Latest Odisha News

BREAKING NEWS

ରାଜ୍ୟର ସବୁ ସହରର ବସଷ୍ଟାଣ୍ଡର ହେବ ନବକଳେବର, ଯାତ୍ରୀ ପାଇବେ ମୌଳିକ ସୁବିଧା

ଭୁବନେଶ୍ବର: ନୂଆ ରୂପ ପାଇବ ରାଜ୍ୟର ସହରାଞ୍ଚଳରେ ଥିବା ସମସ୍ତ ବସଷ୍ଟାଣ୍ଡ । ସମସ୍ତ ବସଷ୍ଟାଣ୍ଡକୁ ଅଟଳ ବସଷ୍ଟାଣ୍ଡ ଯୋଜନାରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ କ୍ୟାବିନେଟ ନେଇଥିବା ନିଷ୍ପତ୍ତି ଅନୁଯାୟୀ ସହରାଞ୍ଚଳରେ ଥିବା…

ଭିଜିଲାନ୍ସ ଜାଲରେ ରାୟଗଡ଼ାର ସହକାରୀ ଯନ୍ତ୍ରୀ

ରାୟଗଡ଼ା: ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ରାୟଗଡ଼ାର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ମଳୟ କୁମାର ନାୟକ କୋଲନରା ବ୍ଲକରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ଯରତ ଅଛନ୍ତି। ରାୟଗଡା ସହରର ରାଉତ କଲୋନୀ ସ୍ଥିତ ବାସଭବନ, କୋଳନରା କାର୍ଯ୍ୟାଳୟ ଓ ବ୍ରହ୍ମପୁରର ୬ଟି ସ୍ଥାନରେ…

ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାବାଳିକାଙ୍କୁ ଦୁଷ୍କର୍ମ, ୩ ଗିରଫ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଭିତରେ ଜଣେ ମହିଳା ରହିଥିବା ସୂଚନା ରହିଛି । ମୁଖ୍ୟ ଅଭିଯୁକ୍ତର ପରିଚୟ ରାଜା ବେସନ (୨୪) ବୋଲି ଜଣାପଡିଛି ।…

ଆହୁରି ୨ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ତାପମାତ୍ରା, ୧୧ଟା ସୁଦ୍ଧା ୪୧ ଡିଗ୍ରୀ ଟପିଲା ଝାରସୁଗୁଡ଼ା ଓ ସମ୍ବଲପୁର

ଭୁବନେଶ୍ବର: ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ଓଡ଼ିଶାବାସୀ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆଗାମୀ ୫ ଦିନ ତାତିରୁ ନିସ୍ତାର ନାହିଁ । ଆସନ୍ତା ୨୬ ତାରିଖ ଯାଏଁ ତାତିରୁ ମିଳିବନି ତ୍ରାହି । ଏମିତିକି ତାପମାତ୍ରା ଆହୁରି ଦୁଇ ଡିଗ୍ରୀ ପର୍ଯ୍ୟନ୍ତ…

ସବୁବେଳେ ମୋବାଇଲ୍‌ ଦେଖୁଥିଲେ ସାବଧାନ !

ନୂଆଦିଲ୍ଲୀ: ଆପଣ ସ୍ମାର୍ଟଫୋନ୍ କିମ୍ବା ଲାପଟପ୍‌ର ଅଧିକ ବ୍ୟବହାର କରୁଛନ୍ତି କି ? ଯଦି ହଁ, ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଏହା କେବଳ ଆପଣଙ୍କ ଆଖି କିମ୍ବା ନିଦ ଖରାପ କରୁନାହିଁ, ବରଂ ଆପଣଙ୍କ ଚେହେରାର ସୌନ୍ଦର୍ଯ୍ୟକୁ ମଧ୍ୟ ଛଡ଼ାଇ ନେଉଛି। ଡାକ୍ତର ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏବେ…

ଭିଜିଲାନ୍ସ ଜାଲରେ ସ୍ୱାସ୍ଥ୍ୟ କର୍ମୀ, ମୃତ୍ୟୁ ପ୍ରମାଣପତ୍ର ପାଇଁ ଲାଞ୍ଚ..

