Latest Odisha News

BREAKING NEWS

ଏହି ଜାତିରେ ବିବାହ କଲେ ମିଳିବ ୨.୫ ଲକ୍ଷ ! ଜାଣନ୍ତୁ ନିୟମ

ଭୁବନେଶ୍ୱର : ଓଡ଼ିଶାରେ ଜାତିଗତ ବିଭେଦକୁ ଦୂର କରିବା ଓ ସାମାଜିକ ଏକତା ବଢ଼ାଇବା ପାଇଁ ସରକାରୀ ଯୋଜନାଗୁଡ଼ିକ ମଧ୍ୟରେ ' ବିବାହ ପ୍ରୋତ୍ସାହନ ଯୋଜନା' ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ଯୋଜନା ଅନୁଯାୟୀ, ଯଦି ଜଣେ ଅନୁସୂଚିତ ଜାତି (ଏସ୍‌ସି) ବର୍ଗର ବ୍ୟକ୍ତି ଅନ୍ୟ ଏକ ହିନ୍ଦୁ ଜାତିର…

ଧନୀ କରିଦେବ ଏହି ପୋଷ୍ଟାଲ ସ୍କିମ୍ ! ଜାଣନ୍ତୁ କେମିତି ରଖିବେ ଟଙ୍କା

ଭୁବନେଶ୍ୱର: ଆଜିକାଲିର ଅର୍ଥନୈତିକ ଅନିଶ୍ଚିତତା ମଧ୍ୟରେ ବୃଦ୍ଧ ବୟସ୍କମାନଙ୍କ ପାଇଁ ରେଗୁଲାର୍ ଆୟର ଆବଶ୍ୟକତା ବଢ଼ିଚାଲିଛି । ସରକାରୀ ଯୋଜନାଗୁଡ଼ିକ ମଧ୍ୟରେ ପୋଷ୍ଟ ଅଫିସ୍‌ର ସିନିୟର୍ ସିଟିଜେନ୍ ସେଭିଂସ୍ ସ୍କିମ୍ (ଏସ୍‌ସିଏସ୍‌ଏସ୍) ଏକ ଲୋକପ୍ରିୟ ବିକଳ୍ପ ହୋଇଛି । କିନ୍ତୁ ଏହାର ଉଚ୍ଚ…

Work Hours Extensio: ଏଣିକି ଡ୍ୟୁଟି ସମୟ ହେବ ୧୦ଘଣ୍ଟା! ମହିଳା କରିବେ ନାଇଟ୍ ଶିଫ୍ଟ

ମୁମ୍ବାଇ: ଏଣିକି ମହାରାଷ୍ଟ୍ରରେ ଡ୍ୟୁଟି ସମୟ ହେବ ୧୦ଘଣ୍ଟା। ରାଜ୍ୟ ସରକାର କାମ କରିବାର ସମୟ ବଢାଇବାର ଯୋଜନା ଉପରେ କାମ କରୁଛନ୍ତି। ପ୍ରକାଶ ଯେ, ଗତ ଦିନରେ ହୋଇଥିବା କ୍ୟାବିନେଟ ବୈଠକରେ ଶ୍ରମ ବିଭାଗ ପକ୍ଷରୁ ଏହାର ପ୍ରସ୍ତାବ ଦିଆଯାଇଥିଲା। ପ୍ରସ୍ତାବ ଅନୁସାରେ କାମର ଘଣ୍ଟା ବଢାଇ ୯ରୁ…

ଏସିଆ କପ ଟି୨୦ କ୍ରିକେଟ: ଟିମ ଇଣ୍ଡିଆ ଏହି ଦିନ ଯିବ ଦୁବାଇ

ନୂଆଦିଲ୍ଲୀ: ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଟିମ ଏସିଆ କପ ଟି୨୦ ପାଇଁ ଦୁବାଇ କେବେ ଯିବ ତାହାର ତାରିଖ ସମ୍ମୁଖକୁ ଆସିଛି । ସେପ୍ଟମ୍ବର ୯ରେ ଏହି ଟୁର୍ଣ୍ଣାମେଂଟ ଆରମ୍ଭ ହେବ । ସେପ୍ଟେମ୍ବର ୪ରେ ଖେଳାଳିମାନେ ଦୁବାଇରେ ଏକତ୍ରିତ ହେବେ ବୋଲି ଜଣାପଡିଛି । ପୂର୍ବରୁ…

Voter Adhikar Yatra: ଭୋଟ ପରେ ରାସନ ଏବଂ ଆଧାର ମଧ୍ୟ ଛଡ଼ାଇ ନେବେ: ନିର୍ବାଚନ କମିଶନ, ମୋଦି ସରକାରଙ୍କ ଉପରେ…

ପାଟନା: ବିହାରରେ SIR ବିରୋଧରେ ମହାଗଠବନ୍ଧନ ପକ୍ଷରୁ ଏକ ଭୋଟର ଅଧିକାର ଯାତ୍ରା ଆୟୋଜନ କରାଯାଉଛି। ରାଲିର ୧୨ତମ ଦିନରେ, ରାହୁଲ ଗାନ୍ଧୀ ଏବଂ ତେଜସ୍ୱୀ ଯାଦବ ସୀତାମଢିର ଜାନକୀ ମାତା ମନ୍ଦିର ପରିଦର୍ଶନ କରି ସେମାନଙ୍କର ଯାତ୍ରା ଆରମ୍ଭ କରିଥିଲେ। ଏହି ସମୟରେ, ସେମାନେ ସୀତାମଢିରେ…

