Latest Odisha News

BREAKING NEWS

Elon musk ସେୟାର କଲେ ଏହି ପାକିସ୍ତାନୀ ଲୋକଙ୍କ ଭିଡିଓ, କହିଲେ ଆକଳନ ସତ ହୋଇଯିବ

ନୂଆଦିଲ୍ଲୀ: ଟେସ୍ଲାର ସିଇଓ ଏଲନ୍ ମସ୍କ ନିଜର ସୋସିଆଲ ମିଡିଆ ପୋଷ୍ଟ ଯୋଗୁଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଏବେ ପୁଣି ତାଙ୍କର ଏକ ପୋଷ୍ଟ ହ୍ରାସ ପାଉଥିବା ଜନସଂଖ୍ୟାକୁ ନେଇ ବିତର୍କ ସୃଷ୍ଟି କରିଛି। ଆସନ୍ତୁ ଜାଣିବା, ମସ୍କ ଜଣେ ପାକିସ୍ତାନୀ ବ୍ୟକ୍ତିଙ୍କର ବିବାଦୀୟ ବୟାନ ଉପରେ…

କାଜାକସ୍ତାନ ବିପକ୍ଷରେ ଭାରତର ଗୋଲ ବର୍ଷା, ଏଥର ସୁପର ଫୋର ମୁକାବିଲା ଉପରେ ନଜର

ରାଜୀଗର: ଭାରତ ଏଠାରେ ଅନୁଷ୍ଠିତ ଏସିଆ କପ ହକି ଟୁର୍ଣ୍ଣାମେଂଟରେ କାଜାକସ୍ତାନକୁ ୧୫-୦ ଗୋଲରେ ପରାସ୍ତ କରିଛି । ଏଥିସହ ପୁଲ ଏରେ ଶୀର୍ଷ ସ୍ଥାନରେ ରହି ଟିମ ଇଣ୍ଡିଆ ସୁପର ଫୋରରେ ପ୍ରବେଶ କରିଛି । ଭାରତ ପକ୍ଷରୁ ଅଭିଷେକ ସର୍ବାଧିକ ୪ଟି ଗୋଲ ସ୍କୋର କରିଥିଲେ । ସୁଖଜିତ ସିଂ ଓ ଯୁଗରାଜ ସିଂ…

ଅକ୍ଟୋବର ୮ରୁ RI, ICDS ସୁପରଭାଇଜର, ARI, ଅମିନ ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ (OSSSC) ସୋମବାର ରାଜସ୍ୱ ନିରୀକ୍ଷକ (RI), ICDS ସୁପରଭାଇଜର, ARI, ଅମିନ୍ ଏବଂ ଷ୍ଟାଟିଷ୍ଟିକ୍ଲ୍ ଫିଲ୍ଡ ସର୍ଭେୟର (SFS) ଭଳି ବିଭିନ୍ନ ପଦବୀର ପ୍ରାରମ୍ଭିକ ପରୀକ୍ଷା ପାଇଁ ଏକ ବିଜ୍ଞପ୍ତି ଜାରି କରିଛି। ଓଡ଼ିଶା…

ନକରାତ୍ମକତା ବିରୋଧରେ ଏକଜୁଟ ପାଇଁ ଆହ୍ୱାନ…

ଭୁବନେଶ୍ୱର: ଇଣ୍ଡିଆ ଏଗେନ୍‌ଷ୍ଟ ନେଗେଟିଭିଟି (ଆଇଏଏନ୍‍)ର ଏକାଦଶ ସଂସ୍କରଣ ରବିବାର ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ ସଂସଦୀୟ କମିଟି ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ, ଭାରତରେ ଅବସ୍ଥାପିତ ରୁଆଣ୍ଡା…

୨୦ ଦିନରେ ସମ୍ପୂର୍ଣ୍ଣ ବଦଳି ଗଲେ ରୋହିତ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଦିନିକିଆ କ୍ରିକେଟ ଅଧିନାୟକ ରୋହିତ ଶର୍ମା ଏବେ ସମ୍ପୂର୍ଣ୍ଣ ଫିଟ ଅଛନ୍ତି । ଦୀର୍ଘ ଦିନ ହେବ ସେ ଆନ୍ତର୍ଜାତୀୟ କ୍ରିକେଟଠାରୁ ଦୂରରେ ରହିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ରୋହିତଙ୍କୁ ଫିଟନେସ ଟେଷ୍ଟ ଦେବାକୁ ପଡିବ । ଆଉ ଏହି ଚ୍ୟାଲେଞ୍ଜ…

