Latest Odisha News

BREAKING NEWS

Bribe: ଖାକିରେ ଦାଗ ;୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ପୋଲିସ SI

କଟକ: ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ପୋଲିସ ଏସ୍‌ଆଇ (SI of Police) । କୋଡିଏ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । କଟକ ଜିଲ୍ଲା ବାଙ୍କୀ ଥାନା ଅଧୀନରେ ଥିବା ସୁବର୍ଣ୍ଣପୁର ପୋଲିସ ବିଟ୍ ହାଉସରେ କାର୍ଯ୍ୟରତ ଏସ୍‌ଆଇ ପ୍ରସନ୍ନ କୁମାର…

‘ପୁରୀ ସହିତ ଦେଶ-ବିଦେଶରେ ରଥଯାତ୍ରା ଓ ସ୍ନାନ ଯାତ୍ରା ଗୋଟିଏ ଦିନରେ ହେବା ଉଚିତ୍‌’

ପୁରୀ: ଇସ୍କନ ପକ୍ଷରୁ ହେଉଥିବା ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜଙ୍କ ଉପସ୍ଥିତିରେ ଏକ ପ୍ରେସମିଟ୍ ଅନୁଷ୍ଠିତ ହୋଇଯାଇଛି । ଅଦିନିଆ ରଥଯାତ୍ରାକୁ ନାପସନ୍ଦ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ…

ଯଦି ପୃଥିବୀରେ ଏମିତି ହୋଇଯାଏ…. ବଣମଣିଷଠୁ ବଡ଼ ହୋଇଯିବ ମଣିଷ, ପିମ୍ପୁଡ଼ି ହୋଇଯିବ ୫୦ କେଜି ଓଜନ !

ନୂଆଦିଲ୍ଲୀ: ମଣିଷ ସମେତ ପୃଥିବୀରେ ଥିବା ଅନ୍ୟ ଜୀବଜନ୍ତୁଙ୍କ ପାଇଁ ଅମ୍ଳଜାନ ଅତ୍ୟନ୍ତ ଜରୁରୀ। ଏହି ଅମ୍ଳଜାନ ହିଁ ପୃଥିବୀରେ ମଣିଷ ଓ ଜୀବଜନ୍ତୁଙ୍କ ଅସ୍ତିତ୍ୱର ମୂଳ କାରଣ। ଅନ୍ୟ ଗ୍ରହମାନଙ୍କରେ ଅମ୍ଳଜାନର ଅଭାବ ହେତୁ ସେଠାରେ ଜୀବନର ସମ୍ଭାବନା ନାହିଁ। କେବେ ଭାବିଛନ୍ତି କି, ଅମ୍ଳଜାନର…

ଫ୍ରିରେ ମିଳୁଥିବା ଏହି ପତ୍ର ବଢ଼ାଇ ଦେବ ରକ୍ତ, ଗୋଟିଏ ସପ୍ତାହରେ ରେଜଲ୍ଟ

ଭୁବନେଶ୍ୱର: ପ୍ରତିବର୍ଷ ୧ ରୁ ୭ ସେପ୍ଟେମ୍ବର ଯାଏ ରାଷ୍ଟ୍ରୀୟ ପୋଷଣ ସପ୍ତାହ ମନାଯାଏ। ଏହି ସପ୍ତାହକୁ ମନାଇବାର ଉଦ୍ଦେଶ୍ୟ ଲୋକମାନଙ୍କୁ ପୋଷକ ତତ୍ତ୍ୱଗୁଡ଼ିକୁ ଖାଦ୍ୟର ଅଂଶ ଭାବେ ସାମିଲ କରିବାକୁ ପ୍ରୋତ୍ସାହିତ କରିବା ଏବଂ ଖାଦ୍ୟରେ ପୋଷଣ କିପରି ବଢ଼ାଯାଇପାରେ ତାହା ବିଷୟରେ ଜଣାଇବା।…

୨୦ କୋଟି ଟଙ୍କାର ଘଂଟା ପିନ୍ଧିଛନ୍ତି ହାର୍ଦ୍ଦିକ !

