Latest Odisha News

BREAKING NEWS

ଭାରତୀୟ ଅଲିମ୍ପିକ ସଂଘକୁ ଫଣ୍ଡ ଦେବା ଆରମ୍ଭ କଲା ଆଇଓସି

ନୂଆଦିଲ୍ଲୀ: ଆଭ୍ୟନ୍ତରୀଣ ବିବାଦ ଓ ପ୍ରଶାସନିକ ହସ୍ତକ୍ଷେପ ସମସ୍ୟାକୁ ସମାଧାନ କରିଥିବାରୁ ଭାରତୀୟ ଅଲିମ୍ପିକ ସଂଘକୁ ଆନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଫଣ୍ଡ ଦେବା ଆରମ୍ଭ କରିଛି । ବର୍ଷକ ତଳେ ପାଖାପାଖି ୧୫ କୋଟି ଟଙ୍କାର ବାର୍ଷିତ ଅନୁଦାନ ଆଇଓସି ପକ୍ଷରୁ ରୋକା ଯାଇଥିଲା । ଆଇଓଏ…

ଆସନ୍ତାକାଲି ଶ୍ରୀମନ୍ଦିରରେ ୫ଘଣ୍ଟା ସର୍ବସାଧାରଣଙ୍କ ଦର୍ଶନ ବନ୍ଦ

ପୁରୀ:ଗୁରୁବାର ଭାଦ୍ରବ ଶୁକ୍ଲ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ। ତେବେ ବାମନ ଜନ୍ମ ନୀତି ପାଇଁ ୫ ଘଣ୍ଟା ସର୍ବସାଧାରଣଙ୍କ ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ମଧ୍ୟାହ୍ନ ଧୂପ ସରିବା ପରେ ନୀତିକାନ୍ତି କରାଯିବ । ତେଣୁ ସନ୍ଧ୍ୟା ୫ଟାରୁ ରାତି ୧୦ଟା…

ଓଡ଼ିଶା ଚଳଚ୍ଚିତ୍ର ପୁରସ୍କାର ପାଇଁ ଦରଖାସ୍ତ ଆହ୍ୱାନ, ଅକ୍ଟୋବର ୪ ସୁଦ୍ଧା ଡାକ ଜରିଆରେ ପ୍ରମାଣପତ୍ର ସହ ଆବେଦନ

ଭୁବନେଶ୍ୱର: ୩୫ତମ ରାଜ୍ୟ ଓଡ଼ିଶା ଚଳଚ୍ଚିତ୍ର ପୁରସ୍କାର ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଦରଖାସ୍ତ ଆହ୍ୱାନ କରାଯାଇଛି। ଆଗ୍ରହୀ ପ୍ରଯୋଜକମାନେ ଅକ୍ଟୋବର ୪ ତାରିଖ ସୁଦ୍ଧା ଡାକ ଜରିଆରେ ପ୍ରମାଣପତ୍ର ସହ ଆବେଦନ କରିପାରିବେ। ୨୦୨୩ ଓ ୨୦୨୪ ଦୁଇ ବର୍ଷ ପାଇଁ ଦରଖାସ୍ତ ଆହ୍ବାନ…

ରୋହିତଙ୍କ ବ୍ରୋଙ୍କୋ ଟେଷ୍ଟ ହୋଇ ନ ଥିଲା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଆନ୍ତର୍ଜାତୀୟ ମ୍ୟାଚକୁ ପ୍ରତ୍ୟାବର୍ତନ କରିବା ପାଇଁ ବ୍ୟଗ୍ର ହୋଇ ଉଠିଛନ୍ତି । ଗତ ସପ୍ତାହରେ ରୋହିତ ବେଙ୍ଗାଲୁରରେ ଥିବା ବିସିସିଆଇର ସେଂଟର ଅଫ ଏକ୍ସଲେନ୍ସରେ ୟୋ ୟୋ ଫିଟନେସ ଟେଷ୍ଟ ପାସ କରିଛନ୍ତି । ଏଥିସହ ସେ…

Naxalites surrender: ନକ୍ସଲବାଦୀଙ୍କ ସମ୍ପର୍କରେ ଏପରି କହିଲେ ଅମିତ ଶାହ; ସମସ୍ତ ନକ୍ସଲ ନିପାତ ନହେବା ଯାଏଁ…

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ନକ୍ସଲବାଦୀଙ୍କ ସମ୍ପର୍କରେ ଏକ ବୟାନ ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର କହିଛନ୍ତି ଯେ, ସମସ୍ତ ନକ୍ସଲ ଆତ୍ମସମର୍ପଣ, ଗିରଫ ନହେବା କିମ୍ବା ସମ୍ପୂର୍ଣ୍ଣ ନିପାତ ନହେବା ପର୍ଯ୍ୟନ୍ତ ମୋଦୀ ସରକାର ଶାନ୍ତିରେ ବସିବ…

Biometric attendance: ଏଣିକି ମୋବାଇଲ୍ ଆପ୍‌ରେ ବାୟୋମେଟ୍ରିକ୍ ବାଧ୍ୟତାମୂଳକ, ଉପସ୍ଥାନ ଅନୁସାରେ ଦରମା

