Indian dish Butter Chicken :ବଟର ଚିକେନ୍ ଓ ନାନ୍ର ଜଲୱା!
ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଲୋକପ୍ରିୟ ବ୍ୟଞ୍ଜନ ତାଲିକାରେ ପୁଣି ଥରେ ଉଡ଼ିଛି ଭାରତୀୟ ସ୍ୱାଦର ବିଜୟ ପତାକା। ନିକଟରେ ପ୍ରକାଶିତ 'ଟେଷ୍ଟ ଆଟଲାସ୍' ଏପ୍ରିଲ ୨୦୨୬ ରିପୋର୍ଟ ଅନୁଯାୟୀ, ଭାରତର ପାରମ୍ପରିକ ସ୍ୱାଦ ଏବେ ସାରା ବିଶ୍ୱକୁ ନିଜ ପ୍ରେମରେ ପକାଇଛି।
ବିଶ୍ୱର ଟପ୍-୬ରେ 'ବଟର…