ନୂଆଦିଲ୍ଲୀ: ଏସିଆ କପ ୨୦୨୫ ପାଇଁ ଭାରତୀୟ କ୍ରିକେଟ ଟିମ ଦୁବାଇରେ ପଂହଚିବା ସହ ଅଭ୍ୟାସ ଆରମ୍ଭ କରିଛନ୍ତି । ଅଭ୍ୟାସ ସେଶନରେ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘଂଟା ବେଶ ଦୃଷ୍ଟି ଆକର୍ଷଣ କରିଛି । କେଶକୁ ନୂତନ ରୂପ ସହ ହାର୍ଦ୍ଦିକ ଏହି ଦାମୀ ଘଂଟା ପିନ୍ଧି…

ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି…

ପୁରୀ: ଆସନ୍ତାକାଲି ଚନ୍ଦ୍ରଗ୍ରହଣ । ଏନେଇ ଆଜି ରାତିରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତିକାନ୍ତି ପାଳନ ହେବ । ୧୨ଟା ୫୭ରେ ପାକ ତ୍ୟାଗ, ଦେବ ନୀତି ନିଷେଧ । ରାତି ୨ଟାରୁ ଦ୍ବାରଫିଟା ପରେ, ୨ଟା ୩୦ରେ ହେବ ଭିତର ଶୋଧ । ୨ଟା ୪୦ରେ ମଙ୍ଗଳ ଆଳତୀ, ୩ଟାରେ ମଇଲମ ଓ ତଡ଼ପ ଲାଗି, ୩ଟା…

ଏସିଆ କପ ପୂର୍ବରୁ ଖେଳାଳିଙ୍କ ମନୋବଳ ବଢ଼ାଇଲେ ଗମ୍ଭୀର, ସୂର୍ଯ୍ୟକୁମାର କହିଲେ ଆମେ ପ୍ରସ୍ତୁତ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଟିମ ଏବେ ଆଗାମୀ ଏସିଆ କପ କ୍ରିକେଟ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଦୁବାଇର ଆଇସିସି ଏକାଡେମୀରେ ଭାରତୀୟ ଟିମ ଜୋରଦାର ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ମୂଖ୍ୟ କୋଚ ଗୌତମ ଗମ୍ଭୀର ଦଳର ମନୋବଳ ବଢ଼ାଇଛନ୍ତି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ…

Kedarnath dham yatra: ସେପ୍ଟେମ୍ବର ୧ରୁ ବନ୍ଦ ଥିବା କେଦାରନାଥ ଯାତ୍ରା ହେଲା ଆରମ୍ଭ; ଏପଟେ ତୁଷାରପାତ ଯୋଗୁଁ…

ଡେରାଡୁନ:ଆଜି କେଦାରନାଥ ଧାମ ସହ ରୁଦ୍ରପ୍ରୟାଗରେ ପାଗ ସଫା ରହିଛି । ଏହାକୁ ନଜରରେ ରଖି ତୀର୍ଥଯାତ୍ରା ମଧ୍ୟ ପୁଣି ଆରମ୍ଭ ହୋଇଯାଇଛି । ସେପ୍ଟେମ୍ବର ୧ ତାରିଖରୁ ବନ୍ଦ ଥିବା କେଦାରନାଥ ଯାତ୍ରା ପୁଣି ଥରେ ଖୋଲିଛି।  ସୂଚନାଥାଉକି କେଦାରନାଥ ଧାମ ସହିତ ବଦ୍ରିନାଥ ଧାମ ଯାତ୍ରା ମଧ୍ୟ ଆରମ୍ଭ…

ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ମହିଳା କମାଣ୍ଡର ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ଏବଂ ଦନ୍ତେୱାଡ଼ା ଜିଲ୍ଲା ସୀମାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲେ ଜଣେ ମହିଳା ମାଓ କମାଣ୍ଡର । ତାଙ୍କ ମୁଣ୍ଡ ଉପରେ ଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ।…

ଅଷ୍ଟ୍ରେଲିଆ ଏ ବିପକ୍ଷ ମୁକାବିଲା ପାଇଁ ଶ୍ରେୟାଶଙ୍କୁ ମିଳିଲା ଏହି ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଏ ବିପକ୍ଷ ୨ଟି ମ୍ୟାଚ ପାଇଁ ବିସିସିଆଇ ଭାରତୀୟ ଦଳର ଘୋଷଣା କରିଛି । ଶ୍ରେୟାଶ ଆୟାରଙ୍କୁ ଏହାର ଅଧିନାୟକ ନିଯୁକ୍ତ କରାଯାଇଛି । ସେପ୍ଟମ୍ବର ୧୬ରୁ ପ୍ରଥମ ମ୍ୟାଚ ଏବଂ ୨୩ରୁ ଦ୍ୱିତୀୟ ମ୍ୟାଚ ଖେଳାଯିବ । ୨ଟି ଯାକ ମ୍ୟାଚ ଲକ୍ଷ୍ନୌରେ ଖେଳାଯିବ । ଏସିଆ କପ ଟିମରେ…