ଟ୍ରମ୍ପଙ୍କ ଧର୍ମଗୁରୁ ପୋଷ୍ଟ, ଯୁଦ୍ଧ ଭିତରେ ବଢ଼ାଇଲା ବିବାଦ…
ନୂଆଦିଲ୍ଲୀ: ଇରାନ ଓ ଆମେରିକା ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ନିଜକୁ 'ଯୀଶୁ ଖ୍ରୀଷ୍ଟ'ଙ୍କ ସହ ତୁଳନା କରିଛନ୍ତି। ଏଥିସହିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟାଥୋଲିକ ଚର୍ଚ୍ଚ ଏବଂ ହୋଲି ସି ଙ୍କୁ ନେଇ ଏକ ଟିପ୍ପଣୀ ମଧ୍ୟ ଦେଇଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ପୋପ୍ ଲିଓ xiv ଙ୍କୁ…