ରେଳମନ୍ତ୍ରୀଙ୍କ ଫୋକସରେ ଓଡ଼ିଶା ରେଲଓ୍ୱେ: ରୂପ ନାରାୟଣ ସୁନକର
ଭୁବନେଶ୍ୱର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଭଦ୍ରକ ରେଳ ଷ୍ଟେସନର ନିରୀକ୍ଷଣ ଏବଂ ଭୁବନେଶ୍ୱରରୁ ଧାମରା ବନ୍ଦର ପର୍ଯ୍ୟନ୍ତ (ଭଦ୍ରକ ମଧ୍ୟ ଦେଇ) ୱିଣ୍ଡୋ ଟ୍ରେଲିଂ ନିରୀକ୍ଷଣ କରିବା ସହ ବନ୍ଦରକୁ ଉନ୍ନତ ସଂଯୋଗ ତଥା ସୁବିଧା ଯୋଗାଇବା ପାଇଁ ଭଦ୍ରକ ଏବଂ ଧାମରା ମଧ୍ୟରେ…