ଭାରତରେ ମହିଳା ଏବଂ ଶିଶୁଙ୍କ ବିରୁଦ୍ଧରେ କେତେ ରହିଛି ଅପରାଧ ମାମଲା ? ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ କଲା ଏନସିଆରବି
ନୂଆଦିଲ୍ଲୀ: ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ (ଏନସିଆରବି) ଦେଶରେ ଅପରାଧ ଉପରେ ଏକ ରିପୋର୍ଟ ପ୍ରକାଶ କରିଛି । ଏନସିଆରବି କହିଛି ଯେ, ଘରୋଇ ହିଂସା ଏବଂ ଅପହରଣ ହେଉଛି ମହିଳା ବିରୋଧୀ ଅପରାଧ ପାଇଁ ସବୁଠାରୁ ବଡ଼ ବିପଦ । ଏନସିଆରବି ଦେଶରେ ଶିଶୁ ବିରୋଧୀ ଅପରାଧ ସଂଖ୍ୟା ମଧ୍ୟ ରିପୋର୍ଟ…