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଖୋର୍ଦ୍ଧା ଜିଲ୍ଲାର ହଳଦିଆ କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚସି)ର ପୁରୁଷ ସ୍ୱାସ୍ଥ୍ୟ କର୍ମୀ (ଏମଏଚଡବ୍ଲୁ) ବିଭୂତି ଭୂଷଣ ସାହୁଙ୍କୁ ୧୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଅଭିଯୋଗକାରୀ ତାଙ୍କ ମୃତ…

ଦୋହଲି ଯିବ କି ମୋଦିଙ୍କ ଚୌକି? କକ୍ରୋଚ୍ ଜନତା ପାର୍ଟି ଆଗରେ ବିଜେପି ଫିକା…

ନୂଆଦିଲ୍ଲୀ: ହେବ କି ନେପାଳ ଅବସ୍ଥା? GenZଙ୍କ ହାତକୁ ଯିବ କି ଭାରତ ଶାସନ? ସୋସିଆଲ ମିଡିଆରେ ଟ୍ରେଣ୍ଡରେ କକ୍ରୋଚ୍ ଜନତା ପାର୍ଟି! ଦେଶର ପ୍ରଧାନ ବିଚାରପତିଙ୍କ ଗୋଟିଏ ବୟାନ ଏବେ ସୋସିଆଲ ମିଡିଆରେ ଝଡ ସୃଷ୍ଟି କରିଛି । ଦେଶର ମୋଦି ସରକାରଙ୍କ ଉପରେ ପୂର୍ବରୁ ଖପ୍ପା ଥିବା…

୧୦୦ ମିଲିୟନ ଭ୍ୟୁ ଟପିଲା ମୋଦି ଓ ମେଲୋନିଙ୍କ ଭିଡିଓ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶ୍ୱସ୍ତରୀୟ ଲୋକପ୍ରିୟତା ସହ ସୋସିଆଲ ମିଡିଆରେ କ୍ରେଜ୍ ମଧ୍ୟ ରହିଛି। ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିୟା ମେଲୋନିଙ୍କ ସହିତ ତାଙ୍କର ଏକ ଇନଷ୍ଟାଗ୍ରାମ ରିଲ୍ ଏହାକୁ ପୁଣି ଥରେ ପ୍ରମାଣିତ କରିଛି। "ମେଲୋଡି" (ମେଲୋନି ଏବଂ ମୋଦି) ନାମରେ…

କୋଚଙ୍କ ସହ ଆଲୋଚନା ପରେ ଟେଷ୍ଟ କ୍ରିକେଟକୁ ଫେରିବେ କି କୋହଲି !

ନୂଆଦିଲ୍ଲୀ: ବିରାଟ କୋହଲି ହଠାତ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିବା ନିଷ୍ପତିକୁ ପ୍ରଶଂସକମାନେ ଗ୍ରହଣ କରିପାରି ନାହାନ୍ତି । ଦିନିକିଆ ଏବଂ ଆଇପିଏଲରେ ତାଙ୍କର ଜବରଦସ୍ତ ପ୍ରଦର୍ଶନ ଦେଖି ସମସ୍ତେ ପୂନର୍ବାର ସେ ଟେଷ୍ଟ କ୍ରିକେଟକୁ ଫେରି ଆସନ୍ତି ବୋଲି ଚାହୁଁଛନ୍ତି । ଇତି ମଧ୍ୟରେ…

ଇବୋଲା ଭାଇରସକୁ ନେଇ ଦିଲ୍ଲୀ ବିମାନବନ୍ଦରରେ ଆଲର୍ଟ; ଏହି ଦେଶଗୁଡ଼ିକରୁ ଆସୁଥିବା ଲୋକଙ୍କ ଯାଞ୍ଚ କରାଯିବ

ନୂଆଦିଲ୍ଲୀ: ଇବୋଲା ଭାଇରସ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହାକୁ ବିଶ୍ୱର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । ଆଫ୍ରିକା ମହାଦେଶରେ ଏହି ଭାଇରସର ଗୁରୁତର ପ୍ରକୋପ ଦେଖା…