Latest Odisha News

BREAKING NEWS

କେନ୍ଦ୍ରାପଡା: ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ଆହତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ପୋଲିସର ଏନକାଉଣ୍ଟରରେ ରବିବାର ବିଳମ୍ବିତ ରାତିରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ଆହତ ଅପରାଧୀ ଜଣକ ଦେବୀ ପ୍ରସାଦ ଦାସ ଓରଫ୍ ଲିଟୁ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ମାର୍ଶାଘାଇ ଥାନା ଅନ୍ତର୍ଗତ ତିଖିରି-ବୌଦ ରାସ୍ତାରେ…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୬ ମୃତ ଓ ୧୫ ଆହତ

ବାରିପଦା/ବାଲେଶ୍ୱର : ରାଜ୍ୟର ବାରିପଦା ଓ ବାଲେଶ୍ୱରରେ ସୋମବାର ଦିନ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହେବା ସହ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ମୟୂରଭଞ୍ଜା ଜିଲ୍ଲାରେ ସୋମବାର ଏକ ବାଇକକୁ ବିପରୀତ ଦିଗରୁ ଆସୁଥିବା ଗୋଟିଏ ଅଜଣା ଗାଡି…

ଆଜି ମ୍ୟାଟ୍ରିକ୍ ପରୀକ୍ଷାର ୨ୟ ଦିନରେ କଡ୍ଡା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଅନୁଷ୍ଠିତ ହେଉଥିବା ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ବା ମ୍ୟାଟ୍ରିକ୍ ପରୀକ୍ଷାର ଆଜି ହେଉଛି ୨ୟ ଦିବସ । ସୋମବାର ଦିନ ଓଡ଼ିଶାର ପ୍ରାୟ ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି । ଏହିବର୍ଷ ସମୁଦାୟ…

ରାଜ୍ୟରେ ଆଜିଠୁ ୪ ଦିନ ଘଡ଼ଘଡ଼ି ସହ ବର୍ଷା, ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସୋମବାର ଠାରୁ ୪ ଦିନ ଧରି ଘଡ଼ଘଡ଼ି ସହିତ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ହିମାଳୟର ବଙ୍ଗୀୟ ପାର୍ବତ୍ୟାଞ୍ଚଳ ତଥା ପୂର୍ବ ବିହାରରେ ଘୂର୍ଣ୍ଣିବଳୟ ଅନୁଭୁତ…

ମୟୂରଭଞ୍ଜରେ ଶିଶୁ ହାତୀର ମୃତ୍ୟୁ, ବ୍ୟବଚ୍ଛେଦ ପରେ ପୋଡ଼ାଗଲା ମୃତଦେହ

ବାରିପଦା: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଅଧୀନସ୍ଥ କେନ୍ଦୁମୁଣ୍ଡି ରେଞ୍ଜ ଚତୁରୀ ଘାଟ ରାସ୍ତାରେ ଶୁକ୍ରବାର ଦିନ ଏକ ୫ ବର୍ଷର ଅଣ୍ଡିରା ଶିଶୁ ହାତୀର ମୃତ୍ୟୁ ହୋଇଯାଇଥିବାର ସୂଚନା ମିଳିଛି । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପରେ ମୃତ ହାତୀ ଶିଶୁଟିକୁ ପୋଡ଼ି ଦିଆଯାଇଛି ।…

ପ୍ରଥମ ଟି-୨୦: ୩ ୱିକେଟରେ ଜିତିଲା ଅଷ୍ଟ୍ରେଲିଆ

ବିଶାଖାପାଟଣା: ବିଶାଖାପାଟଣାର ୱାଇ ଏସ ରାଜଶେଖର ରେଡ୍ଡି ଷ୍ଟାଡ଼ିୟମରେ ଖେଳାଯାଇଥିବା ୧ମ ଟି-୨୦ ମ୍ୟାଚରେ ଭାରତକୁ ୩ ୱିକେଟରେ ପରାସ୍ତ କରିଛି ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ । ଶେଷ ୨ ଓଭରରେ ୧୬ ରନ ଦରକାର ହେଉଥିବା ବେଳେ କଙ୍ଗାରୁ ଦଳ ଆବଶ୍ୟକୀୟ ରନ କରି ବିଜୟ ହାସଲ କରିପାରିଛି । ଆରୋନ…

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଠାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ କରିଛନ୍ତି ।ରାଜ୍ୟର ଆର୍ôଥକ ଅନଗ୍ରସର ଦାରିଦ୍ର‌୍ୟ ସୀମାରେଖା ତଳେ ରହିଥିବା ବରିଷ୍ଠ ନାଗରିକମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣର ସୁବିଧା ନିମନ୍ତେ ରାଜ୍ୟ ସରକାର…

ଟି-୨୦: ଭାରତର ପ୍ରଥମେ ବ୍ୟାଟିଂ, ବିରାଟ ସ୍କୋର ଲକ୍ଷ୍ୟରେ ୨ ଓପନର୍

ବିଶାଖାପାଟଣା: ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ବିଶାଖାପାଟଣାଠାରେ ଆରମ୍ଭ ହୋଇଛି ୧ମ ଟି-୨୦ । ଭାରତ ଟସରେ ହାରି ପ୍ରଥମେ ବ୍ୟାଟିଂ କରୁଛି । ଦୁଇ ଦୁର୍ଦ୍ଦଶ ଓପନର୍ ରୋହିତ ଶର୍ମା ଓଲୋକେଶ ରାହୁଲଙ୍କ ଉପରେ ସମସ୍ତଙ୍କ ନଜର । ଯେହେତୁ ମାତ୍ର ୨ଟି ଟି-୨୦ ମ୍ୟାଚ୍ ଖେଳାଯିବାକୁ ରହିଛି ତେଣୁ ଉଭୟ ଦଳ…

ଅଷ୍ଟ୍ରେଲିଆ-ଭାରତ ଟି-୨୦ ଟକ୍କର ଆଜି, ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ

ବିଶାଖାପାଟଣା: ଆଜି ବିଶାଖାପାଟଣାଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୧ମ ଟି-୨୦ ମ୍ୟାଚ ଅନୁଷ୍ଠିତ ହେଉଛି । ନିକଟରେ ଅଷ୍ଟ୍ରେଲିଆ ମାଟିରେ ଭାରତ କଙ୍ଗାରୁଙ୍କ ବିପକ୍ଷରେ ୧-୧ରେ ଟି-୨୦ ସିରିଜ ବରାବର କରିଥିବା ବେଳେ ଦିନିକିଆ ଶୃଙ୍ଖଳାରେ ବିରାଟ ବାହିନୀ ବିଜୟ ହାସଲ କରିପାରିଛି । ଭାରତ ଓ…

ଆଜି ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଓ ଢେଙ୍କାନାଳ ଗସ୍ତ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ କରି ଅନେକ ଜନହିତକାରୀ ପ୍ରକଳ୍ପର ଉଦଘାଟନ ତଥା ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ମିଳିଥିବା ସୂଚନାନୁଯାୟୀ, ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ହିନ୍ଦୋଳ ବ୍ଲକର…