‘Sri Beach’ Project:ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବ ଶ୍ରୀବିଚ୍! ଆଗାମୀ ୧୬ ମାସରେ ଶେଷ ହେବ ପ୍ରକଳ୍ପ
ପୁରୀ:ପୁରୀରେ ମଙ୍ଗଳା ନଦୀ ମୁହାଣ ନିକଟ ବେଳାଭୂମିରେ ଶ୍ରୀବିଚ୍ ନିର୍ମାଣ ହେବ । ଏଥିପାଇଁ ୧୮ କୋଟି ୩୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ପୁରୀକୁ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନର ବିକାଶ ଉପରେ ସରକାରଙ୍କ ଅଧିକ ଗୁରୁତ୍ୱ ରହିଛି । ତେବେ ଶ୍ରୀବିଚ୍ ପ୍ରକଳ୍ପକୁ ୧୬ ମାସରେ…