Latest Odisha News

BREAKING NEWS

E20 Fuel Controversy: ସୁପ୍ରିମକୋର୍ଟରେ E20 ପେଟ୍ରୋଲ ଉପରେ ଶୁଣାଣି: ଜାଣନ୍ତୁ କ’ଣ ଏହି ବିବାଦ?

ନୂଆଦିଲ୍ଲୀ: ଆଜି (୦୧ ସେପ୍ଟେମ୍ବର) ସୁପ୍ରିମକୋର୍ଟରେ E20 ପେଟ୍ରୋଲ ଉପରେ ଶୁଣାଣି ହେବାକୁ ଯାଉଛି। ଏହି ଶୁଣାଣି ପଛରେ ଏକ ବିବାଦ ରହିଛି। ଭାରତ E20 ଇନ୍ଧନ ଅର୍ଥାତ୍ ୨୦% ଇଥାନଲ୍ ମିଶ୍ରିତ ପେଟ୍ରୋଲ କାର୍ଯ୍ୟକାରୀ କରିବା ଆରମ୍ଭ କରିଛି। ସେବେଠାରୁ ଏହି ବିବାଦ ଆରମ୍ଭ ହୋଇଛି। ଦେଶର ଲୋକେ…

୮୦୦ ଏକର ଜମିରେ ହେବ ନୂଆ ଭୁବନେଶ୍ୱର; ୩ ଶହ କୋଟି ଟଙ୍କା ବ୍ୟୟରେ ନବୀକରଣ ହେବ ନିକୋ ପାର୍କ..

ଭୁବନେଶ୍ବର: ୮ ଶହ ଏକର ଜମିରେ ନୂଆ ଭୁବନେଶ୍ବର ଗଠନର ପରିକଳ୍ପନା । ରାଜଧାନୀର ଉପକଣ୍ଠରେ ଥିବା ମାଳିପଡ଼ା, ଦଶପୁର, ଅନ୍ଧାରୁଆ ଏବଂ ଗୋଠପାଟଣା ଅଞ୍ଚଳରେ ଏକ ନୂତନ ଭୁବନେଶ୍ୱର ପ୍ରତିଷ୍ଠା ହେବ । ସିଙ୍ଗାପୁର ସରକାର ଉକ୍ତ ଟାଉନସିପର ଡ୍ରଇଂ ଡିଜାଇନ୍ ଏବଂ ଲେଆଉଟ୍ ପ୍ରସ୍ତୁତ କରୁଛନ୍ତି ବୋଲି…

ସମ୍ବଲପୁରରେ ମୋଦୀଙ୍କ ପରାମର୍ଶଦାତାଙ୍କ ସମୀକ୍ଷା: ହୀରାକୁଦ ପ୍ରକଳ୍ପ ପାଇଁ ଦେଲେ ବଡ଼ ନିର୍ଦ୍ଦେଶ

ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ତରୁଣ କପୁର ରବିବାର ସମ୍ବଲପୁର ଗସ୍ତ କରିଛନ୍ତି। ସେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ହୀରାକୁଦ ଡ୍ୟାମ, ରିଙ୍ଗ ରୋଡ୍‌ ଓ ରେଳ ଷ୍ଟେସନ ପୁନର୍ବିକାଶ ପ୍ରକଳ୍ପ ଉପରେ ସେ ଆଲୋଚନା…

ଜିନ ପିଙ୍ଗଙ୍କ ସାମ୍ନାରେ ସୀମାପାର ଆତଙ୍କବାଦ ପ୍ରସଙ୍ଗ ଉଠାଇଲେ ମୋଦୀ, କ’ଣ ରହିଲା ଚୀନର ଆଭିମୁଖ୍ୟ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ରବିବାର ଆଲୋଚନା କରିଛନ୍ତି। ସୀମାପାର ଆତଙ୍କବାଦ ଉପରେ ମୋଦୀ ଚିନ୍ତା ପ୍ରକାଶ କରିଛନ୍ତି। ଏହି ସମସ୍ୟାର ମୁକାବିଲା ପାଇଁ ଭାରତ ଓ ଚୀନର ମିଳିତ ସହଯୋଗ ଜରୁରୀ ବୋଲି ସେ କହିଛନ୍ତି। ସାଂଘାଇ ସହଯୋଗ ସଂଗଠନ…

SCOରେ ପାକିସ୍ତାନ ପିଏମଙ୍କ ଆଗରେ ମୋଦୀଙ୍କ ହୁଙ୍କାର: ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶଙ୍କୁ ଦେଲେ ଚେତାବନୀ

