ଓସ୍କାର ୨୦୨୬: ମାଇକେଲ ବି. ଜୋର୍ଡାନ ଶ୍ରେଷ୍ଠ ଅଭିନେତା
ଲସ୍ ଆଞ୍ଜେଲସର: ୨୦୨୬ ମସିହାର ଓସ୍କାର ଲସ୍ ଆଞ୍ଜେଲସର ଡବଲି ଥିଏଟରରେ ଅନୁଷ୍ଠିତ ହୋଇଥିଲା। ୯୮ତମ ଏକାଡେମୀ ପୁରସ୍କାରରେ ଲିଓନାର୍ଡୋ ଡିକାପ୍ରିଓଙ୍କ "ୱାନ୍ ବ୍ୟାଟେଲ୍ ଆଫ୍ଟର ଅଦର" ପ୍ରାଧାନ୍ୟ ବିସ୍ତାର କରିଥିଲା। "ୱାନ୍ ବ୍ୟାଟେଲ୍ ଆଫ୍ଟର ଅଦର" ଶ୍ରେଷ୍ଠ ଚଳଚ୍ଚିତ୍ର ସମେତ ଛଅଟି…