ସ୍ଥଳଭାଗମୁହାଁ ହୋଇ ମାଡି ଆସୁଛି ‘ମୋନ୍ଥା’; ଗୋପାଳପୁରରେ ୨ ନମ୍ବର ବିପଦ ସଙ୍କେତ
ଗଞ୍ଜାମ: ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ମୋନ୍ଥା ବଳ ଗୋଟାଉଛି । ଏହାର ପ୍ରଭାବ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଉପରେ ଅଧିକ ଅନୁଭବ ହେବ ବୋଲି ପୂର୍ବାନୁମାନ କରିଛି ଭାରୀୟ ପାଣିପାଗ ବିଭାଗ । ଆସନ୍ତା ୨୮ ତାରିଖ ରାତି ସୁଧା ବାତ୍ୟା ସ୍ଥଳଭାଗ ଛୁଇଁବା ବୋଲି ଆଶଙ୍କା କରାଯାଉଛି ।
ଏହାର…