Latest Odisha News

BREAKING NEWS

ବେଆଇନ ପାଣି ଉଠାଣ ଅଭିଯୋଗକୁ ଖଣ୍ଡନ କଲା ବେଦାନ୍ତ: ୨୩୩ କୋଟି ଟଙ୍କାର ଜରିମାନାକୁ କହିଲା ଭିତ୍ତିହୀନ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଭୁର୍କାମୁଣ୍ଡା ସ୍ଥିତ ବେଦାନ୍ତ ଆଲୁମିନିୟମ ଲିମିଟେଡ୍ ଉପରେ ବେଆଇନ ଭାବେ ପାଣି ବ୍ୟବହାର କରୁଥିବା ନେଇ ଲାଗିଥିବା ଅଭିଯୋଗ ଏବଂ ୨୩୩.୧୧ କୋଟି ଟଙ୍କାର ଜରିମାନାକୁ କମ୍ପାନୀ ପକ୍ଷରୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରାଯାଇଛି। କମ୍ପାନୀ ଏହି ତଣ୍ଡ ଆଦେଶକୁ…

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ: ପାସ୍ ହାର ୯୫.୩୩%, ସଫଳତାରେ ଗଜପତି ଆଗରେ

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଆଜି ଆନୁଷ୍ଠାନିକ ଭାବେ ଘୋଷିତ ହୋଇଯାଇଛି। କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚିତ ହେବା ସହ ଛାତ୍ରଛାତ୍ରୀଙ୍କ…

ଦହିବରା ଖାଇ ୫୦ ଅସୁସ୍ଥ

ଯାଜପୁର: ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ଜୟନ୍ତରା ପଞ୍ଚାୟତ ଅନ୍ତର୍ଗତ ପାଟପୁର ଗାଁର ୫୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ରାସ୍ତା କଡ଼ରୁ 'ଦହିବରା' ଖାଇବା ପରେ ସେମାନେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁଯାୟୀ, ଗାଁ ଲୋକେ ନିକଟସ୍ଥ ଗାଁର ଜଣେ ବିକ୍ରେତାଙ୍କଠାରୁ…

IAS Ummul Kher: ୮ ଥର ମୃତ୍ୟୁ ସହିତ ଲଢେଇ, ମୁଣ୍ଡ ନୁଆଁଇଲା ଦିବ୍ୟାଙ୍ଗତା…ସୁନା ଝିଅଙ୍କ ପାଇଁ ଆଖିରେ ଲୁହ…

୧୬ ଫ୍ରାକ୍ଚର…୮ ଅସ୍ତ୍ରୋପଚାର… ତଥାପି ଭାଙ୍ଗିଲା ନାହିଁ ସାହସ ଶିକ୍ଷା ହେଲା ଶକ୍ତି, ସ୍ୱପ୍ନକୁ ମିଳିଲା ବଡ ଉଡାଣ ଯେଉଁଠି କିଛି ପିଲା ତାଙ୍କର ସ୍ଥିତି ଏବଂ ପରିସ୍ଥିତିକୁ ନିଜର ସଫଳତା ରାସ୍ତାର କଣ୍ଟା ବୋଲି କହିବାରେ ବ୍ୟସ୍ତ ଅଛନ୍ତି, ସେଠି ଚୁପଚାପ୍ ନିଜର ଅସହ୍ୟତାକୁ…

ଜିତୁ ମୁଣ୍ଡାଙ୍କ ଘଟଣାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ଜଣେ ଆଦିବାସୀ ବ୍ୟକ୍ତିଙ୍କ ସହ ଘଟିଥିବା ଅଘଟଣକୁ ନେଇ "ଗଭୀର ଦୁଃଖ" ପ୍ରକାଶ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ଓଡିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଘଟଣା ପାଟନା ବ୍ଲକର ଡିଆନାଲି ଗ୍ରାମର…

ଚୀନର ନୂଆ ‘ଚକ୍ରବ୍ୟୁହ’

ନୂଆଦିଲ୍ଲୀ: ନିଜର ତୈଳ ଯୋଗାଣ ଏବଂ ବ୍ୟାପାର ପାଇଁ ଚୀନ୍ ବର୍ତ୍ତମାନ ‘ମଲାକା ପ୍ରଣାଳୀ’ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । କିନ୍ତୁ ଚୀନକୁ ଡର ଯେ, ଯୁଦ୍ଧ ସ୍ଥିତିରେ ଭାରତ ଏହି ରାସ୍ତାକୁ ସହଜରେ ବନ୍ଦ କରିଦେଇପାରେ । ଏହି ‘ମଲାକା ଦ୍ୱନ୍ଦ୍ୱ’ରୁ ବଞ୍ଚିବା ପାଇଁ ଚୀନ୍ ଏବେ ଥାଇଲ୍ୟାଣ୍ଡର…

