Cyclone Montha: ବାତ୍ୟା ପ୍ରଭାବରେ ଉପୁଡିଲା ଗଛ, ଅନେକ ଜିଲ୍ଲାରେ ଭୂସ୍ଖଳନ…
ଭୁବନେଶ୍ୱର: ବାତ୍ୟା 'ମୋନ୍ଥା' ଉପକୂଳ ଆଡକୁ ଗତି କରୁଥିବା ବେଳେ ଏହାର ପ୍ରଭାବରେ ମଙ୍ଗଳବାର ଦିନ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଯାହା ଫଳରେ ଗଜପତି ଏବଂ ରାୟଗଡ଼ା ଭଳି ଜିଲ୍ଲାରେ ଭୂସ୍ଖଳନ, ଗଛ ଉପୁଡ଼ି ପଡ଼ିବା ଏବଂ ଘର କ୍ଷତିଗ୍ରସ୍ତ ହୋଇଥିବା ନଜର ଆସିଛି।
ଗଜପତି…