India’s Trishul Exercise: ଭାରତର ତ୍ରିଶୂଳ, ନଦେଖୁଣୁ ପାକିସ୍ତାନ ଛାନିଆ
ନୂଆଦିଲ୍ଲୀ: ଭାରତର ତ୍ରିଶୂଳ ଶୋ ଡାଉନ୍...ସାମିଲ ହେବେ ୩୦ ହଜାରରୁ ଅଧିକ ସୈନ୍ୟ...ପାକ୍ ସେନାଙ୍କ ମନରେ ଛନକା...ବନ୍ଦ ହେଲା ସବୁ ଏୟାରସ୍ପେଶ୍...
ଭାରତର ତିନି ସଶସ୍ତ୍ର ବାହିନୀ ଅକ୍ଟୋବର ୩୦ ତାରିଖରେ ପଶ୍ଚିମ ସୀମାରେ ମିଳିତ ଭାବରେ ତ୍ରିଶୂଳ ଅଭ୍ୟାସ ଆରମ୍ଭ କରିବେ। ଭାରତୀୟ ସେନା…