାରୀ ଓ ଇଞ୍ଜିନିୟରମାନଙ୍କ ଦ୍ୱାରା ପେପର ଉପସ୍ଥାପନା ସହ ସଡ଼କ ବିକାଶ ଓ ପରିଚାଳନାର କାର୍ଯ୍ୟକୁଶଳତା ଆଦି ବିଭିନ୍ନ ପ୍ରାସଙ୍ଗିକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି।
ଅଧିବେଶନରେ…