ପୁଅ ଜୟଙ୍କ ପରେ ବିଜେଡିକୁ ଟାର୍ଗେଟ କଲେ ସ୍ବର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ
ନୂଆପଡା: ପୁଅ ଜୟ ଢୋଲକିଆଙ୍କ ପରେ ସ୍ବର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କପତ୍ନୀ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ ଆଜି ବିଜେଡିକୁ ଟାର୍ଗେଟ୍ କରି କହିଛନ୍ତି ଯେ, ମୋ ସ୍ବାମୀଙ୍କ ସ୍ଥାସ୍ଥ୍ୟାବସ୍ଥା ଖରାପ ଥିଲା ବେଳେ, ଦଳର କୌଣସି ନେତା କି ମନ୍ତ୍ରୀଙ୍କ ଦେଖା ନଥିଲା । କେହି ଟିକେ ଫୋନ…