Sri Lankan officer visits Kalinga Stadium: କଳିଙ୍ଗ ଷ୍ଟାଡ଼ିୟମ ଏବଂ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ବୁଲି ଦେଖିଲେ…

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀଲଙ୍କାର ଅଧିକାରୀମାନେ ଆଜି କଳିଙ୍ଗ ଷ୍ଟାଡ଼ିୟମ ଏବଂ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିଦର୍ଶନରେ ଯାଇଥିଲେ । ଏହି ଅବସରରେ ଶ୍ରୀଲଙ୍କା ଦେଶର ଅଧିକାରୀମାନେ କଳିଙ୍ଗ ଷ୍ଟାଡ଼ିୟମରେ ରହିଥିବା ସ୍ପୋର୍ଟ୍ସ ସାଇନ୍ସ ସେଣ୍ଟର, ଆଥଲେଟିକ୍ସ ଷ୍ଟାଡ଼ିୟମ, ହକି…

Rss Chief Mohan Bhagwat: ପ୍ରତ୍ୟେକ ଭାରତୀୟଙ୍କ ୩ଟି ସନ୍ତାନ ହେବା ଉଚିତ୍: ମୋହନ ଭାଗବତ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଗୁରୁବାର କହିଛନ୍ତି ଯେ ଦେଶର ପ୍ରତ୍ୟେକଙ୍କର ୩ଟି ସନ୍ତାନ ହେବା ଉଚିତ୍ । ଯଦି ଜନ୍ମହାର ୩ରୁ କମ୍ ହୁଏ, ତେବେ ଆମେ ଧୀରେ ଧୀରେ ଲୋପ ପାଇଯିବୁ । ଆରଏସଏସର ୧୦୦ ବର୍ଷ ପୂରଣ ଅବସରରେ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ୩…

Dog Census: ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ ଆରମ୍ଭ ହେବ କୁକୁର ଗଣନା

ଭୁବନେଶ୍ବର: ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ ବିଏମସି ପକ୍ଷରୁ କୁକୁର ଗଣନା(Dog Census) ଆରମ୍ଭ ହେବ ବୋଲି BMC କମିଶନର ଚଞ୍ଚଳ ରାଣା କହିଛନ୍ତି । ଭେଟେନାରୀ ଡାକ୍ତରଙ୍କ ପରାମର୍ଶ ନେଇ ପ୍ରତି ୱାର୍ଡରେ ଏକକାଳୀନ ଗଣନା ଆରମ୍ଭ ହେବ। ପ୍ରତି ୱାର୍ଡ ପାଇଁ ୩ ରୁ ୪ ଜଣ ଅଧିକାରୀ କୁକୁର ଗଣନା…

E-Bus Adoption: ଇ-ବସ୍‍ ଚଳାଚଳ କ୍ଷେତ୍ରରେ ଓଡ଼ିଶା ଦେଶର ପଞ୍ଚମ ସ୍ଥାନ ହାସଲ କରଛି

ଭୁବନେଶ୍ୱର: ଇ-ବସ୍‍ ଚଳାଚଳ କ୍ଷେତ୍ରରେ ଓଡ଼ିଶା ଦେଶର ପଞ୍ଚମ ସ୍ଥାନ ହାସଲ କରି ସହରାଞ୍ଚଳ ପରିବହନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହାସଲ କରିଛି । ବର୍ତ୍ତମାନ ୪୫୦ଟି ଇ-ବସ୍ ଚଳାଚଳ କରୁଥିବା ଏବଂ ଆଗାମୀ ବର୍ଷଗୁଡ଼ିକରେ ଏହି ସଂଖ୍ୟା ୧୦୦୦ ଅତିକ୍ରମ କରିବାକୁ ଯୋଜନା କରୁଥିବାରୁ, ସହରଗୁଡ଼ିକୁ…

Illegal Donations: ଚାନ୍ଦା ମାଗିଲେ ପୋଲିସକୁ ଫୋନ୍‌ କରନ୍ତୁ: ଡିସିପି

କଟକ: ଆରମ୍ଭ ହେଲାଣି ପାର୍ବଣ ଋତୁ। ଏହି ସମୟରେ କିଛି ବ୍ୟକ୍ତିବିଶେଷ ବେଆଇନ ଚାନ୍ଦା ଆଦାୟ କରି ପୂଜା ଉତ୍ସବ ପାଳନ କରିବା ଭଳି ଘଟଣା ବିଭିନ୍ନ ସମୟରେ ନଜରକୁ ଆସିଥାଏ। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଚାନ୍ଦା ଆଦାୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଚାନ୍ଦା ଆଦାୟକାରୀଙ୍କ ବିରୁଦ୍ଧରେ ଦୃଢ଼…