ଭୂସ୍ଖଳନ ଯୋଗୁ ୨ ମୃତ; କେଦାରନାଥ ଯାତ୍ରା ପୁଣି ସ୍ଥଗିତ

ନୂଆଦିଲ୍ଲୀ: କେଦାରନାଥ ଯାତ୍ରା ମାର୍ଗରେ ଥିବା ଗୌରୀକୁଣ୍ଡ ନିକଟସ୍ଥ ମୁଙ୍କଟିଆ ଅଞ୍ଚଳରେ ଏକ ଯାତ୍ରୀବାହୀ ଗାଡ଼ି ଉପରେ ହଠାତ୍ ପଥର ଖସି ପଡ଼ିବାରୁ ଦୁଇଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲ। ଜଣେ ଯାତ୍ରୀ ମଧ୍ୟ ଗୁରୁତର ଆହତ ହୋଇଥିବା ନେଇ ସୂଚନା ମିଳିଛି। ଯାହାଫଳରେ ପୁଣିଥରେ ୩ ଦିନ ପାଇଁ…

ସାବେରୀ ନଦୀରେ ଫସିଥିଲେ ଓଡ଼ିଶା ଯୁବକ; ୨୪ ଘଣ୍ଟା ପରେ ଉଦ୍ଧାର

ମାଲକାନଗିରି: ମାଲକାନଗିରି ଜିଲ୍ଲାର କୋଟମାଟେରୁ ଗାଁର ଇର୍ମା ସୋଢି ନାମକ ଜଣେ ବ୍ୟକ୍ତି  ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଥିବା ସାବେରୀ ନଦୀର ମଧ୍ୟଭାଗରେ ଥିବା ଏକ ପଥର ଉପରେ ପ୍ରାୟ ୨୪ ଘଣ୍ଟା ଧରି ଫସି ରହିଥିଲେ।ପରେ ତାଙ୍କୁ ସୋମବାର ଦିନ ବିମାନ ଯୋଗେ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିବା…

East coast railway: ଅଧିକ ଆସନ ଓ ସୁବିଧା ସହ ଗଡିବ ପୁରୀ–ବାଙ୍ଗିରିପୋଷି ଏକ୍ସପ୍ରେସ

ଭୁବନେଶ୍ବର: ପୂର୍ବତଟ ରେଳପଥ ଯାତ୍ରୀଙ୍କ ସୁବିଧା ବୃଦ୍ଧି ଏବଂ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଟ୍ରେନ ନଂ 12892/12891 ପୁରୀ-ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସରେ ଏକ ଅତିରିକ୍ତ ନନ୍-ଏସି ଚେୟାର କାର କୋଚ୍ ସ୍ଥାୟୀ ଭାବରେ ସଂଯୋଗ କରିବାକୁ ଘୋଷଣା କରିଛି। ସଂଶୋଧିତ ଟ୍ରେନ୍ କୋଚ୍‌…

ବିଡିଏର ୪୩ତମ ପ୍ରତିଷ୍ଠା ଦିବସରେ ଖେଳପଡ଼ିଆ ଓ ପାର୍କ ଉଦଘାଟିତ୍

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ୪୩ତମ ପ୍ରତିଷ୍ଠା ଦିବସ ସୋମବାର ଜୟଦେବ ଭବନରେ ପାଳିତ ହୋଇଯାଇଛି। ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଓ ସାଧାରଣ ଉଦ୍ୟୋଗ ବିଭାଗର ମନ୍ତ୍ରୀ ତଥା ବିଡିଏ ଅଧ୍ୟକ୍ଷ ଡ଼ା. କୃଷ୍ଣଚନ୍ଦ୍ର…

ଚର୍ଚ୍ଚାରେ ସ୍ପିନର ରବି ବିଶ୍ନୋଇଙ୍କ ବୟାନ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଲେଗ ସ୍ପିନର ରବି ବିଶ୍ନୋଇଙ୍କ ଏକ ବୟାନ ଏବେ ଚର୍ଚ୍ଚାର କାରଣ ସାଜିଛି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ନେଇ ସେ ଏହି ବୟାନ ଦେଇଛନ୍ତି । ଏକ ସାକ୍ଷାତକାରରେ ବିଶ୍ନୋଇ ସ୍ପଷ୍ଟ ଭାବେ କହିଥିଲେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅବସର ନିଷ୍ପତି ଆଶ୍ଚର୍ଯ୍ୟଚକିତ…