ଆଇଆଇସିଙ୍କ ସ୍ବାମୀଙ୍କ ଦବଙ୍ଗଗିରି; ଥାନା ଘେରାଉ କରି ସାଧାରଣ ଲୋକଙ୍କ ପ୍ରତିବାଦ
ବଲାଙ୍ଗୀର: କଣ୍ଟାବାଞ୍ଜି IIC ରଶ୍ମିତା ବେହେରାଙ୍କ ସ୍ୱାମୀଙ୍କ ଦାଦାଗିରି । ମାତାଲ୍ ଅବସ୍ଥାରେ ଲୋକଙ୍କୁ ମାଡ଼ ମାରିଲେ IICଙ୍କ ସ୍ୱାମୀ ଅରବିନ୍ଦ ମହାପାତ୍ର । ରାତିଅଧରେ ଥାନା ଘେରାଉ କରି ସାଧାରଣ ଲୋକଙ୍କ ପ୍ରତିବାଦ । ତେବେ ମାମଲା ଅଧିକ ତେଜିବାରୁ କ୍ଷମା ମାଗିଛନ୍ତି ଥାନା ଅଧିକାରୀଙ୍କ…