Salman Khan in ‘Raja Shivaji’: ‘ରାଜା ଶିବାଜୀ’ରେ ସଲମାନଙ୍କ ଧମାକା

ମୁମ୍ବାଇ: ଥିଏଟରରେ ‘ରାଜା ଶିବାଜୀ’ ପହଞ୍ଚିବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ସଲମାନ ଖାନଙ୍କ ଲୁକ୍। ଏହି ଚଳଚ୍ଚିତ୍ରରେ ସଲମାନ ବୀର ଯୋଦ୍ଧା ଜୀବା ମହାଲେଙ୍କ ଚରିତ୍ରରେ ଏକ ସ୍ପେଶାଲ କ୍ୟାମିଓ କରିଛନ୍ତି। ପାରମ୍ପରିକ ମରାଠା ପୋଷାକ, ନିଶ ଏବଂ ମୁଣ୍ଡରେ ଗେରୁଆ ପଗଡ଼ି…

Use Daily Kajal?: ପ୍ରତିଦିନ ଆଖିରେ ଲଗାଉଛନ୍ତି କି କଜଳ? ସାବଧାନ୍!

ଭୁବନେଶ୍ବର: କୁହାଯାଏ ଝିଅଟିଏ ଆଖିରେ ଖାଲି କଜଳ ଲଗାଇଦେଲେ ତାର ସୌନ୍ଦର୍ଯ୍ୟ ବହୁଗୁଣିତ ହୋଇଯାଏ । କିନ୍ତୁ କ’ଣ ଆପଣ ଜାଣନ୍ତି ପ୍ରତିଦିନ ଆଖିରେ କଜଳ ଲଗାଇବା କେତେ କ୍ଷତିକାରକ? କ’ଣ ଆପଣ ବି ଡେଲି ଆଖିରେ ଲଗାଉଛନ୍ତି କି କଜଳ? କ’ଣ ଆପଣ ବି ଭାବନ୍ତି କି କଜଳ ବିନା ଆପଣଙ୍କ ଲୁକ୍ ଅଧିୁରା?…

TMCର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ;କ’ଣ କହିଛନ୍ତି ଜାଣନ୍ତୁ…

ନୂଆଦିଲ୍ଲୀ:ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ (TMC)କୁ ଲାଗିଛି ଝଟକା । ପଶ୍ଚିମବଙ୍ଗରେ ଭୋଟ ଗଣତି ପର୍ଯ୍ୟବେକ୍ଷକ ବିବାଦକୁ ନେଇ ସୁପ୍ରିମକୋର୍ଟଙ୍କ ରାୟରୁ ଟିଏମସିକୁ ବଡ଼ ଝଟକା ଲାଗିଛି।ସୁପ୍ରିମକୋର୍ଟରେ ତୃଣମୂଳ କଂଗ୍ରେସର ଆବେଦନର ଶୁଣାଣି ହୋଇଥିଲା।ପର୍ଯ୍ୟବେକ୍ଷକଙ୍କ ସମ୍ପର୍କରେ…

ମଣିପୁରରେ ୨୩ଟି ବଙ୍କର ନଷ୍ଟ ସହ ୧୮ଟି ଆଇଇଡି ଜବତ କଲେ ସୁରକ୍ଷା ବାହିନୀ

ଇମ୍ଫାଲ୍: ମଣିପୁରରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସୁରକ୍ଷା ବାହିନୀ ଉଖରୁଲ ଜିଲ୍ଲାରେ ୨୩ଟି ଅବୈଧ ବଙ୍କରକୁ ନଷ୍ଟ କରି ଆତଙ୍କବାଦୀଙ୍କ ବିରୁଦ୍ଧରେ ଏକ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି । ସେମାନେ ତେଙ୍ଗନୌପାଲ ଜିଲ୍ଲାରୁ ୧୮ଟି ଆଇଇଡି ମଧ୍ୟ ଜବତ କରିଛନ୍ତି । ପୋଲିସ ଶନିବାର ଜାରି ଏକ…