ନୂଆଦିଲ୍ଲୀ: ଚୀନର ତିଆନଜିନରେ ସାଂଘାଇ ସହଯୋଗ ସଂଗଠନ (SCO)ର ୨୫ତମ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦ ବିରୋଧରେ କଡ଼ା ବାର୍ତ୍ତା ଦେଇଛନ୍ତି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଉପସ୍ଥିତ ଥାଇ ମୋଦୀ କହିଛନ୍ତି, କିଛି ଦେଶର ଆତଙ୍କବାଦୀ ସଂଗଠନଙ୍କୁ ଖୋଲା…

Rules To Change From Today: ଆଜିଠାରୁ ବଦଳିବ ଏହି ନିୟମ: ସାଧାରଣ ଲୋକଙ୍କ ବଜେଟକୁ କରିବ ପ୍ରଭାବିତ

ନୂଆଦିଲ୍ଲୀ: ଆମ ଦେଶରେ ମାସ ପରିବର୍ତ୍ତନ ହେବା ମାତ୍ରେ ଦୈନନ୍ଦିନ ଜୀବନର ଅନେକ ନିୟମରେ ବଡ଼ ପରିବର୍ତ୍ତନ ଆସୁଛି। ସେପ୍ଟେମ୍ବର ମାସ ଆରମ୍ଭ ହୋଇଗଲାଣି। ଏପରି ପରିସ୍ଥିତିରେ, ସାଧାରଣ ନାଗରିକଙ୍କ ପକେଟ ଏବଂ ସେମାନଙ୍କ କାମ ସହିତ ଜଡିତ କିଛି ନିୟମ ପରିବର୍ତ୍ତନ ହେଉଛି। ଅର୍ଥାତ୍ ସେପ୍ଟେମ୍ବର…

ଟ୍ରମ୍ପଙ୍କ ଚାଲ୍ ବୁଝିପାରି ଫୋନ ଉଠାଇଲେ ନାହିଁ ମୋଦୀ? ନହେଲେ ବରବାଦ ହୋଇଥାନ୍ତେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫୋନ ଉଠାଇ ନାହାନ୍ତି। ନ୍ୟୁୟର୍କ ଟାଇମ୍ସ (NYT) ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଗତ କିଛି ସପ୍ତାହରେ ବାରମ୍ବାର ମୋଦୀଙ୍କୁ ଫୋନ କରିଥିଲେ। କିନ୍ତୁ ମୋଦୀ କଥା ହେବାକୁ ମନା କରିଛନ୍ତି। ଏହା ପଛରେ…

Indian Army: ହିମାଳୟର ଶିଖରରେ ଭାରତୀୟ ସେନାର ବୀରତ୍ୱ, କଠିନ ପରିସ୍ଥିତିରେ କଲେ ଯୁଦ୍ଧ ଅଭ୍ୟାସ

ନୂଆଦିଲ୍ଲୀ: ଭାରତୀୟ ସେନା ଅରୁଣାଚଳ ପ୍ରଦେଶର କାମେଙ୍ଗ ଅଞ୍ଚଳରେ 'ଯୁଦ୍ଧ କୌଶଳ 3.0' ଯୁଦ୍ଧ ଅଭ୍ୟାସ କରିଛି । ଏହି ସମୟରେ ସେନା ତାର ଶକ୍ତି ପ୍ରଦର୍ଶନ କରିଛି । ଏହି ଅଭ୍ୟାସର ଯାଞ୍ଚ କରିଥିଲେ ଗଜରାଜ କର୍ପସ ଜେନେରାଲ ଅଫିସର କମାଣ୍ଡିଂ (ଜିଓସି) । ଅଭ୍ୟାସ ସମୟରେ, ସେନା ଉନ୍ନତ…

SCO ଶିଖର ସମ୍ମିଳନୀ: ହାତଧରାଧରି ହୋଇ ଚାଲିଲେ ମୋଦି-ପୁଟିନ, ଟ୍ରମ୍ପଙ୍କ ପାଇଁ ବଢ଼ିଲା ଚିନ୍ତା!

ନୂଆଦିଲ୍ଲୀ: ଚୀନରେ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ୨୫ତମ ଶିଖର ସମ୍ମିଳନୀ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଏକାଠି ନଜର ଆସିଛନ୍ତି। ମୋଦି ପୁଟିନଙ୍କ ହାତ ଧରି ଆଗେଇ ଚାଲିଥିବା ଦୃଶ୍ୟ ସମସ୍ତଙ୍କ…