ଭୁବନେଶ୍ବର: ଏଣିକି ମୋବାଇଲ୍ ଆପ୍ ବ୍ୟବହାର କରି ବାୟୋମେଟ୍ରିକ୍ ଉପସ୍ଥାନ ବାଧ୍ୟତାମୂଳକ। ଉପସ୍ଥାପନ ଅନିସାରେ ମିଳିବ ଦରମା। ଏଭଳି ନିର୍ଦ୍ଧେଶନାମା ଜାରି କରିଛି ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତିକରଣ ବିଭାଗ। ୧ ସେପ୍ଟେମ୍ବର ଠାରୁ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ…

କାହିଁକି ଶିଳ୍ପା ଶେଟ୍ଟି ବନ୍ଦ କଲେ ରେଷ୍ଟୁରାଣ୍ଟ ‘ବାସ୍ତିଆନ୍ ବାନ୍ଦ୍ରା’  

ମୁମ୍ବାଇ: ମୁମ୍ବାଇର ଶିଳ୍ପା ଶେଟ୍ଟିଙ୍କ ମାଲିକାନାରେ ଥିବା ରେଷ୍ଟୁରାଣ୍ଟ 'ବାସ୍ତିଆନ୍ ବାନ୍ଦ୍ରା' ବନ୍ଦ ହେବାକୁ ଯାଉଥିବା ନେଇ ଚର୍ଚ୍ଚା ଚାଲିଛି। ଅଭିନେତ୍ରୀ ନିଜର ସୋସିଆଲ ମିଡିଆ ସାଇଟରେ ଏହା ଘୋଷଣା କରିଛନ୍ତି। ଏଥିସହିତ ସେ ଏକ ନୂତନ ଶୈଳୀରେ ରେଷ୍ଟୁରାଣ୍ଟକୁ ପୁନଃ ଲଞ୍ଚ କରିବାର…

Bhupinder Singh: ବିଜେଡି ଛାଡ଼ିବା ନେଇ ସଂକେତ ଦେଲେ କି ଭୂପିନ୍ଦର ସିଂ: କହିଲେ- ମୋ ପାଇଁ ଲୋକ ହିଁ ଶ୍ରେଷ୍ଠ ଦଳ…

ଭୁବନେଶ୍ବର: ବିଜେଡି ଛାଡ଼ିବା ନେଇ ସଂକେତ ଦେଲେ କି ବରିଷ୍ଠ ନେତା ଭୂପିନ୍ଦର ସିଂ? କାରଣ ଭୂପିନ୍ଦର ହଠାତ୍ ତେରଛା ବାଣ ମାରିଛନ୍ତି। ବିଜେଡିକୁ ନିଜ ଷ୍ଟାଣ୍ଡ କ୍ଲିଅର କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଭୂପିନ୍ଦର କହିଲେ ମୋ ପାଇଁ ଲୋକେ ହିଁ ଶ୍ରେଷ୍ଠ ଦଳ ନୁହେଁ। ମୋର ଭବିଷ୍ୟତ କଣ ହେବ…

ଶିକ୍ଷୟିତ୍ରୀଙ୍କ ମାଡ଼ରେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କ ଆଖି ନଷ୍ଟ..

ଭୁବନେଶ୍ୱର: ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ଲହୁ ଲୁହାଣ କଲେ ଶିକ୍ଷୟିତ୍ରୀ । ଗଣିତ ଆସିଲାନି ବୋଲି ମାଡ଼ ମାରି ଆଖି ଫଟେଇ ଦେଇଥିବା ଅଭିଯୋଗ ହୋଇଛି । ଖଣ୍ଡଗିରି ଥାନା ଅଞ୍ଚଳର ଏକ ବିଦ୍ୟାଳୟରେ ଛାତ୍ରୀଙ୍କୁ ମାଡ଼ ଅଭିଯୋଗ ହୋଇଛି । ଖବର ମୁତାବକ, ଭୁବନେଶ୍ବର ଡୁମୁଡୁମା ଫେଜ-ଟୁରେ…

Jeevan zindabad: ଆତ୍ମହତ୍ୟା ରୋକିବାକୁ ପ୍ରୟାସ; ସେପ୍ଟେମ୍ବର ୧୦ରୁ ‘ଜୀବନ ଜିନ୍ଦାବାଦ୍’ କାର୍ଯ୍ୟକ୍ରମ..

ଭୁବନେଶ୍ୱର: ଗତ କିଛି ଦିନ ହେବ ଲଗାତାର ଭାବେ ରାଜ୍ୟର ଅନେକ ସ୍ଥାନରୁ ଆତ୍ମହତ୍ୟା ଖବର ସାମ୍ନାକୁ ଆସୁଛି । ସେ ବୟସ୍କ ହେଉଛି ଯୁବପିଢି କିଏ ନା କିଏ ଜୀବନ ହାରୁଛନ୍ତି । ଏଭଳି ଘଟଣା ଉପରେ କିପରି ରୋକ ଲାଗିବ ସେନେଇ ଆଜି ଲୋକସଭା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ…